ଯୁବତୀ ଟୋକାମାନଙ୍କୁ ଏମିତି କହିଦେଲେ । ସୋସିଆଲ ମିଡ଼ିଆ ରେ ହେଲା ଚର୍ଚ୍ଚା ।Watch Video….

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମହିଳା କହିଲେ ବିଦେଶ ରେ କାଟୁଥିବା ପୁରୁଷ ଙ୍କ ଜୀବନ ବିଷୟରେ । ଭା-ଇ-ରା-ଲ ହେଲା ସୋ-ସି-ଆ-ଲ ମି-ଡ଼ି-ଆରେ ଏହି ଭିଡ଼ିଓ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସମାଜରେ ନାରୀ ଓ ପୁରୁଷ ଏକ ମୁଦ୍ରା ର ଦୁଇଟି ପାର୍ଶ୍ବ । ସୁସ୍ଥ ସମାଜ ଗଠନ ରେ ନାରୀ ର ଭୂମିକା ଗୁରୁତବପୂର୍ଣ୍ଣ ।  ବୈଦିକ ଯୁଗରେ ବା ପୁରାଣ ରେ ନାରୀ ଥିଲା ଐଶ୍ଚର୍ଯ୍ୟ , ଶକ୍ତି ଓ ସମ୍ମାନ ର ପ୍ରତୀକ। ନାରୀ ମାନେ ପ୍ରସନ୍ନ ହେଲେ ଦେବତା ମାନେ ପ୍ରସନ୍ନ ହୋଇ ଥାନ୍ତି ବୋଲି ଏକ ଧାରଣା ସୃଷ୍ଟି ହୋଇ ଥିଲା । ମାତ୍ର ଆଧୁନିକ ଯୁଗ ରେ ନାରୀ ର ରୂପରେଖ ଧୀରେ ଧୀରେ  ବଦଳି ଯାଉଛି । ସମାଜ ରେ ନାରୀ ର ଉପଯୁକ୍ତ ମୂଲ୍ୟ ଓ ସମ୍ମାନ କରା ଯାଇ ପାରୁ ନାହିଁ।ନାରୀ ମାନେ ସବୁବେଳେ ଅ-ବ-ହେ-ଳି-ତ । 

 

ଆଜି ର ସମାଜ ରେ ମଧ୍ୟ ନାରୀ ମାନଙ୍କୁ ଅ-ବ-ହେ-ଳି-ତ ଓ ଅ-ସୁ-ର-କ୍ଷି-ତ ବୋଲି  ମନେ କରା ଯାଉଛି । ଯେତେବେଳେ କି ନାରୀ ମାନେ ବର୍ତ୍ତମାନ ଯୁଗ ରେ ପୁରୁଷ ମାନଙ୍କ ଠୁ ବହୁତ୍ ଆଗରେ । ଆଜି ବି ନାରୀ ମାନେ ନି-ର୍ଯା-ତ-ନା ସହୁଚନ୍ତି । ନାରୀ ମାନଙ୍କ ପ୍ରତି ଅ-ତ୍ୟା-ଚା-ର ଆଜି ବି କମି ନାହି ଦେଶ ରେ । ସୁରକ୍ଷିତ ଅବସ୍ଥା ରେ ନାରୀ ମାନେ ରହି ପରୁନନ୍ତି । ଧୀରେ ଧୀରେ ମଣିଷ ହରାଉଛି ମାନବିକତା ।ମାତ୍ର ଅଳ୍ପ କିଛି କ-ଳୁ-ଷି-ତ କରୁଥିବା ପୁରୁଷ ଓ ନାରୀ ମାନଙ୍କ ପାଇଁ ପୁରା ନାରୀ ଓ ପୁରୁଷ ଜାତି ଙ୍କୁ ନି-ନ୍ଦା କରିବା ଉଚିତ ନୁହେଁ । ସମାଜ ରେ ଅନେକ ପୁରୁଷ ଓ ନାରୀ ଅଛନ୍ତି ଯେଉଁ ମାନେ ଉଭୟ ଙ୍କୁ ସମ୍ମାନ ଦେଇଥାନ୍ତି । 

 

ଜଣେ ପୁରୁଷ ଘର ର ମେରୁଦଣ୍ଡ ହୋଇ ଥାଏ । ଠିକ୍ ସେହିପରି ନାରୀ ଘର ର ଏକ ଅଂଶ ହୋଇ ଥାଏ  । ଅନେକ ବା-ଧା ବି-ଘ୍ନ ଝଡ଼ ଝଞ୍ଜା ଦେଇ ନିଜ ଜୀବନ କୁ ଅତିବାହିତ କରିଥାଏ । ସମସ୍ତେ ପୁରୁଷ ଙ୍କ ଜୀବନ କୁ ସହଜ ଭାବିଥାନ୍ତି । ମାତ୍ର ସହଜ ନ ଥାଏ । ପୁରୁଷ ଙ୍କ ସପକ୍ଷ ରେ କହୁଥିବା ଲୋକ ବହୁତ୍ କମ ଥାନ୍ତି । ସୋ-ସି-ଆ-ଲ ମି-ଡି-ଆରେ ଏଭଳି ଏକ ଭିଡ଼ିଓ ଦେଖିବାକୁ ମିଳିଛି ଯାହା ଆପଣଙ୍କୁ ଆ-ଶ୍ଚ-ର୍ଯ୍ୟ କରାଇବ । ଜଣେ ଯୁବତୀ କହିଛନ୍ତି ଜେ ଯେଉଁମାନେ ବିଦେଶ ରେ ଯାଇ କାମ କରିବା ସହଜ ଭାବିଥନ୍ତି ସେମାନେ ଭୁ-ଲ୍ ଭାବିଥାନ୍ତି । 

 

ବିଦେଶ ରେ ଯାଇ ୧୫ ଜଣ ଙ୍କ ସହିତ ମିଶି ରହିବା ନିଜର ସବୁ କାମ ଯେପରି ରାନ୍ଧିବା ବାସନ ମାଜିବା ବିଛଣା ତିଆରି କରିବା ସବୁ କାମ ସାରି ଅଫିସ୍ କୁ ଯାଇ ପୁଣି କାମ କରିବା ଓ ଏହା ପରେ ଘରକୁ ଆସିବା ପରେ ନିଜର ଲୋକ ମାନଙ୍କ ଠାରୁ ଦୂର ରେ ରହିବା ସହଜ ହୋଇ ନ ଥାଏ । ଦିନ ସାରା ର ବ୍ୟସ୍ତ ଭିତରେ ରାତି ରେ କେହି ପାଖରେ ନ ଥିବେ ଯାହାକୁ ମନ ଖୋଲି ନିଜ ମନ କଥା କହି ହେବେ କେତେ କ-ଷ୍ଟ ହୋଇ ଥାଏ କେବଳ ସେ ହି ଜାଣି ଥାଏ । ଅନ୍ୟ ମାନେ ଘରେ ରହି କହିଥାନ୍ତି ଯେ ବାହାରେ ଯାଇ ଏସ କରୁଛି ପଇସା ଗଣୁଛି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *