କହନା ଏ ପେଟ୍ରୋଲ କହନା । ଆସନ୍ତୁ ଶୁଣିବା ଏହି ମହିଳାଙ୍କ ମୁଁହରୁ ପେଟ୍ରୋଲ ସଙ୍ଗୀତ…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୋ-ସି-ଆ-ଲ ମି-ଡି-ଆରେ ରେ ପେଟ୍ରୋଲ ଦର ବଢିବା କୁ ନେଇ ଭା-ଇ-ରା-ଲ୍ ହେଲା ମହିଳା ଙ୍କ ଭିଡ଼ିଓ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ପୁରା ବିଶ୍ୱରେ ପେଟ୍ରୋଲ ଦାମ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ନେଇ ପ୍ରାୟ ପ୍ରତ୍ୟକ ଲୋକ ବ୍ୟସ୍ତ ଅଛନ୍ତି । ଭାରତ କଥା କଣ କହିବା ସୁଦୂର ଇଂଲଣ୍ଡରେ ବି ପେଟ୍ରୋଲ, ଡିଜେଲ, ରୋସେଇ ଗ୍ୟାସ ଦର ବୃଦ୍ଧିକୁ ନେଇ ଲୋକେ ବ୍ୟସ୍ତବିବ୍ରତ ହେଇଗଲେଣି ସେଠିକା ବାସିନ୍ଦା । ଟ୍ରକ ଡ୍ରାଇଭରଙ୍କ ସଂଖ୍ୟା କମୁଥିବାରୁ ଏପରି ଅ-ସୁ-ବି-ଧା ଦେଖାଦେଉଥିବା ଜଣାଯାଇଛି । ରିଫାଇନାରୀ ସେଣ୍ଟରରୁ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ତେଲ ପହଂଚି ପାରୁନାହିଁ । 

 

ତେଣୁ କରି ହିଁ ମୂଲ୍ୟ ବଢି ବଢି ଚାଲିଛି । ପେଟ୍ରୋଲ ଓ ଡିଜେଲ୍‌ର ଆକାଶଛୁଆଁ ଦର ସାଧାରଣ ଜନତାଙ୍କୁ କଲବଲ୍ କରୁଛି। ଦେଶରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ଉପରେ ବିକ୍ରି ହେଉଛି। ସେହି ପରି ଡିଜେଲ୍ ଦର ଅଧିକାଂଶ ସହରରେ ୧୦୦ ଟଙ୍କା ଉପରେ ରହିଛି। କେବେ କମିବ ତୈଳ ତାର ଉତ୍ତର କାହା ପାଖରେ ନାହିଁ। କିନ୍ତୁ ପେଟ୍ରୋଲ ଓ ଡିଜେଲ୍ ଦାମ ଆଗାମୀ ସମୟରେ ଆହୁରି ମହଙ୍ଗା ହେବାର ଆଶଙ୍କା ରହିଛି।

 

କ୍ରମାଗତ ତୈଳ ଦର ବଢିବାରେ ଲାଗିଛି। ଗୁରୁବାର ମଧ୍ୟ ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ୩୫ ପଇସା ବୃଦ୍ଧି ଘଟିଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୮.୨୯ ଟଙ୍କା ଏବଂ ଡିଜେଲ୍ ୯୭.୦୨ ଟଙ୍କା ସର୍ବକାଳୀନ ସ୍ତରରେ ପହଞ୍ଚିଛି। ଚଳିତ ମାସରେ ୨୮ ଦିନରେ ୨୧ ଦିନ ତେଲ ଦାମ ବଢି ସାରିଛି। ଏହି ପରି ପେଟ୍ରୋଲ ଲିଟର ପିଛା ୬.୬୫ ଟଙ୍କା ଓ ଡିଜେଲ୍ ୭.୨୫ ଟଙ୍କା ମହଙ୍ଗା ହୋଇ ସାରିଛି। 

 

ଏହା ପୂର୍ବରୁ ଜୁଲାଇ ମାସରେ ପେଟ୍ରୋଲ ଦାମ ୧୦୦ ଟଙ୍କା ଅତିକ୍ରମ କରିଥିଲା।ତେବେ ସୋ-ସି-ଆ-ଲ ମି-ଡି-ଆରେ ରେ ପେଟ୍ରୋଲ ଦର ବଢିବା କୁ ନେଇ ଏକ ଭିଡ଼ିଓ ଭା-ଇ-ରା-ଲ୍ ହେବାରେ ଲାଗିଛି।ମହିଳା ଜଣଙ୍କ ପେଟ୍ରୋଲ କୁ ନେଇ ଏକ ଗୀତ ଗାଉଛନ୍ତି ।ଏହି ଗୀତ ଏବେ ଅନେକ ମାତ୍ରରେ ଭା-ଇ-ରା-ଲ ହେବାରେ ଲାଗିଛି ଓ ଅନେକ ଲୋକ ମଧ୍ୟ ଏହାକୁ ପସନ୍ଦ କରୁଛନ୍ତି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *