ତାମିଲନାଡୁ Water Park ରେ ଘଟିଲା ଏହି ଅଘଟଣ । Video ଦେଖିଲେ କାନ୍ଦି ପକେଇବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଦେଖନ୍ତୁ ତାମିଲନାଡୁ ର ଏକ ୱାଟର ଫଲ୍ ନିକଟରେ ଘଟିଥିବା ଏକ ଛା-ତି-ଥ-ରା ଦୃଶ୍ୟ । ଯେଉଁଥିରେ ଖସି ଯାଇ ଭାସିଗଲେ ମା ଓ ଝିଅ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କା-ଳ କେବେ ଓ କେମିତି ଆସେ କେହି ଭି କହି ପାରିବେ ନାହିଁ । ପୃଥିବୀ ପୃଷ୍ଠରେ ଜନ୍ମ ଗ୍ରହଣ କରିଛ ମାନେ ଦିନେ ନା ଦିନେ ମ-ରି-ବ । ଜୀବନର ଏହି ନିରାଟ ସତ୍ୟରୁ ଆଜି ପର୍ଯ୍ୟନ୍ତ କେହି ବର୍ତ୍ତି ନାହିଁ କି ଆଗକୁ କେବେ ହେବ ନାହିଁ । ଇତିହାସରେ ଲେଖା ଅଛି ମନୁଷ୍ୟ ରୂପରେ ଜନ୍ମ ନେଇଥିବା ସ୍ଵୟଂ ଭଗବାନ ମଧ୍ୟ ଏହାକୁ ରୋକି ପାରି ନ ଥିଲେ । ଏହା ଅ-ସ-ମ୍ଭ-ବ । ପାଞ୍ଚ ବସ୍ତୁ ରେ ନିର୍ମିତ ଏହି ଶରୀର ମରି ଗଲେ ପଞ୍ଚ ମହାଭୂତ ରେ ଲୀନ ହୋଇ ଯାଇଥାଏ । କେବଳ ଶରୀର ମାଟିରେ ମିଶି ଯାଇଥାଏ, ହେଲେ ଆ-ତ୍ମା ଅମର । 

 

ଲୋକଙ୍କ ଭାଗ୍ୟ ଓ ମ-ର-ଣ ର କାରଣ ତଥା ସମୟ ଆଗରୁ ଲେଖା ହୋଇ ସାରିଥାଏ । ସେଥିପାଇଁ ତ କଥା ରେ ଅଛି ନା “ଦଇବ ଦଉଡ଼ି ମଣିଷ ଗାଇ, ଜେଣିକି ଓଟାରି ସେଣିକି ଯାଇ” । ତେବେ କେହି କେହି ବୃଦ୍ଧ ହୋଇ ମରି ଥାଆନ୍ତି ତ ଆଉ କେହି ଅ-ଭା-ବ-ନୀ-ୟ ଘଟଣା ରେ କିମ୍ବା ରୋ-ଗା-ଗ୍ର-ସ୍ଥ ହୋଇ । ଏସବୁ ହିଁ ଲୋକର କର୍ମ ଉପରେ ନିର୍ଭର କରିଥାଏ । କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ନିମିଷକ ମଧ୍ୟରେ କଣ ସବୁ ଘଟିଯିବ ସେ କଥା କହିବା କାହାରି ପକ୍ଷେ ଅସମ୍ଭବ । ତେବେ ମ-ର-ଣ ଏମିତି ମଧ୍ୟ ଆସେ ଏବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ ବିଷୟବସ୍ତୁ । 

 

ମୁହୁର୍ତକ ମଧ୍ୟରେ ଖୁସିର ମାହୋଲ୍ ବଦଳି ଗଲା ଦୁଃ-ଖରେ । ୱାଟରଫଲ୍ ରେ ହଠାତ୍ ବଢିଲା ଜଳ ସ୍ତର ଆଉ ତାହା ପରେ ଯାହା ଘଟିଲା ଦେଖିଲେ ଆପଣଙ୍କ ଛାତି ଥରି ଉଠିବ । ବେଳେ ବେଳେ ଭାଗ୍ୟ ଖ-ରା-ପ ଥିଲେ ମଜା ମଧ୍ୟ ସଜା ପାଲଟି ଯାଇଥାଏ । ଆଉ ଦେଖୁ ଦେଖୁ ଜୀବନ ପ୍ରତି ବି-ପ-ଦ ଘନେଇ ଆସେ । ମୁହୂର୍ତ୍ତକ ମଧ୍ୟରେ ବଦଳି ଯାଏ ଜୀବନର ଦୃଶ୍ୟ ଠିକ୍ ଏକ ନାଟକ ପରି । ଏମିତି ଏକ ଛାତି ଥରା ଲୋ-ମ ଟା-ଙ୍କୁ-ରା ଭିଡ଼ିଓ ସୋ-ସି-ଆ-ଲ ମି-ଡ଼ି-ଆରେ ଏବେ ଭା-ଇ-ରା-ଲ୍ ହେବାରେ ଲାଗିଛି । ଉପସ୍ଥିତ ଥିବା ଜଣେ ପ୍ରତ୍ୟେକ୍ଷଦର୍ଶୀ ଏହାକୁ ରେକଡିଂ କରି ଭା-ଇ-ରା-ଲ କରିଛନ୍ତି । ତେବେ ଘଟଣାଟି ଘଟିଛି ତାମିଲନାଡୁ ର ସାଲେମ ଜିଲ୍ଲାରେ । ସେଠାରେ ଥିବା ଅନାଇଭରି ୱାଟରଫଲ୍ ର ମଜା ନେବାକୁ ଆସିଥିଲେ ଅନେକ ପର୍ଯ୍ୟଟକ । 

 

ହେଲେ ଅଚାନକ ଏମିତି ଘଟିବ ବୋଲି କେହି ଭାବି ନଥିଲେ । ହଁସଖୁସି ଉପରେ ଯେପରି ମାଡ଼ି ଆସିଲା ଅ-ଘ-ଟ-ଣର କଡ଼ା ବାଦଲ । ଉପରମୁଣ୍ଡରେ ବର୍ଷା ଯୋଗୁଁ ୱାଟରଫଲ୍ ରେ ଜଳସ୍ତର ହଠାତ୍ ବଢ଼ିବାକୁ ଲାଗିଲା । ଏବଂ ସ୍ଥିତି ଏତେ ଗମ୍ଭୀର ହୋଇଗଲା ଯେ ଜଣେ ମହିଳା ତାଙ୍କ କୁନି ଛୁଆଟିକୁ ଧରି ବୁଲୁଥିବା ବେଳେ ପ୍ରବଳ ଜଳସ୍ରୋତ ଓ ପଥର ରେ ଫ-ସି ରହିଗଲେ । ଜଳ ପ୍ରବାହର ବେଗ ଏତେ ପ୍ର-ବ-ଳ ଥିଲା ଯେ ଦେଖିଲେ ଲାଗୁଥିଲା କିଛି ମଧ୍ୟ ଘଟିଯାଇପାରେ । ସମୟ ଗଡ଼ିବା ସହ ଭ-ୟ ଓ ବି-ପ-ଦ ବଢୁଥିଲା । ଠିକ୍ ସେହି ସମୟରେ ମାନବିକତା ଓ ସା-ହ-ସ ଦେଖାଇ ମାଆ ଓ ଛୁଆକୁ ବ-ଞ୍ଚା-ଇ-ବା-କୁ ଆସିଗଲେ ସୁରକ୍ଷାକର୍ମୀ । ତେଣୁ କୁହାଯାଇଥାଏ ନା “ଯାହାକୁ ରଖିବେ ଅନନ୍ତ କି କରିପାରେ ବ-ଳ-ବ-ନ୍ତ” ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *