ଧୋନି ଙ୍କୁ ବିଶ୍ୱକପ ରେ ବେଜତି । ତାତିଲେ ଧୋନି ଙ୍କ ଫାନ୍ସ । ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଖବର…

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ Cricket Khabar 24 କୁ । ଆଜି ଆମେ ଜାଣିବା ମହେଦ୍ର ସିଂ ଧୋନି ଙ୍କୁ ବିଶ୍ୱକପ ମେଣ୍ଟର ଭାବରେ ନିଯୁକ୍ତି ଦେଇଥିଲେ କିନ୍ତୁ ଧୋନି ଙ୍କୁ ବିଶ୍ୱକପ ରେ ହେଉଛି ବେଜିତି । ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଖବର ।

ବିଶ୍ୱକପ ରେ ଭାରତ ପାକିସ୍ତାନ ଠାରୁ ହାରିବା ପରେ ଖୁବ ଚର୍ଚ୍ଚା ହେଉଛି । ଭାରତ କେବେ ବିଶ୍ୱକପ ରେ ପାକିସ୍ତାନ ପାଖରୁ ଆଗରୁ ହାରି ନାହିଁ ଏହା ପ୍ରଥମ ଥର ଇତିହାସ ହୋଇ ରହିଲା ।

ଧୋନି ଭାରତ ର କ୍ରିକେଟ ର ସଫଳତମ ଅଧିନାୟକ, ଫିନିଷର, କିପର, ରୂପରେ ସାରା ବିଶ୍ୱରେ No.1 । ଏଥିପାଇଁ ଧୋନି ଙ୍କୁ ବିଶ୍ୱକପ ରେ ମେଣ୍ଟର ପାଇଁ Bcci ଅଫର ଦେଇଥିଲା। ଧୋନି ଏଥିରେ ସହମତ ହୋଇଥିଲେ ଓ ମେଣ୍ଟର ଭାବରେ Bcci ପାଖରୁ କୌଣସି ଅର୍ଥ ରାଶି ନେବେ ନାହିଁ ବୋଲି କହିଥିଲେ । ଯାହାକୁ ନେଇ ସାରା ବିଶ୍ୱ ର କ୍ରିକେଟ ପ୍ରେମୀ ଖୁବ ସାବସି ମଧ୍ୟ ଦେଇଥିଲେ ।

ଭାରତ ପାକିସ୍ତାନ ମ୍ୟାଚ ଦିନ ଟାଇମ ଆଉଟ ବେଳେ ଧୋନି ପଡିଆ କୁ ଆସିନଥିଲେ ପଡିଆକୁ ରବିଶାସ୍ତ୍ରୀ ପଡିଆ କୁ ଆସିଥିଲେ । ଯାହାକୁ ନେଇ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ଜୋର ଧରିଛି ଯେ ଧୋନି ମେଣ୍ଟର ହୋଇଥିଲେ ବି କାହିଁକି ଧୋନି ଙ୍କୁ ପଡିଆକୁ ଯିବାକୁ ଅନୁମତି ଦିଆ ଯାଇ ନଥିଲା । ଏହାକୁ ନେଇ ଧୋନି ଙ୍କ ଫାନ୍ସ କହିଛନ୍ତି କି ଧୋନି ଙ୍କୁ ମେଣ୍ଟର ଭାବରେ ବେଜତି କରାଯାଉଛି ।

 

 

Leave a Reply

Your email address will not be published. Required fields are marked *