ପୁନିଥ ରାଜକୁମାର ଙ୍କ ମ-ରି-ବା ଭିଡିଓ ଭା-ଇ-ରା-ଲ୍ ହେବାରେ ଲାଗିଛି । କଣ ରହିଛି ସେହି ଭିଡିଓ ଚାଲନ୍ତୁ ଜାଣିବା …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁନିଥ ରାଜକୁମାର ଙ୍କ ମ-ରି-ବା ଭିଡିଓ ଭା-ଇ-ରା-ଲ୍ ହେବାରେ ଲାଗିଛି । କଣ ରହିଛି ସେହି ଭିଡିଓ ଚାଲନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆମେ ସମସ୍ତେ ସିରିଏଲ୍ ଓ ଫିଲ୍ମ ଦେଖିବା ପାଇଁ ବହୁତ୍ ଭଲ ପାଉ।ହେଲେ କିଛି କିଛି ଜଣ ଓଡ଼ିଆ ଫିଲ୍ମ ହେଉ ତ ଆଉ କିଛି କିଛି ଜଣ ହିନ୍ଦୀ ଫିଲ୍ମ ଦେଖିବା ପାଇଁ ଭଲ ପାଆନ୍ତି । ଆହୁରି ମଧ୍ୟ ଅନ୍ୟ କିଛି କିଛି ଲୋକ ଆଉ ଅଲଗା କିଛି ଦେଖିବାକୁ ପସନ୍ଦ କରନ୍ତି । ସେହି ଭଳି ଭାବରେ କନ୍ନଡ଼ ଫିଲ୍ମ ଓ ସିରିଆଲ୍ ର ଚାହିଦା ଏବେ ମଧ୍ୟ ବହୁତ୍ ରହିଛି । ଶହେ ରୁ ଶତକଡା ଲୋକ କନ୍ନଡ ଫିଲ୍ମ ଦେଖିବା କୁ ପସନ୍ଦ କରୁଛନ୍ତି । ଖାଲି ଏତିକି ନୁହେଁ ଲୋକେ ମଧ୍ୟ ଫିଲ୍ମ ଗୁଡ଼ିକୁ ଯେତିକି ଭଲ ପାଇବା ଦେଉଛନ୍ତି ତାଠୁ ଭି ଅଧିକ ସେହି ଫିଲ୍ମ ରେ କାମ କରୁଥିବା ହିରୋ ଆଉ ହିରୋଇନ୍ ମାନଙ୍କୁ ଭଲ ପାଉଛନ୍ତି। 

 

ସମସ୍ତେ ମଧ୍ୟ ନଜର ରେ ରଖୁଛନ୍ତି କେତେବେଳେ କେଉଁ ହିରୋ ଅବା ହିରୋଇନ୍ କେମିତି ସଜ ହଉଛନ୍ତି କେମିତି ପୋଷାକ ପିନ୍ଧୁଛନ୍ତି । କେମିତି ଚାଲିଛନ୍ତି କେମିତି ଅଭିନୟ କରୁଛନ୍ତି କେମିତି ଖାଉଛନ୍ତି କେମିତି ବସୁଛନ୍ତି ଏମିତି ବହୁତ୍ କିଛି । ବେଳେ ମଧ୍ୟ ଏମିତି କିଛି ସୁଟିଂ ସେଟ୍ ର କିଛି ଭିଡିଓ ଆସିଥାଏ ଯାହା ଦର୍ଶକ ମାନଙ୍କୁ ଟିକେ ଆଶ୍ଚର୍ଯ୍ୟ କରିଦେଇଥାଏ । ଆଉ କିଛି ସମୟରେ ମଧ୍ୟ ଆମେ ହିରୋଇନ୍ ଆଉ ହିରୋ ଙ୍କୁ ନେଇ ଏମିତି କିଛି ଫଟୋ ଅବା ଭିଡିଓ ଆସିଥାଏ ଯାହା ପାଇଁ ଦର୍ଶକ ମାନେ କିଛି ସମୟ ଯାଏଁ ଭାବିବାକୁ ରହି ଯାଇଥାନ୍ତି ।

 

ହେଲେ ଏହି ସାଧାରଣ ମଣିଷ ଭି ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଅଭିନୟ ରେ ଭାବ ବିହ୍ୱଳ ହୋଇ ତାଙ୍କୁ ଖୁବ୍ ପସନ୍ଦ କରିବାର ଲଗୁଥାନ୍ତି । ତାଙ୍କ ହସ ରେ ହସି ଥାଆନ୍ତି । ତାଙ୍କ କା-ନ୍ଦ ରେ କାନ୍ଦି ଥାଆନ୍ତି । ହେଲେ ବେଳେ ବେଳେ ଏହି ଅଭିନୟ ଜଗତରେ ଶୋ-କ ର ଛାୟା ଖେଳି ଯାଇଥାଏ । ଆମ ସମସ୍ତଙ୍କ ପାଇଁ ଏକ ଦୁଃ-ଖ ର ଖବର ଆସିଛି ଆମକୁ ଛାଡ଼ି ଚାଲିଯାଇଛନ୍ତି ସାଉଥ୍ ଫିଲ୍ମ ଜଗତର ପାୱାର ଷ୍ଟାର୍ ପୁନିଥ ରାଜକୁମାର ଙ୍କ ର ପ-ର-ଲୋ-କ ହୋଇଯାଇଛି । ତାଙ୍କ ବି-ୟୋ-ଗ ରେ ତାଙ୍କ ଫ୍ୟାନ ମାନେ ଖୁବ୍ ଦୁଃ-ଖ ପ୍ରକାଶ କରିଛନ୍ତି । ମାତ୍ର ୪୧ ବୟସରେ ୫୦ ରୁ ଅଧିକ ଫିଲ୍ମ କରି ସେ ଖୁବ୍ ପ୍ରସିଦ୍ଧ ଲାଭ କରିଛନ୍ତି । 

 

ସତରେ ଆଜ୍ଞା ଭଗବାନ ଭଲ ଲୋକ ଙ୍କୁ ବେଶୀ ଦିନ ଦୁନିଆରେ ରଖି ନଥାନ୍ତି । ପୂନିଥ ରାଜକୁମାର ଏକାଧାର ରେ ଜଣେ ପ୍ରସିଦ୍ଧ ଅଭିନେତା ସହିତ , ଜଣେ ବିରାଟ ସଙ୍ଗୀତଜ୍ଞ ଓ ତା ସହିତ ସେ ଜଣେ ନିର୍ଦ୍ଦେଶକ ହିସାବ ରେ କାର୍ଯ୍ୟ କରୁଥିଲେ । ସେ ଯିମ ରେ ୱାର୍କ ଆଉଟ୍ କରୁଥିବା ସମୟରେ ହଠାତ୍ ହୃ-ଦ-ଘା-ତରେ ସ୍ବୀକାର ହୋଇଥିଲେ ଓ ପରେ ପ-ର-ଲୋ-କ ହୋଇଥିଲେ । ତାଙ୍କ ବି-ୟୋ-ଗ ରେ ତାଙ୍କର ଗୋଟିଏ ଭିଡିଓ ସୋ-ସି-ଆ-ଲ ମି-ଡ଼ି-ଆ ରେ ଖୁବ୍ ଭା-ଇ-ରା-ଲ ହେବାରେ ଲାଗିଛି ଯେଉଁଥିରେ ସେ ବକ୍ସିଂ କରୁଥିବାର ନଜର ଆସିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *