ଫୁଣି ଚର୍ଚ୍ଚା ରେ ସୁର ରାଉତ । ଏମିତି ରୋମାନ୍ସ କଲେ ସ୍ତ୍ରୀ ସହ ଗୀତରେ । Watch Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ଚର୍ଚ୍ଚାରେ ସୁର ରାଉତରାୟ,ନିଜ ସ୍ତ୍ରୀ ସହ ଗାଇଲେ “ପ୍ରେମରେ ପଡିଗଲି”।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସୋ-ସି-ଆ-ଲ ସା-ଇ-ଟ୍ ରେ ପ୍ରତ୍ୟେକ ଦିନ ହଜାର ହଜାର ଖବର ସବୁ ଦେଖିବାକୁ ମିଳିଥାଏ, ସେହିସବୁ ଖବରରେ ଦୁନିଆର କିଛି କିଛି ଭଲ ଖବର ଥାଏ, ଆଉ କିଛି କିଛି ଖବର ଆଜିର ଦୁନିଆର ଲୋକମାନଙ୍କର ନିଚ୍ଚ ଧରଣର ଚିନ୍ତାଧାରା ସମ୍ପର୍କରେ ଜାଣିବାକୁ ମିଳିଥାଏ। ହେଲେ ସୋ-ସି-ଆ-ଲ ମି-ଡି-ଆରେ ରାଜନୀତିର ଖବର ଲୋକଙ୍କ ପାଇଁ ଚର୍ଚ୍ଚାର ଖୋରାକ ଯୋଗାଇଥାଏ।

 

ଆମେ ମାନେ ରାଜନୀତି ବିଷୟରେ ଖୁବ୍ ଭଲ ଭାବରେ ଜାଣିଥିବେ ।  ରାଜନୀତି କରିବା ପାଇଁ ହେଲେ ନିଜର ପରିଚୟ ନିଜକୁ ଗଢ଼ିବା ପାଇଁ ପଡ଼ିଥାଏ ।  ଆପଣ ମାନେ ରାଜନୀତି ର ସମସ୍ତ ଦଳ ବିଷୟରେ ଖୁବ୍ ଭଲ ଭାବରେ ପରିଚିତ ଥିବେ ।  ଯାହାଙ୍କୁ ଆମେ ସମସ୍ତେ ସୁର ଭାଇ ବୋଲି କୋହିଥାଉ । ଯିଏ କି କାହାକୁ କେବେ ହେଲେ ଡ-ରି ନଥାନ୍ତି । ସମସ୍ତଙ୍କୁ ମୁହଁ ସାମ୍ନା ରେ ସାମ୍ନା କରିଥାନ୍ତି ।

 

ସୁର ରାଉତରାୟ ଆମ ରାଜ୍ୟର ଜଣେ ବହୁତ ହିଁ ଟା-ଣୁ-ଆ ନେତା, ସିଏ କେବେବି ବି-ପ-କ୍ଷ ଦଳକୁ ଛାଡନ୍ତି ନାହିଁ, ମୁହେଁ ମୁହେଁ ଜବାବ ଦେଇ ଦିଅନ୍ତି।ସେ ନିଜର କ-ଟୁ ମନ୍ତବ୍ୟ, ଏବଂ ନିଜର କିଛି ମଜାଦାର ଡାଇଲଗ୍ କୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଏହି କିଛିଦିନ ତଳେ ସେ ଅନ୍ୟ ଏକ କଥାକୁ ନେଇ ଚର୍ଚ୍ଚାକୁ ଆସିଥିଲେ, ସେ ଏହି କିଛିଦିନ ତଳେ ରାପ୍ ସଙ୍ଗ୍ ରେ ନିଜର କଣ୍ଠଦାନ କରି ଚର୍ଚ୍ଚାକୁ ଆସିଥିଲେ। ଆଉ ଏବେ ମଧ୍ୟ ଆଗକୁ ତାଙ୍କର ଆଉ ଏକ ଗୀତ ଆସିବାକୁ ଯାଉଛି, ଯାହାକି ସୁରଙ୍କ ଉପରେ ତିଆରି ହୋଇଛି।

 

ରଙ୍ଗବତୀ ଗୀତ ପରେ ସୁର ରାଉତରାୟଙ୍କ ପୁଣି ଏକ ନୂଆ ଗୀତ ରେକର୍ଡ କରାଯାଇଛି । ଗୀତର ନା ହେଉଛି “ ପ୍ରେମରେ ପଡିଗଲି ” । ଏହି ଗୀତଟି ଉଭୟ ସୁର ରାଉତରାୟ ଓ ତାଙ୍କ ପତ୍ନୀ ମାନିଙ୍କୁ ନେଇ ହୋଇଛି।

ଏହାଛଡା ଅଭିଜିତ ଭଟ୍ଟାଚର୍ଯ୍ୟ ଓ ଜ୍ୟୋତିର୍ମୟୀ ନାୟକ ଏହି ଗୀତ ଗାଇଛନ୍ତି । ଏହି ସଙ୍ଗୀତକୁ ନିର୍ଦ୍ଦେଶନା ଦେଇଛନ୍ତି ସଙ୍ଗୀତ ନେର୍ଦ୍ଦେଶକ ଜାପାନୀ। ସୁରଙ୍କର ରଙ୍ଗବତୀ ଗୀତ ଯେପରି ଲୋକମାନଙ୍କ ଦ୍ଵାରା ଆଦୃତ ହୋଇଥିଲା, ଏହାମଧ୍ୟ ସେହିପରି ଆଦୃତ ହେବ ବୋଲି ଜାପାନୀ କହିଛନ୍ତି ।  

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *