ମରିବା ପରେ କରିଦେଇ ଗଲେ ଏହି ମହାନ କାମ। ଯାହା ଲୋକ ଦେଖି କହିଲେ ବାଃ ବାଃ ଏ ହିଁ ଅସଲି ସୁପରଷ୍ଟାର…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ଆସି ପହଞ୍ଚିଲା ଆଉ ଏକ ବଡ ଦୁଃ-ଖ-ଦ ଖବର, ଏହି ଲୋକପ୍ରିୟ ଅଭିନେତାଙ୍କର ହେଲା ଅ-କା-ଳ ବି-ୟୋ-ଗ, କିନ୍ତୁ ମାରିଲା ପରେ ବି କରିଦେଇଗଲେ ମହାନ କାମ । ସାରା ସିନେମା ଜଗତରେ ଏବେ ଶୋ-କ-ର ଛାୟା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

‘ କରୋନା ’ ଏହି ଶବ୍ଦଟିକୁ ଶୁଣିଲା ବେଳକୁ ଲୋକ ମାନଙ୍କ ର ମନରେ ଅନେକ ବହୁତ ବଡ ବଡ ଦୁଃ-ଖ-ଦ ତଥା ଅ-ସ-ହା-ୟ ଚିତ୍ର ଆଖି ସାମ୍ନା କୁ ଆସିଯାଉଥିବ। ଏହି କରୋନା ଦେଢ ବର୍ଷ ହେବ ସାରା ବିଶ୍ୱ କୁ ପୁରା ହଲଚଲ୍ କରି ରଖି ଦେଇଛି। କୌଣସି ରାଜ୍ୟ, ଦେଶ ର ସରକାର ମାନେ ଶାନ୍ତି ରେ ନିଶ୍ୱାସ ଟିକେ ମଧ୍ୟ ନେଇ ପାରୁ ନାହାନ୍ତି। କେଜାଣି ଏହି କରୋନା ମ-ହା-ମା-ରୀ କେତେ କଣ ଲୋକ ମାନଙ୍କ ପାଖରୁ ଛଡାଇ ନେଲାଣି। ଏହି କରୋନା କଉ ପିଲା ର ମୁଣ୍ଡ ଉପରୁ ନିଜ ବାପା ମାଆ ଙ୍କ ର ହାତ କୁ ସବୁ ଦିନ ପାଇଁ ଛଡାଇ ନେଇଛି ତ ଆଉ କେଉଁ କଅଁଳ ଶିଶୁ କୁ ନିଜ ବାପା, ମାଆ ବୋଲି କିଏ ଜାଣିବା ପୂର୍ବରୁ ତାହା ଠାରୁ ତାର ବାପା ମାଆ ଙ୍କୁ ଛଡାଇ ନେଇଛି। ଏହି କରୋନା ଅନେକ ବାପା ମାଆ ଙ୍କ କୋଳକୁ ମଧ୍ୟ ଖାଲି କରି ଦେଇଛି। 

 

ଏହି ମହାମାରୀ ଟି ଏପରି ଯେ ଯଦି ସାମ୍ନା ରେ ଜଣେ ନିଜ ଲୋକ ଛ-ଟ-ପ-ଟ ହୋଇ ମ-ରୁ-ଥି-ବ ତାର ମ-ରି-ବା ସମୟ ରେ ପାଟି ରେ ପାଣି ଟିକେ ଦେବା ପାଇଁ ମନ ଡାକୁଥିଲେ ବି ଠୁପେ ପାଣି ମଧ୍ୟ ଦେଇ ପାରିବ ନାହିଁ। ସତରେ କରୋନା ର ଏହି ରୂପ କୁ ଦେଖି ଲୋକ ମାନଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଛି, ସତରେ କଣ ଏଡେ ନିର୍ଦୟ ହୋଇପାରେ ଏହି ଭୂତାଣୁ? ଅନ୍ୟ ଦେଶ ମାନଙ୍କରେ ଏହି ମହାମାରୀ ଯେପରି ତା-ଣ୍ଡ-ବ କରିଥିଲା ଆମ ଦେଶରେ ସେପରି କିଛି ହୋଇନଥିଲା। ହେଲେ ଏତେ ସବୁ ପରେ ବି ଏହି ମ-ହା-ମା-ରୀ କାରଣରୁ ଆମେ ଆମର ଅନେକ ପ୍ରତିଷ୍ଠିତ ତଥା ଲୋକପ୍ରିୟ ଲୋକଙ୍କୁ ହରାଇଛୁ। ମରିଲା ପରେ କନାଡ଼ ସୁପରଷ୍ଟାର ପୁଣିତ ତାଙ୍କର ଆଖି କୁ ଦାନ କରିଛନ୍ତି । ଯାହା ଲୋକଙ୍କୁ ଦେଖି କହିଛନ୍ତି ବାଃ ବାଃ ଏ ହିଁ ଅସଲ ସୁପରଷ୍ଟାର ।

 

ଏବେ ମଧ୍ୟ ସେହିପରି ଏକ ଦୁଃ-ଖ-ଦ ଖବର ଶୁଣିବାକୁ ମିଳିଛି, କନ୍ନଡ଼ ଅଭିନେତା ପୁନିତ ରାଜକୁମାରଙ୍କ ଶୁକ୍ରବାର ଦିନ ଦେ-ହା-ନ୍ତ ହୋଇଛି। ହୃ-ଦ-ଘା-ତ ପରେ ତାଙ୍କୁ ବେଙ୍ଗାଲୁରୁ ବିକ୍ରମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୪୬ ବର୍ଷ ବୟସରେ ଅଭିନେତାଙ୍କ ପ-ର-ଲୋ-କ ହୋଇଛି। ସେ କନ୍ନଡ଼ ସୁପରଷ୍ଟାର ଭାବେ ଜଣାଶୁଣା। ପୁନିତ ଦିବଂଗତ ଅଭିନେତା ରାଜକୁମାରଙ୍କ ପୁଅ ଥିଲେ ଓ ପ୍ରଶଂସକଙ୍କ ମଧ୍ୟରେ ‘ଅପ୍ପୁ’ ନାମରେ ଲୋକପ୍ରିୟ ଥିଲେ।ବେଙ୍ଗାଲୁରୁ ବିକ୍ରମ ଚି-କି-ତ୍ସା-ଳ-ୟର ଡାକ୍ତର ରଙ୍ଗନାଥ ନାୟକ କହିଛନ୍ତି ଯେ, ଅଭିନେତା ପୁନିତ ରାଜକୁମାରଙ୍କୁ ସକାଳ ସାଢେ ୧୧ ତା ସମୟରେ ଛାତିରେ ଯ-ନ୍ତ୍ର-ଣା ଅନୁଭୂତ ହେବାରୁ ଡା-କ୍ତ-ର-ଖା-ନା ରେ ଭର୍ତ୍ତି କରାଯାଇଥିଲା। 

 

ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ-ଙ୍କ-ଟା-ପ-ନ୍ନ ଥିଲା। ଡା-କ୍ତ-ର-ଖା-ନା ଅଣାଯିବା ସମୟରେ ତାଙ୍କ ସ୍ଥିତି ଗମ୍ଭୀର ଥିଲା। ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଥିଲା। କିନ୍ତୁ ତାଙ୍କୁ ବ-ଞ୍ଚା-ଇ ହେଲାନାହିଁ।ପୁନିତ ରାଜକୁମାର ଶିଶୁ କଳାକାର ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ତାଙ୍କ ନାଁ କନ୍ନଡ଼ ଫିଲ୍ମ ଜଗତରେ ସବୁଠାରୁ ଅଧିକ ରୋଜଗାର କରୁଥିବା ଅଭିନେତାଙ୍କ ମଧ୍ୟରେ ସାମିଲ ଅଛି। ୧୯୮୬ ମସିହାରେ ସେ ଶିଶୁ କଳାକାର ଭାବେ ରାଷ୍ଟ୍ରୀୟ ପୁରସ୍କାର ପାଇଥିଲେ।କ୍ରିକେଟର ଭେଙ୍କଟେସ ଟ୍ୱିଟ କରି କହିଛନ୍ତି, ‘ପୁନିତ ରାଜକୁମାରଙ୍କ ପ-ର-ଲୋ-କ ହୋଇଛି। ତାଙ୍କ ପରିବାର, ବନ୍ଧୁ ସମ୍ପର୍କୀୟ ଓ ପ୍ରଶଂସକଙ୍କୁ ସମବେଦନା। ପ୍ରଶଂସକଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ ଏବଂ ତାଙ୍କ ପରିବାରକୁ ସହଯୋଗ କରନ୍ତି।’

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *