ହାର୍ଦ୍ଧିକ ପାଣ୍ଡ୍ୟା ଙ୍କୁ ବଞ୍ଚେଇଲେ Ms Dhoni । ଜାଣନ୍ତୁ କଣ ହେଲା ପୁରା ବିଷୟ…

 

ଟି -୨୦ ବିଶ୍ୱକପ କୁ ନେଇ ହାର୍ଦ୍ଧିକ ପାଣ୍ଡ୍ୟା ଙ୍କୁ ସାମିଲ କରିବା କୁ ନେଇ ପ୍ରଥମ ରୁ ପ୍ରଶ୍ନ ଉଠାଇଛନ୍ତି ଅନେକ କ୍ରିକେଟ ପ୍ରେମୀ । ବର୍ତ୍ତମାନ ସମୟ ରେ ହାର୍ଦ୍ଧିକ ପାଣ୍ଡ୍ୟା ସେହିଭଳି ଭାବରେ ଆଶା ଅନୁରୂପ ବ୍ୟା-ଟିଂ ର ପ୍ରଦର୍ଶନ କରୁ ନଥିବା ବେଳେ ସେ ବୋ-ଲିଂ ମଧ୍ୟ କରୁ ନାହାନ୍ତି । ତେବେ ତାଙ୍କୁ ପ୍ଲେଇଂଙ୍ଗ ୧୧ ରେ ସାମିଲ କରିବା କୁ ନେଇ ଟିମ୍ ମ୍ୟାନେଜମେଣ୍ଟ କୁ ପ୍ରଶ୍ନ କରୁଛନ୍ତି ଅନେକ କ୍ରିକେଟ ପ୍ରେମୀ। 

 

ଏ ସବୁ ଭିତରେ ବର୍ତ୍ତମାନ ସମୟ ରେ ଏକ ନୂଆ ଖବର ସା-ମ୍ନା କୁ ଆସିଛି । ହାର୍ଦ୍ଧିକ ପାଣ୍ଡ୍ୟା ଙ୍କ ପ୍ରଦର୍ଶନ କୁ ନେଇ ଟିମ୍ ମ୍ୟାନେଜମେଣ୍ଟ ଏତେ ଖୁସି ନଥିବା ବେଳେ ତାଙ୍କୁ ଟିମ୍ ରେ ସ୍ଥାନ ନ ଦେବାକୁ ବି-ସି-ସି-ଆଇ ଚିନ୍ତା ମଧ୍ୟ କରୁଥିଲା କିନ୍ତୁ ଟିମ୍ ମେଣ୍ଟର ମହେନ୍ଦ୍ର ସିଂହ ଧୋନି ଙ୍କ ପଦେ କଥା ପାଇଁ ହାର୍ଦ୍ଧିକ ପାଣ୍ଡ୍ୟା ଙ୍କୁ ଟିମ୍ ରେ ସାମିଲ କରା ଯାଇଥିଲା ।

 

ଗତ କିଛି ଦିନ ହେବ କ୍ରିକେଟ ରେ ହାର୍ଦ୍ଧିକ ପାଣ୍ଡ୍ୟା ଙ୍କ ପ୍ରଦର୍ଶନ ଖରାପ ରହିଛି । ଖାସ୍ କରି ଆଇ-ପି-ଏଲ ରେ ହାର୍ଦ୍ଧିକ ପାଣ୍ଡ୍ୟା ଙ୍କ ବ୍ୟାଟ ରୁ ସେପରି ଏକ ବଡ ସ୍କୋର ଦେଖିବାକୁ ମିଳି ନଥିଲା ।ହାର୍ଦ୍ଧିକ ପାଣ୍ଡ୍ୟା ୧୨ ଟି ମ୍ୟାଚ୍ ରେ ମାତ୍ର ୧୨୭ ରନ ସଂଗ୍ରହ କରିଥିଲେ । ଏପରି ଖରାପ ପ୍ରଦର୍ଶନ ପାଇଁ ହାର୍ଦ୍ଧିକ ପାଣ୍ଡ୍ୟା ଙ୍କୁ ଟିମ୍ ରୁ ବାଦ କରିବା ପାଇଁ ବୋ-ର୍ଡ ଚାହୁଁ ଥିଲା ବୋଲି ଜାତୀୟ ଗଣ ମାଧ୍ୟମ ରେ ଖବର ପ୍ରକାଶ ପାଇଛି ।

 

ଧୋନି ଏହା କହୁଥିଲେ ଯେ ହାର୍ଦ୍ଧିକ ପାଣ୍ଡ୍ୟା ହେଉଛନ୍ତି ଟିମ୍ ପାଇଁ ଏକ ଶ୍ରେ-ଷ୍ଠ ଫିନିସର୍ । ଧୋନି ପ୍ରଥମ ରୁ ଏହି କଥା ଟି କହିଥିବା କାରଣ ରୁ   ପ୍ରଥମେ ତ ବଞ୍ଚି ଯାଇଥିଲେ ହାର୍ଦ୍ଧିକ ପାଣ୍ଡ୍ୟା । କିନ୍ତୁ ଏବେ ହାର୍ଦ୍ଧିକ ପାଣ୍ଡ୍ୟା ଙ୍କ ର କଣ ହେବ ସେ ନେଇ ପ୍ରଶ୍ନ ଉଠିଛି । କାରଣ ପାକିସ୍ତାନ ବି-ପ-କ୍ଷ ମ୍ୟାଚ୍ ରେ ଆଦୌ ବୋ-ଲିଂ କରି ନଥିଲେ ହାର୍ଦ୍ଧିକ ପାଣ୍ଡ୍ୟା ଏବଂ ବ୍ୟା-ଟିଂ ରେ ମଧ୍ୟ ସେଭଳି ଏକ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । କିନ୍ତୁ ଗତ ଦୁଇ ଦିନ ହେବ ନେଟ ରେ ପାଣ୍ଡ୍ୟା କୁ ବୋ-ଲି-ଙ୍ଗ କରୁଥିବାର ଦେଖିବାକୁ ମିଳୁଛି । 

 

ନିଉଜଲ୍ୟାଣ୍ଡ ବି-ପ-କ୍ଷ ରେ ହାର୍ଦ୍ଧିକ ପାଣ୍ଡ୍ୟା ବୋ-ଲିଂ-ଗ କରି ପାରନ୍ତି ବୋଲି ଏହା କୁହା ଯାଉଛି । ଯଦି ନିଉଜଲ୍ୟାଣ୍ଡ ବି-ପ-କ୍ଷ ରେ ହାର୍ଦ୍ଧିକ ପାଣ୍ଡ୍ୟା ବୋ-ଲିଂ-ଗ ନ କରନ୍ତି ତାହେଲେ ଆଗକୁ ସାର୍ଦ୍ଦୂଲ୍ ଠାକୁର କିମ୍ବା ଦୀପକ ଚହର ଙ୍କୁ ଟିମ୍ ରେ ସ୍ଥାନ ମିଳିପାରେ । ହାର୍ଦ୍ଧିକ ପାଣ୍ଡ୍ୟା ଙ୍କୁ ନେଇ କ୍ରିକେଟ ପ୍ରେମୀ ମାନେ ପ୍ରଶ୍ନ ଉଠାଇ ଥିବା ବେଳେ ବିରାଟ କୋହିଲି ତାଙ୍କର ପ୍ର-ଶଂ-ସା କରିଛନ୍ତି । ରାତାରାତି ୬ ନମ୍ବର ବ୍ୟା-ଟ୍ସ-ମ୍ୟା-ନ୍ ଭାବରେ କିଏ ଖେଳିବ ତାହା ପ୍ରସ୍ତୁତ କରା ଯାଇ ପାରିବ ନାହିଁ । ହାର୍ଦ୍ଧିକ ପାଣ୍ଡ୍ୟା ହେଉଛନ୍ତି ଏଭଳି ଜଣେ ଖେଳାଳି ଯେ କି ବି-ରୋ-ଧୀ ଙ୍କ ଠାରୁ ମ୍ୟାଚ୍ ଛଡାଇ ଆଣିବାର କ୍ଷମତା ରଖିଛନ୍ତି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *