ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , କିପରି ଏକ ନବମ ଶ୍ରେଣୀ ର ଛାତ୍ର ୧ କୋଟି ଟଙ୍କା ରୋଜଗାର କରିଛନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସତରେ ତୁଳସୀ ଦୁଇ ପତ୍ର ରୁ ବାସିଲା ପରି ଏକ ନବମ ଶ୍ରେଣୀ ର ଛାତ୍ର ନିଜର ଏକ ବ୍ୟବସାୟ ମାଧ୍ୟମ ରେ ୧ କୋଟି ଟଙ୍କା ରୋଜଗାର କରି ପାଇଛି , ଯାହା ଦ୍ଵାରା ସେ ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ଯଦି ଗୋଟେ ଛୋଟ ପିଲା ଟି ତାର କଠିନ ପରିଶ୍ରମ ଏବଂ ବୁ-ଦ୍ଧି ବଳରେ କିଛି କାର୍ଯ୍ୟ କରିଥାଏ ତାହେଲେ ସେ ଅନେକ ପ୍ର-ଶଂ-ସା ର ପାତ୍ର ହୋଇଥାଏ । ଏହା ଦ୍ଵାରା ମଧ୍ୟ ସେହି ପିଲା ର ବାପା ଆଉ ମାଆ ପ୍ରଶଂସିତ ହୋଇଥାନ୍ତି ଏବଂ ତାର ଗାଁ ଓ ଗାଁ ଲୋକ ମାନେ ମଧ୍ୟ ପ୍ରଶଂସିତ ହୋଇଥାଏ ।
ବର୍ତ୍ତମାନ ସମୟ ରେ ଯୁଗ ଏତେ ଆଗକୁ ବଢି ଗଲାଣି ଯେ ଲୋକ ମାନେ ନିଜର ମୋବାଇଲ ଏବଂ କମ୍ପ୍ୟୁଟର ମାଧ୍ୟମ ରେ ସବୁ କିଛି କାର୍ଯ୍ୟ କରି ପାରୁଛନ୍ତି । ଏହା ସହିତ ବର୍ତ୍ତମାନ ର ପିଲା ମାନେ ମୋବାଇଲ ମାଧ୍ୟମ ରେ ବହୁତ୍ ଉନ୍ନତି କରିବା ସହିତ ଖୁବ୍ ନାମ କରିଲେଣୀ । ଆଜି ଆମେ ଆପଣଙ୍କୁ ସେହି ଭଳି ଏକ ପିଲା ଟି ବିଷୟରେ ଆପଣ ମାନଙ୍କୁ ଜଣାଇବୁ ଯିଏ କି ଖୁବ୍ କମ୍ ବୟସ ରେ ଅନଲାଇନ ଟ୍ରେଡିଂ ଆପ ଜରିଆ ରେ ଖୁବ୍ ନାମ କମେଇ ପାରିଛି ।
ସେହି ଛାତ୍ର ଙ୍କ ନାମ ହେଉଛି ଆୟୁଷ୍ମାନ ପାଣିଗ୍ରାହୀ । ବାଲେଶ୍ଵର ର ଗୁଡିପଦା ଅଞ୍ଚଳ ରେ ରାମଚନ୍ଦ୍ର ମହାଳିକ ଓ ଜୟନ୍ତୀ ପାଣିଗ୍ରାହୀ ଙ୍କ ଏକ ମାତ୍ର ସନ୍ତାନ ହେଉଛନ୍ତି ଆୟୁଷ୍ମାନ । ସେ ହେଉଛନ୍ତି କନଭେଣ୍ଟ ସ୍କୁଲ ର ଜଣେ ମେଧାବୀ ଛାତ୍ର । ସେହି ଛାତ୍ର ଟି ହେଉଛନ୍ତି ବାଲେଶ୍ଵର ଜିଲ୍ଲାର ଯେ , କି ନବମ ଶ୍ରେଣୀ ର ଏକ ଛାତ୍ର ।
କରୋନା ଭଳି ସମୟ ରେ ସମସ୍ତ ଲୋକ ମାନେ ରୋଜଗାର ଅ-କ୍ଷ-ମ ହୋଇ ଘରେ ବସିଥିବା ସମୟରେ ଏହି ପିଲାଟି ନିଜର ବୁଦ୍ଧି ବଳ ରେ ବହୁତ୍ ଟଙ୍କା ରୋଜଗାର କରି ପାରିଥିଲେ । ଯେତେବେଳେ ଆୟୁଷ୍ମାନ ଏହା ଜାଣିଥିଲେ ଯେ ଅନଲାଇନ ମାଧ୍ୟମରେ ଟଙ୍କା ରୋଜଗାର କରି ହେଉଛି ସେତେବେଳେ ତାଙ୍କର ଅନଲାଇନ୍ ମାଧ୍ୟମ ରେ ଟଙ୍କା ରୋଜଗାର କରିବା ପାଇଁ ଆଗ୍ରହ ବଢିଥିଲା ।
ଗତ ବର୍ଷ ଡିସେମ୍ବର ମାସ ରେ ଦୁବାଇ ସ୍ଥିତ ସୁବଡେନ୍ ଇ କମ୍ପାନୀ କ୍ରାଉଡ୍ -୧ ମାଧ୍ୟମ ରେ ସେ ଏହି ଅପ୍ ପାଇଁ ଖର୍ଚ୍ଚ କରିଥିଲେ । ତାଙ୍କ ସହିତ ମଧ୍ୟ ବାହାର ଦେଶ ରୁ ବହୁତ୍ ଲୋକ ଥିଲେ । ସେ ୯୦୦୦ ଟଙ୍କା ରୁ ସେ ଏହି ବ୍ୟବସାୟ ଆରମ୍ଭ କରିଥିଲେ ଏବଂ ସେ ପରେ ସେଥିରୁ ୧ କୋଟି ଟଙ୍କା ଉଠାଇ ଥିଲେ । ସେ ନିଜ ରୋଜୋଗାର ଟଙ୍କା ରୁ ନିଜର ବାପା ଓ ମା ଙ୍କୁ ଦୁଇଟି ଦାମି ଏସ ଏ ଭି କାର ଦେଇଛନ୍ତି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।