ମାଡି ଆସୁଛି ଭୟଙ୍କର ‘Lalin, ଆଣିବ ଭୟଙ୍କର ବିପଦ । ଥରିବେ ଓଡିଶା ବାସୀ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମାଡି ଆସୁଛି ଲାନିନା ଏଥର ଥରିବ ଓଡ଼ିଶା ଏଥର ଥରିବ ଓଡ଼ିଶା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଏଥର ସମଗ୍ର ଦେଶକୁ ଥରାଇବ ଲାନିନା। ଲାନିନା ପ୍ରଭାବରେ ଶୀତର ପ୍ର-କୋ-ପ ଅଧିକ ରହିବ। କୁହାଯାଉଛି ଉତ୍ତର ଭାରତରେ ଜାନୁୟାରୀରୁ ଫେବୃଆରୀ ମଧ୍ୟରେ ସର୍ବନିମ୍ନ ତାପମାତ୍ର ୩ ଡିଗ୍ରୀ ରହିବ।ପ୍ରଶାନ୍ତ ମହାସାଗରରୁ ଋତୁକାଳୀନ ସୃଷ୍ଟି ହେଉଥିବା ଶୀତଳ ବାୟୁକୁ ଲାନିଲା କୁହାଯାଇଥାଏ। ଯାହା ସମଗ୍ର ବିଶ୍ୱକୁ ପ୍ରଭାବିତ କରିଥାଏ।  ଗତ କିଛି ସପ୍ତାହ ମଧ୍ୟରେ ଭାରତରେ ପାଣିପାଗର ଜ-ଟି-ଳ  ପରିସ୍ଥିତି ଦେଖାଦେଇଛି। 

 

ବିଶେଷ କରି ସମୁଦ୍ରର ଉ-ତ୍ତା-ପ ବୃଦ୍ଧି, ବିଳମ୍ବିତ ମୌସୁମୀ ପ୍ରତ୍ୟାହାର କାରଣରୁ ପାଣିପାଗରେ ଅନିୟମିତ ପରିବର୍ତ୍ତନ ହୋଇ ଏଭଳି ପରିସ୍ଥିତି ଉପୁଜିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।ସୋମବାରଠାରୁ ଦକ୍ଷିଣ ପଶ୍ଚିମ ବାୟୁ ପ୍ରତ୍ୟାବର୍ତ୍ତନ କରିଛି। ବି-ଳ-ମ୍ବି-ତ ମୌସୁମୀ ପ୍ରତ୍ୟାବର୍ତ୍ତନ ୧୯୭୫ଠାରୁ ଏହା ସପ୍ତମଥର ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି।   ୨୦୧୧୦ରୁ ୨୦୨୧ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀର ବାୟୁ  ୫ଥର ଅକ୍ଟୋବର ୨୫ ପରେ ଫେରିଥିବା ପାଣିପାଗ  ବିଭାଗ ପକ୍ଷରୁ କୁହାଯାଇଛି।  ମୁଖ୍ୟତ 2017, 2010, 2016, 2020 ଏବଂ 2021ରେ ଏଭଳି ପରିସ୍ଥିତି ଉପୁଜିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 

 

ରାଜସ୍ତାନ ଏବଂ ଗୁଜରାଟାରୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅକ୍ଟୋବର ୬ ସୁଦ୍ଧା ହ୍ରା-ସ ପାଇଥିଲା।ଯାହା ୧୯୭୫ ପରଠାରୁ ଦ୍ୱିତୀୟ ବିଳମ୍ବିତ ପ୍ରତ୍ୟାହାର | ସାଧାରଣତ ଏହି ମୌସୁମୀ ବାୟୁ ସେପ୍ଟେମ୍ବର ୧୭ ସୁଦ୍ଧା ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଆଇଏମଡି ତଥ୍ୟ ଅନୁଯାୟୀ ଗତ ବର୍ଷ ସେପ୍ଟେମ୍ବର ୨୮, ୨୦୧୯ରେ ଅକ୍ଟୋବର ୯ , ୨୧୮ ରେ ସେପ୍ଟେମ୍ବର ୨୯, ୨୦୧୭ରେ ସେପ୍ଟେମ୍ବର ୨୭  ଏବଂ ୨୦୧୬ରେ ସେପ୍ଟେମ୍ବର ୧୫ରେ ମୌସୁମୀ  ପ୍ରତ୍ୟାହାର ଆରମ୍ଭ ହୋଇଥିଲା। 

 

ମୌସୁମୀ ପ୍ରବେଶର  ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ୪ ମାସ ଧରି ସ୍ୱାଭାବିକ୍ ବର୍ଷା ହୋଇଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।   ଭାରତ ଚତୁପାର୍ଶ୍ୱ ସମୁଦ୍ରର ଉତ୍ତାପ ବଢ଼ୁଥିବାରୁ ମୌସୁମୀ ବିଳମ୍ବରେ ପ୍ରତ୍ୟାହାର ହେଉଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ବଙ୍ଗୋପସାଗର ଏବଂ ଆରବ ସାଗରର ଉତ୍ତାପ ଏକ ସାଇକ୍ଲୋନିକ୍ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ। ଫଳରେ ଲାନିନା ପରିସ୍ଥିତି ସୃଷ୍ଟି ହୁଏ ବୋଲି କୁହାଯାଇଛି। ପ୍ରଶାନ୍ତ ମହାସାଗରରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥାଏ ବୋଲି କୁହାଯାଇଛି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *