ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମାସକୁ ନିଜର ୟୁଟ୍ୟୁବ୍ ଆକାଉଣ୍ଟ୍ ରୁ ଏତେ ଟଙ୍କା ରୋଜଗାର କରୁଛନ୍ତି ଓଡିଶାର ଲୋକପ୍ରିୟ ଯୋଡି ପିଣ୍ଟୁ ଓ ରୂପା, ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆପଣମାନେ ବି ନିଶ୍ଚିତ ଭାବେ ଜାଣିଥିବେ କି ଏହି ଅନ୍ଲାଇନ୍ ସାଧାରଣ ଲୋକ ମାନଙ୍କ ପାଇଁ ରୋଜଗାରର ପନ୍ଥା ମଧ୍ୟ ପାଲଟିଛି। ଏହି ସୋ-ସି-ଆ-ଲ୍ ସା-ଇ-ଟ୍ ରୁ ଲୋକମାନେ ପ୍ରତ୍ୟେକ ଦିନ ହଜାର ହଜାର ତଥା ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ରୋଜଗାର କରି ଦେଉଛନ୍ତି। ଆଜିକାଲି ତ ଅନେକ ସାଧାରଣ ଲୋକମାନେ ୟୁଟ୍ୟୁବ୍ ରେ ଅନେକ ପ୍ରକାରର ଭିଡିଓ କରି ଲୋକମାନଙ୍କ ପାଖରେ ପରିଚିତ ହେବା ସହ ଅନେକ ଟଙ୍କା ରୋଜଗାର ମଧ୍ୟ କରୁଛନ୍ତି।
ତେବେ ଆପଣମାନେ ଆମ ଓଡିଶାର ରୂପା ଓ ଖୁସିଙ୍କୁ ବି ନିଶ୍ଚିତ ଭାବେ ଜାଣିଥିବେ, କାହିଁକି ନା ଏହି ଯୋଡିଙ୍କୁ ଓଡିଶାର ଘରେ ଘରେ ଲୋକମାନେ ବହୁତ ପସନ୍ଦ କରିବା ସହ ଅନେକ ଭଲପାଇବା ମଧ୍ୟ ଦିଅନ୍ତି। ହେଲେ ଆପଣାମାନେ କଣ କେବେ ଭାବିଛନ୍ତି କି ଏହି ଯୋଡି ୟୁଟ୍ୟୁବ୍ ରେ ଭିଡିଓ କରି ମାସକୁ କେତେ ଟଙ୍କା ରୋଜଗାର କରୁଥିବେ, ଆମେ ମାନେ ଆଜି ଆପଣମାନଙ୍କୁ ତାଙ୍କ ସମ୍ପର୍କରେ ଅନେକ ତଥ୍ୟ ଦେବୁ।
ଏହି ଯୋଡିଟି ଆମ ଓଡିଶାରେ ତ ବେସ୍ ଫେମସ୍ ହୋଇ ପାରିଛନ୍ତି ଏହା ସହ ସାରା ଦେଶରେ ସେମାନେ ୧୦ ହଜାର ୨୨୧ ତମ ସ୍ଥାନରେ ଅଛନ୍ତି। ତେବେ ତାଙ୍କ ୟୁଟ୍ୟୁବ୍ ଆକାଉଣ୍ଟ୍ ରେ ମାସକୁ ୪ ହଜାର ୭ସହ ରୁ ୭୫ ହଜାର ଆମେରିକୀୟ ଡଲାର ରେ ରହୁଛି ଓ ବାର୍ଷିକ ଇନିକମ ୬ ହଜାର ରୁ ନେଇ 9 ହଜାର ପର୍ଯ୍ୟନ୍ତ ଆମେରିକୀୟ ଡଲାର ପାଉଛନ୍ତି।
ବର୍ତ୍ତମାନ ସମୟ ରେ ୧ ଡଲାର ର ମୂଲ୍ୟ ଆମ ଭାରତ ର ମୁଦ୍ରା ତୁଳନା ରେ 71 ଟଙ୍କା , ତେବେ ତାଙ୍କ ୟୁଟ୍ଯୂବ ଚ୍ୟାନେଲ ରେ ଇନିକମ କଥା କହିଲେ ୫ ହଜାର ଟଙ୍କା ରହୁଛି । ତେବେ ଯଦି ଆମେ ତାଙ୍କର ଦିନ କୁ ୟୁଟ୍ଯୂବ ଇନିକମ ୨୦୦ ଡଲାର ନେବା ତାହେଲେ ତାହେଲେ ଭାରତୀୟ ମୁଦ୍ରା ରେ ୧୨ ହଜାର ଟଙ୍କା ହେଉଛି ଓ ତାଙ୍କ ବାର୍ଷିକ ୨୦ ଲକ୍ଷ ରୁ ୩୫ ଲକ୍ଷ ଟଙ୍କା ହେଉଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।