ମାଡି ଆସୁଛି ‘Lalin, । ଭୟଙ୍କର କରିବ କ୍ଷେତି । ଓଡିଶା ବାସୀ ଙ୍କୁ ଥରେଇବ…

 

 

ବନ୍ଧୁଗଣ  ମାଡି ଆସୁଛି ଲାନିନା ଯାହାର ପ୍ରଭାବ ରେ ଓଡ଼ିଶା ରେ ଶୀତ ର ପ୍ର-କୋ-ପ ଅଧିକ ରହିବ ଏବଂ ଥରିବ ଓଡ଼ିଶା । ତେବେ ଏହା ଜଣାଇ ରଖୁଛୁ ମାଡି ଆସୁଛି lalin ।  ଥରିବ ପୁରା ଓଡିଶା । ଆସନ୍ତୁ ଜାଣିବା ଏହି ବିଷୟରେ ।

 

ପାଣିପାଗ ବି-ଶେ-ଷ-ଜ୍ଞ ମାନେ ଏହା ସୂଚନା ଦେଇଥିଲେ ଯେ ,” ବି-ଳ-ମ୍ବ ରେ ମୌ-ସୁ-ମୀ ର ପ୍ରତ୍ୟାହାର ଏବଂ ସମୁଦ୍ର ର ଉ-ତ୍ତା-ପ ବୃ-ଦ୍ଧି  ହୋଇ ପାଣିପାଗ ରେ ଅନୀୟ ମିତ ଭାବରେ ପରିବର୍ତନ ହୋଇ ଗତ କିଛି ସପ୍ତାହ ମଧ୍ୟରେ ଭାରତ ରେ ପାଣିପାଗ ର ଜ-ଟି-ଳ ପରିସ୍ଥିତି ଦେଖା ଦେଇଛି । 

 

IMD  ଏହା କହିଛି ଯେ ୧୯୭୫ ମସିହା ପର ଠାରୁ ସପ୍ତମ ଥର ପାଇଁ ଗତ ଷୋମବାର ଦିନ ଦକ୍ଷିଣ ପ-ଶ୍ଚି-ମ ବା-ୟୁ ପ୍ର-ତ୍ୟା-ବ-ର୍ତ୍ତ-ନ କରିଛି ଓ ବି-ଳ-ମ୍ବି-ତ ମୌସୁମୀ ପ୍ର-ତ୍ୟା-ବ-ର୍ତ-ନ କରିଛି । ପାଣିପାଗ ବିଭାଗ ପକ୍ଷ୍ୟ ରୁ ସୂଚନା ପ୍ରଦାନ କରା ଯାଇଛି ଯେ ୨୦୧୧ ରୁ ୨୦୨୧ ମଧ୍ୟରେ ଦକ୍ଷିଣ ପ-ଶ୍ଚି-ମ ମୌସୁମୀ ବା-ୟୁ ୫ ଥର ଅକ୍ଚୋବର ୨୫ ଫେରିଛି ।

 

ପାଣିପାଗ ବିଭାଗ ଏହା ଆକଳନ କରିଛି ଯେ ୨୦୧୭,୨୦୧୦,୨୦୧୬,୨୦୨୧ ରେ ଏହିପରି ଜ-ଟି-ଳ ପ-ରି-ସ୍ଥି-ତି ଉପୁଜି ଥିଲା। ଦକ୍ଷିଣ ପ-ଶ୍ଚିମ ମୌସୁମୀ ବାୟୁ ଗୁଜୁରାଟ  ଏବଂ ରାଜସ୍ତାନ ରୁ ଅକ୍ଟୋବର  ୬ ସୁଧା ହ୍ରା-ସ ପାଇ ଥିଲା । ଏହାର ପ୍ର-ତ୍ୟା-ବ-ର୍ତ୍ତ-ନ ସେପ୍ଟେମ୍ବର ମାସ ସୁଧା  ଆ-ର-ମ୍ଭ ହୋଇଥାଏ ।

 

 IMD ଏହା ସୂଚନା ଦେଇଛି ଯେ ,” ଗତ ୨୦୧୬ ମସିହା ରେ ସେପ୍ଟେମ୍ବର ୧୫, ୨୦୧୭ ରେ ସେପ୍ଟେମ୍ବର ୨୭ , ୨୦୧୮ ରେ ସେପ୍ଟେମ୍ବର ୨୯,ଏବଂ ୨୦୧୯ ରେ ଅକ୍ଟୋବର ୯ ଏବଂ ୨୦୨୦ ମସିହା ରେ ସେପ୍ଟେମ୍ବର ୨୮ ରେ ମୌସୁମୀ ପ୍ର-ତ୍ୟା-ହାର ହୋଇଥିଲା । ଏହା ସହିତ ଏହା ମଧ୍ୟ ସୂଚନା ଦିଆ ଯାଇଛି ଯେ ଭାରତ ଚତୁ-ର୍ପା-ର୍ଶ୍ୱ  ରେ ଥିବା ସମୁଦ୍ର ର ଉ-ତ୍ତା-ପ ବଢୁଥିବାରୁ  କାରଣ ରୁ ମୌସୁମୀ ବି-ଳ-ମ୍ବ ରେ ପ୍ରତ୍ୟାହାର ହୋଇଛି  ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *