BREAKING NEWS : ପୁଣି ଆଖି ବୁଝିଲେ ଆଉ ଜଣେ OTV ସାମ୍ବାଦିକ ସତ୍ୟଜିତ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଆଖି ବୁଜିଲେ ଯୁବ ସାମ୍ବାଦିକ ସତ୍ୟଜିତ ମହାପାତ୍ର । ଏହା ପଛରେ କଣ ରହିଛି ଘଟଣା ଚାଲନ୍ତୁ ଜାଣିବା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କରୋନା ମହାମାରୀ ର କୋପ ରେ କେହି ଭି ବର୍ତ୍ତି ପାରୁ ନାହାଁନ୍ତି । ଏହା ସାରା ବିଶ୍ଵ କୁ ତା ମାୟା ଜାଲ ରେ ପକାଇବାରେ ଲାଗିଛି । ଏହି କରୋନା ମହାମାରୀ ପାଇଁ ଦୀର୍ଘ ଦୁଇ ବର୍ଷ ଧରି ଲୋକ ମାନେ ଏହି ମ-ହା-ମା-ରୀ ପାଇଁ ପ୍ର-ପୀ-ଡ଼ି-ତ ହୋଇ ଅଛନ୍ତି ।ଏହି ମ-ହା-ମା-ରୀ ନା ଧନୀ ନ ଗରିବ କିଛି ମାନୁ ନାହିଁ ଏହା କେବଳ ଗୋଟିଏ ପରେ ଗୋଟିଏ ଙ୍କୁ ଆ-କ୍ରା-ନ୍ତ କରିବାରେ ଲାଗିଛି । ସମସ୍ତଙ୍କ ମନରେ କେବଳ ଗୋଟିଏ ଚିନ୍ତା ଏହି ମ-ହା-ମା-ରୀ କବଳ ରୁ କେମିତି ବଞ୍ଚିବୁ ଏହି ମ-ହା-ମା-ରୀ ର ଚେନ ଟି କେବେ ଭାଙ୍ଗିବ । ଏହି ଆଶା ର ସ୍ବପ୍ନ ନେଇ ସରକାର କରିଥିବା ସମସ୍ତ ନିୟମ କୁ ଜନତା ଅନୁସରଣ କରି ଚାଲିଛନ୍ତି । କରୋନା ର ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବଢିବ ସହିତ ଜୀବନ ମଧ୍ୟ ଯାଉଛି । ତେଣୁ ସମସ୍ତଙ୍କ ମନ ରେ ଏହି ଚିନ୍ତା ରହିଛି । ଏହି ମ-ହା-ମା-ରି କୁ କୌଣସି ପ୍ରକାର ରେ ସ୍ତଗିତ ରଖିବା ପାଇଁ  ସରକାର ଲକ୍ ଡାଉନ୍ ,ସର୍ଟ ଡାଉନ୍ ଓ ସମସ୍ତ କାର୍ଯ୍ୟ ମାନଙ୍କରେ ମହର ଲଗେଇ ଦେଇଛନ୍ତି ।

 

ଏହି ମ-ହା-ମା-ରୀ ଯେ କେତେ ଜୀବନ ନେଇ ସାରିଲାଣି ତାହା କଳନା କରା ଯାଇ ପାରିବ ନାହିଁ । ସତରେ ଆଜ୍ଞା ଭଗବାନ ଏହି ମ-ହା-ମା-ରୀ କୁ କଣ ପୃଥିବୀ ପୃଷ୍ଟ ରୁ ସମସ୍ତ ଯୁବ ସମାଜ ଙ୍କୁ ନେଇଯିବା ପାଇଁ ଏହି ମ-ହା-ମା-ରୀ ଙ୍କୁ ପଠେଇଥିଲେ ବଧେ । ଏହି ସମୟରେ ବହୁତ୍ ଗୁଡ଼ିଏ ଲୋକ ଙ୍କ ର ଜୀବନ ଯାଇ ସାରିଲାଣି । ବେଶୀ କରି ଏ ନିକଟ ରେ ଜଣେ ଯୁବ ସାମ୍ବାଦିକ ଡିଟି ସମୟରେ ପାଣି ରେ ବୁଡି ଜୀବନ ଚାଲିଯାଇଥିବା ବେଳେ ଆଜି ସେମିତି ଏକ ଯୁବ ସାମ୍ବାଦିକ ଙ୍କ ର କୋରନା  ସମୟରେ ଆଖି ବୁଜିଦେଲେ । 

 

ଏହି ଯୁବ ସାମ୍ବାଦିକ ୪୪ ବର୍ଷ ରେ ମହାମାରୀ ପାଇଁ  ନିଜ ଜୀବନ ହରାଇଛନ୍ତି । ସତ୍ୟଜିତ ମହାପାତ୍ର କମନ୍ ଟାଇମ୍ସ ର ସାମ୍ବାଦିକ ରିଂରାଜି ସାମ୍ବାଦିକ ଥିଲେ ସେ । ସେ ଦୀର୍ଘ ଏକ ମାସ ହେବ ଚି-କି-ତ୍ସା-ଲ-ୟ ରେ ପଡ଼ି ଥିବା ପରେ ଆଜି ସେ ଚାଲି ଯାଇଛନ୍ତି । ସେ ତାଙ୍କ ପଢା ଉତ୍କଳ ବିଶ୍ୱ ବିଦ୍ୟାଳୟ ରେ ଶେଷ କରି ସ୍ନାତକୋତ୍ତର ଡିଗ୍ରୀ ପାଇଥିଲେ । ତଙ୍କ ଜନ୍ମ ସ୍ଥାନ ଥିଲା ବାରିପଦା । ତା ପରେ ପରେ ସେ ସମ୍ବିଦକ କୁ ନିଜର ପେଶା ରୂପରେ ଗ୍ରହଣ କରିଥିଲେ । କମନ୍ ଟାଇମ୍ସ ସମ୍ବାଦ ପତ୍ର ରେ  ସେ ସମ୍ପାଦକ ହିସାବ ରେ କାର୍ଯ୍ୟ କରୁଥିଲେ । ୯୨.୭ ବିଗ୍ ଏଫ୍ ଏଫ୍ ରେ ଓ ତରଙ୍ଗ ଚେନାଲ ସହିତ ସେ ଖୁବ୍ ପ୍ରସିଦ୍ଧ ଥିଲେ । ସେ ଓ ଟିଭି ରେ  ଦ ପଲିଟିକାଲ ସର୍କସ୍ ସେ କାର୍ଯ୍ୟ କରି ସାରିଥିଲେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *