ଏସିଏଫ୍ ସୌମ୍ୟ ରଞ୍ଜନ ଘଟଣାକୁ ନେଇ ପୁଣି ନୂଆ ଖୁଲାସା….ଚର୍ଚ୍ଚାରେ ସୁବାସିଷ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଏସିଏଫ୍ ସୌମ୍ୟ ରଞ୍ଜନ ଘଟଣାକୁ ନେଇ ପୁଣି ନୂଆ ଖୁଲାସା।ଚର୍ଚ୍ଚାରେ ସୁବାସିଷ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ପାରଳାଖେମୁଣ୍ଡି ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟ ରଂଜନ ଘଟଣା ଆଜିକୁ ପ୍ରାୟ ତିନି ମାସ ବିତିଗଲାଣି ହେଲେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତଦନ୍ତ ଉପରେ ତ-ଦ-ନ୍ତ ଜାରି ରହିଛି ଏହି ଘଟଣାରେ । ହେଲେ କୌଣସି ଠୋସ ପ୍ରମାଣ ପାଇ ପାରୁନାହିଁ । ତେବେ ଏସି ଏଫ୍ ସୌମ୍ୟରଞ୍ଜନ ଙ୍କ ଘଟଣା  କି ଆ-ତ୍ମ-ତ୍ୟା-ଗ ଏ ପର୍ଯ୍ୟନ୍ତ ଜଣା ପଡିନାହିଁ । ତେବେ ଏହି ଘଟଣାର ଅ-ଭି-ଯୁ-କ୍ତ DFO ଓ ପତ୍ନୀ ବିଦ୍ୟା ଭାରତୀ ଙ୍କୁ ଏପର୍ଯ୍ୟନ୍ତ ଗି-ର-ଫ କରିବା ତ ଦୂର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । 

 

ତେବେ ସୌମ୍ୟରଞ୍ଜନ ଙ୍କ ଘଟଣାକୁ ପତ୍ନୀ ବିଦ୍ୟା ଭାରତୀ ଅଭାବନୀୟ ଘଟଣା ର ରୂପ ଦେଉଥିବା ବେଳେ ସୌମ୍ୟ ଙ୍କ ପରିବାର ଲୋକେ ଏହାକୁ ଷ-ଡ଼-ଯ-ନ୍ତ୍ର କରି ମା-ରି-ଥି-ବା କଥା କହିଛନ୍ତି । ପରିବାର କହିବା ସତ୍ତ୍ଵେ ବି ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ତେବେ DFO ଓ ପତ୍ନୀ ବିଦ୍ୟା ଭାରତୀ ଙ୍କୁ ଆରକ୍ଷୀ ଅଧିକାରୀ ତ-ଦ-ନ୍ତ ପରେ ଲା-ଇ ଡିଟେକ୍ସନ ଟେଷ୍ଟ କରାଯାଇଥିଲା । ତେବେ ଏହି ଟେଷ୍ଟ କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏହି ଲା-ଇ ଡିଟେକ୍ସନ ଟେଷ୍ଟ କୁ ନେଇ ଜଣେ ବ୍ୟକ୍ତି ଙ୍କ ମନରେ ଅସଂଖ୍ୟ ପ୍ରଶ୍ନ ଉଙ୍କି ମାରିଛି । ଯାହାକି ସେ ଏକ ଲାଇଭ ଭିଡିଓ ଜରିଆରେ ସୋ-ସି-ଆ-ଲ ମି-ଡି-ଆରେ ପୋଷ୍ଟ କରିଥିଲେ । 

 

ସେହି ବ୍ୟକ୍ତି ଜଣକ ହେଉଛନ୍ତି ସୁବାସିଶ । ଯେ କି ଏହି ଘଟଣା ସଂପୃକ୍ତ ଏସପି ତଥା DFO ଙ୍କ ଉପରେ ଅନେକ କଥା କହିଛନ୍ତି । ଏହା ବ୍ୟତୀତ ଏହି ଘଟଣାରେ ସଂପୃକ୍ତ ପ୍ରତ୍ୟେକ ଲୋକ ଙ୍କ ର କାହିଁକି ଲା-ଇ ଡିଟେକ୍ସନ ଟେଷ୍ଟ କରାଯାଇନାହିଁ ଏନେଇ ପ୍ରଶ୍ନ ଉଠାଇଛନ୍ତି । କଲେକ୍ଟର , ଏସପି ଆଦି ସମସ୍ତଙ୍କର ଲା-ଇ ଡିଟେକ୍ସନ ଟେଷ୍ଟ କରାଯିବା କଥା ସେ ପ୍ରକାଶ କରିଛନ୍ତି । ଏହାଛଡା ଯେଉଁ ବ୍ୟକ୍ତି ସୌମ୍ୟ ରଂଜନ ଓ ତାଙ୍କ ପତ୍ନୀ ସନ୍ଧ୍ୟାରେ ବୁଲୁଥିବା ବେଳେ DFO ରାତି 12 ରେ ଦେଖା କରୁଥିବା କାଠ କହୁଥିବା ବ୍ୟକ୍ତି ଙ୍କ ଲା-ଇ ଡିଟେକ୍ସନ ଟେଷ୍ଟ ବିଷୟରେ କେହି ବି ଚିନ୍ତା କରିନଥିବେ । 

 

ତେବେ ସେହି ବ୍ୟକ୍ତି ଙ୍କ ର କାହିଁକି ଏପର୍ଯ୍ୟନ୍ତ ଲା-ଇ ଡିଟେକ୍ସନ ଟେଷ୍ଟ କରାଯାଇ ନାହିଁ ଏନେଇ ସୁବାଶିସ ସୋ-ସି-ଆ-ଲ ମି-ଡି-ଆରେ ପ୍ରଶ୍ନ ଉଠାଇଛନ୍ତି । ତେବେ ଘଟଣାକୁ ପ୍ରାୟ ତିନି ମାସ ବିତିଗଲାଣି । ହେଲେ ଅ-ଭି-ଯୁ-କ୍ତ ଙ୍କୁ ଦ-ଣ୍ଡ ମିଳିବ ନା ନାହିଁ ଏନେଇ ଜନ ସାଧାରଣ ପ୍ରଶ୍ନ ପଚାରିଛନ୍ତି । DFO ଙ୍କ ବି-ପ-କ୍ଷ-ରେ ଅନେକ କାଠ ମାଫିଆ , ଜମି ଦ-ଲା-ଲ ଏନେଇ ଅନେକ ଅ-ଭି-ଯୋ-ଗ ଥିଲେ ମଧ୍ୟ ତାଙ୍କ ଚାକିରି କ୍ଷେତ୍ରରେ ମଧ୍ୟ କୌଣସି ବି ପରିବର୍ତ୍ତନ ଘଟିନାହିଁ । ତେବେ ଏ ପୋଲି ଗ୍ରାଫି ଟେଷ୍ଟ ଏକ ବାହାନା ଥିଲା ଯଦ୍ୱାରା ଅ-ଭି-ଯୁ-କ୍ତ ଙ୍କ ବି-ପ-କ୍ଷ-ରେ କୌଣସି ପ୍ରମାଣ ମିଳିପାରିବ ନାହିଁ କି ପରେ ଏନେଇ କୌଣସି ବି ବ୍ୟକ୍ତି ପ୍ରଶ୍ନ ଉଠାଇ ପାରିବେ ନାହିଁ ବୋଲି ସୁବାଶିଷ କହିଥିଲେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *