Ruturaj Gaikwad ଙ୍କୁ ଅଧିନାୟକ ପଦ । ଧୋନି କହିଲେ ଏମିତି Ruturaj ଙ୍କୁ ନେଇ…

 

ଚଳିତ ବର୍ଷ ହୋଇଥିବା ଆଇପିଏଲ ୨୦୨୧ ରେ ଋତୁରାଜ ଗାୟକବାଡ଼ ଏକ ଟିମ୍ ପାଇଁ ଏକ  ସଫଳ ବ୍ୟା-ଟ୍ସ-ମ୍ୟା-ନ ଭାବରେ କାମ କରିଥିଲେ , ଯେ କି ଏହି ଆଇପିଏଲ ରେ ମଧ୍ୟ ସବୁଠୁ ଅଧିକ ରନ ସଂଗ୍ରହ କରିଥିଲେ । ଋତୁରାଜ ଏହି ଆଇପିଏଲ ସିଜନରେ ସବୁଠୁ ଅଧିକ ରନ କରିଥିଲେ ଓ ଅରେଞ୍ଜ କ୍ୟାପ ନିଜ ନାମରେ କରିଥିଲେ। ଚଳିତ ବର୍ଷ ଆଇପିଏଲ ରେ ୧୬ ଟି ମ୍ୟାଚ ରେ ୧୩୬.୨୬ ର ଷ୍ଟ୍ରା-ଇ-କ ରେଟରେ ସମୁଦାୟ ୬୩୫ ରନ କରିଥିଲେ ।ସେଥିରେ ତାଙ୍କର ୪ ଟି ଅର୍ଦ୍ଧଶତକ ଓ ଗୋଟେ ସତକ ମଧ୍ୟ ସାମିଲ ଅଛି ।

 

ତାଙ୍କର ଏପରି ପ୍ରଦର୍ଶନ ପାଇଁ ଚେନ୍ନାଇ ସୁପର କିଙ୍ଗସକୁ ଚତୁର୍ଥ ଥର ଚାମ୍ପିୟାନ ହେବାରେ ସଫଳ ହୋଇ ପାରିଲା । ତାଙ୍କର ଏହି ସୁନ୍ଦର ପ୍ରଦର୍ଶନ ପାଇଁ ବର୍ତ୍ତମାନ ତାଙ୍କୁ ନିଜ ରାଜ୍ୟସ୍ତରୀୟ ଟିମର ଅଧିନାୟକତ୍ୱ କରିବାର ମୌକା ମିଳିଛି ଓ ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ମହାରାଷ୍ଟ୍ର ଟିମର ଅଧିନାୟକତ୍ୱ କରିବାର ସୁଯୋଗ ମିଳିଛି ।ବର୍ତ୍ତମାନ ତାଙ୍କର ସେହି ଚ-ମ-ତ୍କା-ର ପ୍ରଦର୍ଶନ ପାଇଁ ତାଙ୍କୁ ପୁରସ୍କାର ମିଳୁଛି । 

 

ବର୍ତ୍ତମାନ ସମୟ ରେ ହେବାକୁ ଯାଉଥିବା ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫି ରେ ଋତୁରାଜଙ୍କୁ ମହାରାଷ୍ଟ୍ରର ଟିମ ପକ୍ଷରୁ ଅଧିନାୟକତ୍ୱ କରିବାକୁ ସୁଯୋଗ ମିଳିଛି ଏବଂ ସେହି ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫି ନଭେମ୍ବର ୪ ରୁ ଆ-ର-ମ୍ଭ ହେବାକୁ ଯାଉଛି।ଏହା ଛଡ଼ା ଟିମ୍ ର ଉପଅଧିନାୟକ ରହିବେ ନୈସାତ ସେକ । ଏହା ସହିତ କେଦାର ଯାଦବଙ୍କୁ ମଧ୍ୟ ଟିମରେ ସାମିଲ କରାଯାଇଛି।କେକେଆର ଟିମ୍ ପଟୁ ଖେଳୁଥିବା ରାହୁଲ ତ୍ରିପାଠୀ ବର୍ତ୍ତମାନ ପୁରା ଠିକ ହୋଇ ପାରିନାହାନ୍ତି ସେଥିପାଇଁ ତାଙ୍କୁ ଦଳରେ ସାମିଲ କରାଯାଇ ନାହିଁ।

 

ଏହା ଆଶା କରାଯାଉଛି ଯେ ଋତୁରାଜ ମହାରାଷ୍ଟ୍ର ଟିମ୍ ର ଏକ ସୁନ୍ଦର ଅଧିନାୟକ ର କାର୍ଯ୍ୟ କରିବେ ଏବଂ ନିଜର ଟିମ୍ କୁ ବିଜୟ ଲକ୍ଷ୍ୟ କୁ ପହଞ୍ଚାଇବା ପାଇଁ ସାହାଯ୍ୟ କରିବେ । ଯଦି ସେ ଏହି ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଆଇପିଏଲ ଭଳି ବ୍ୟା-ଟି-ଙ୍ଗ ର ପ୍ରଦର୍ଶନ କରିବେ ତାହେଲେ ଆଗାମୀ ସମୟରେ ସେ ଟିମ ଇଣ୍ଡିଆର ଜଣେ ଭଲ ଖେଳାଳି ହୋଇପାରିବେ । ଆଗାମୀ ସମୟରେ ସେ ଟିମ ଇଣ୍ଡିଆର ଜଣେ ମୁଖ୍ୟ ସଦସ୍ୟ ହୋଇପାରିବେ। 

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

 

Leave a Reply

Your email address will not be published. Required fields are marked *