ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଧରା ପଡ଼ିଲା ବାପା ଙ୍କ ପ୍ରେମ କାହାଣୀ, ଦୁଇ ଝିଅଙ୍କ ହାତରୁ ମା-ଡ଼ ଖାଇଲେ ବାପାଙ୍କ ପ୍ରେମିକା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବାପା ଯିଏକି ଆମକୁ ଏଇ ସୁନ୍ଦର ଦୁନିଆ ଦେଖାନ୍ତି। ଆଉ ହଁ ତା ସହିତ ଆମକୁ ଉତିଚ ଶିକ୍ଷା ଓ ସଂସ୍କାର ମଧ୍ୟ ଦେଇଥାନ୍ତି, କିନ୍ତୁ ଆଜି ସେହି ସୁନ୍ଦର ଦୁନିଆର ଜଣେ ଉତିଚ ସଂସ୍କାର ଦେଇଥିବା ବାପାଙ୍କ ପ-ର-କୀ-ୟା ପ୍ରୀ-ତି ଧରା ପଡ଼ିଛି ତାଙ୍କ ଦୁଇ ଝିଅଙ୍କ ହାତରେ।ଏଇ ଭଳି ଏକ ଲ-ଜ୍ୟା-ହି-ନ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନ ଭିଲଭାଡ଼ା ଜିଲ୍ଲାର ଜାହାଜପୁର ସ୍ଥାନରେ। ଦୁନିଆବି ବଡ ବିଚିତ୍ର। ଯେତେବେଳେ ସନ୍ତାନ କିଛି ଭୁ-ଲ କରେ ସେତେବେଳେ ତାର ଗୁରୁଜନ ତାକୁ ଖ-ରା-ପ ଦିଗରୁ ଭଲ ଦିଗକୁ ଆଣନ୍ତି କିନ୍ତୁ ଯେତେବେଳେ ତାର ଗୁରୁଜନ ଭୁ-ଲ କରିବା ଆରମ୍ଭ କରିବେ , ସନ୍ତାନ କଣ ଶିଖିବେ।
ଏଇଭଳି ଏକ ବଡ଼ ଭୁ-ଲ ଉଦାହରଣ ସାଜିଛନ୍ତି ଦୁଇ ଝିଅଙ୍କ ବାପା। କାରରେ ବାପା ତାଙ୍କ ତଥାଗତିତ ପ୍ରେମିକାଙ୍କ ସହିତ ବୁଲିବାର ଦେଖିଥିଲେ ତାଙ୍କ ଦୁଇ ଝିଅ। ଏହା ଦେଖି ଦୁଇ ଝିଅ ବାପାଙ୍କ କାରକୁ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ବି-ବେ-କ-ଶୁ-ନ୍ୟ ବାପା ଜଣଙ୍କ ଗାଡ଼ିକୁ ଅଟକାଇ ନଥିଲେ। ଘରେ ମାସ ମାସ ଧରି ସ-ମ-ସ୍ୟା ସହିତ ମ-ନ-ମା-ଳି-ନ୍ୟ ଚାଲି ରହିଥିବା ବେଳେ ଏହି ସବୁ ଦୃଶ୍ୟ ଦୁଇ ଝିଅ ନିଜ ଆଖିରେ ବାପାଙ୍କୁ ଅନ୍ୟ ଏକ ମହିଳାଙ୍କ ସହିତ ଦେଖିବା ପରେ ର-କ୍ତ ଗରମ ହୋଇଯାଇଥିଲା।
ଦୁଇ ଝିଅଙ୍କ ଚି-ତ୍କା-ର ଶୁଣି ସ୍ତାନୀୟ ଲୋକ ମାନେ ଧାଇଁ ଆସି ଦୁଇ ଝିଅଙ୍କୁ କାର ଅଟକାଇ ବାରେ ସାହାଯ୍ୟ କରିଥିଲେ। ମହିଳାଙ୍କୁ କାରରୁ ବାହାର କରି ଦୁଇ ଝିଅ ରାଜରାସ୍ତାରେ ଗାଲରେ ଚା-ପୁ-ଡ଼ା ସହିତ ଜୋରରେ ନି-ସ୍ତୁ-କ ମାଡ଼ ମଧ୍ୟ ଦେଇଥିଲେ। ସ୍ଥାନୀୟ ଲୋକ ମାନେ ପରିସ୍ଥିତି କୁ ବୁଝାସୁଝା କରି ଟିକେ ଶାନ୍ତ କରାଇଥିଲେ। ମହିଳା ଜଣଙ୍କ ଘଟଣା ସ୍ଥଳରୁ ଧାଇଁ କି ପଳାଇ ଯାଇ ଥିଲେ।
ଦର୍ଶକ ବନ୍ଧୁ ଆଜିକାଲିର ଯୁବପିଢ଼ି ଖାଲି ନୁହଁନ୍ତି ବୟସ୍କ ଲୋକ ମାନେବି ପ-ର-କୀ-ୟା ପ୍ରୀ-ତିରେ ଏତେ ଲିପ୍ତ ହୋଇଯାଇ ଛନ୍ତି ଯେ ନିଜର ପରିବାର ଏବଂ ସନ୍ତାନଙ୍କ କଥାବି ଭୁଲି ଯାଉଛନ୍ତି। ପ-ର-କୀ-ୟା ପ୍ରୀ-ତି କେତେଯେ ସୁଖର ସଂସାରକୁ ଭା-ଙ୍ଗି ଦେଉଛି ଏହା ଥିଲା ଏକ ସତ ଉଦାହରଣ। ତେଣୁ ସ-ଜା-ଗ ରୁହନ୍ତୁ ଏବଂ ସଦା ସର୍ବଦା ଭଲ କର୍ମ ସହିତ ଭଲ ଚିନ୍ତା ଧାରାର ସହିତ ନିଜର ଜୀବନକୁ ଜାପନ କରନ୍ତୁ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।