ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୋ-ସି-ଆ-ଲ୍ ମି-ଡି-ଆ ଦେଖିବାକୁ ମିଳିଲା କିଛି ଏପରି ଅ-ଜୀ-ବ ଭିଡିଓ, ଯାହାକୁ ଦେଖିଲେ ଆପଣମାନେ ବି ଆ-ଶ୍ଚ-ର୍ଯ୍ୟ ହୋଇ ରହିଯିବେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସୋ-ସି-ଆ-ଲ ସା-ଇ-ଟ୍ ରେ ପ୍ରତ୍ୟେକ ଦିନ ହଜାର ହଜାର ଖବର ସବୁ ଦେଖିବାକୁ ମିଳିଥାଏ, ସେହିସବୁ ଖବରରେ ଦୁନିଆର କିଛି କିଛି ଭଲ ଖବର ଥାଏ, ଆଉ କିଛି କିଛି ଖବର ଆଜିର ଦୁନିଆର ଲୋକମାନଙ୍କର ନିଚ୍ଚ ଧରଣର ଚିନ୍ତାଧାରା ସମ୍ପର୍କରେ ଜାଣିବାକୁ ମିଳିଥାଏ। ହେଲେ ପ୍ରତ୍ୟେକ ଦିନ ଏପରି କିଛି ଖବର ସୋ-ସି-ଆ-ଲ୍ ମି-ଡି-ଆରେ ଦେଖିବାକୁ ମିଳିଥାଏ ଯାହାକି ଯେତିକି ମାତ୍ରାରେ ଆ-ଶ୍ଚ-ର୍ଯ୍ୟ-ଜ-ନ-କ ଥାଏ ସେତିକି ମାତ୍ରାରେ ମଜାଳିଆ ମଧ୍ୟ ଥାଏ। ତେବେ ଆମେ ଆଜି ଆପଣ ମାନଙ୍କୁ ସେହି ପରି କିଛି ଖବର ସମ୍ପର୍କରେ କହିବୁ, ଯେଉଁଥିରୁ କିଛି କିଛି ଖବର ମଜାଳିଆ ଏବଂ କିଛି କିଛି ଖବର ଆ-ଶ୍ଚ-ର୍ଯ୍ୟ-କ-ର ମଧ୍ୟ।
ସୋ-ସି-ଆ-ଲ ମି-ଡ଼ି-ଆରେ ଏକ ଭିଡିଓ ଭା-ଇ-ରା-ଲ୍ ହେଉଛି, ଯାହାକି ୟୁପିର ରାଜଧାନୀ ଲକ୍ଷ୍ନୌର, ଏଠାରେ ଏକ ହୋଟେଲ ବାହାରେ ଦୁଇ ଜଣ ଝିଅ ଗୋଟିଏ ପ୍ରେମିକ ପାଇଁ ପାଟି ଲାଗିଥିଲେ, ପା-ଟି-ତୁ-ଣ୍ଡ ମାନେ ମା-ର-ପି-ଟ ମଧ୍ୟ। ସୂଚନା ଅନୁସାରେ ପ୍ରେମିକ ଜଣକ ସେହିଠାରେ ନିଜର ଏବେ ପ୍ରେମିକା ସହ ଗାଡିରୁ ଓହ୍ଲାଇଲେ ଆଉ ସେଠାରେ ତାଙ୍କର ଏକ୍ସ ପ୍ରେମିକା ମଧ୍ୟ ଉପସ୍ଥିତ ଥିଲେ ହେଲେ ଏହାପରେ ଦୁହିଁଙ୍କ ମଧ୍ୟରେ ଝ-ଗ-ଡା ଆରମ୍ଭ ହୋଇଥିଲା, ଏକ୍ସ ପ୍ରେମିକା ଜଣକ ସେ-ନ୍ସ-ଲେ-ସ୍ ହୋଇ ଯାଇଥିଲେ, ପରେ ଆରକ୍ଷୀ ଅଧିକାରୀ ଏହି ମାମଲାରେ କେ-ସ୍ କରିଛି। ଆଉ ଏବେ ପ୍ରେମିକାକୁ ଗି-ର-ଫ ମଧ୍ୟ କରି ନେଇଛି।
ଆଉ ଏକ ଖବର ବିହାର ଅଟେ, ଏଠାରେ ଆରକ୍ଷୀ ଅଧିକାରୀ ମାନେ ହିଁ ନିଜ ଗାଡି ମଧ୍ୟରେ ବନ୍ଦ ହୋଇ ରହିଗଲେ, ଲୋକମାନେ ସେମାନଙ୍କୁ ବାହାରକୁ ବାହାରିବାକୁ ଦେଲେ ନାହିଁ। ପରେ ସେଠାରେ ଆରକ୍ଷୀ ଅଧିକାରୀ ଆସି ସେମାନଙ୍କୁ ବାହାରକୁ ବାହାର କରିଥିଲା। ସେଠାରେ ବାଲି ଗାଡିକୁ ଧରୁଥିଲେ ଆରକ୍ଷୀ ଅଧିକାରୀ ମାନେ, ଟ୍ରକ ଡ୍ରାଇଭର୍ ମାନଙ୍କର ଆ-ରୋ-ପ ଥିଲା କି, ଚା-ଲା-ଣ ଦେଖାଇବେ ପରେ ମଧ୍ୟ ଆରକ୍ଷୀ ଅଧିକାରୀ ମାନେ ଟଙ୍କା ମାଗୁଥିଲେ, ଏହାପରେ ଲୋକମାନେ ସମସ୍ତେ ମିଶି ଆରକ୍ଷୀ ଅଧିକାରୀ ମାନଙ୍କୁ ଘେରି ନେଇଥିଲେ।
ଜର୍ମାନୀରେ ଦାଢି ୨୦୨୧ ର ପ୍ରତିଯୋଗିତା ଆରମ୍ଭ ହୋଇ ଯାଇଛି, ଏହି ପ୍ରତିଯୋଗିତାକୁ ନେଇ ଲୋକମାନେ ଖୁବ୍ ଉତ୍ସାହିତ ଥିବାର ଦେଖିବାକୁ ମିଳିଥିଲା। ଜର୍ମାନୀ ଆହ୍ଲାବା, ନେଦରଲାଣ୍ଡ, ଇଟାଲୀ, ସୁଇଜରଲ୍ୟାଣ୍ଡ, ଅଷ୍ଟ୍ରିଆ ଓ ଇଜ୍ରାଇଲ୍ ରୁ ମଧ୍ୟ ଲୋକମାନେ ଭାଗ ନେବା ପାଇଁ ପହଁଞ୍ଚିଥିଲେ। ଏଠାରେ ଭାଗ ନେଇଥିବା ଲୋକମାନେ ନିଜର ବଡ ବଡ ଦାଢି ସହ ସେଠାରେ ଉପସ୍ଥିତ ଥିଲେ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।