ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସାମ୍ନା କୁ ଆସିଲା ରାନି ଙ୍କର ଆଉ ଏକ ଭିଡିଓ ।ଆସନ୍ତୁ ଜାଣିବା କଣ କହୁଛନ୍ତି ରାନି।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସୋ-ସି-ଆ-ଲ ମି-ଡ଼ି-ଆ ରେ ଲାଇଭ ଆସି ଏମିତି କହିଛନ୍ତି ଚର୍ଚ୍ଚିତ ଅଭିନେତ୍ରୀ ରାନୀ ପଣ୍ଡା, ଆପଣ ଶୁଣିଲେ ବି ଆ-ଶ୍ଚ-ର୍ୟ୍ଯ ହେବେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।ବିଭିନ୍ନ ସମୟରେ ଅନେକ ପ୍ରକାର ର ବି-ବା-ଦୀ-ୟ ମ-ନ୍ତ-ବ୍ୟ ଦେଇ ରାନୀ ପଣ୍ଡା ସାରା ଓଡ଼ିଶା ରେ ଚର୍ଚ୍ଚା ରେ ରହିଛନ୍ତି।ସେ ଚଳଚ୍ଚିତ୍ର ହେଉ ଯିବା ଯାତ୍ରା ରେ ଅ-ର୍ଦ୍ଧ-ନ-ଗ୍ନ ହୋଇ ନୃତ୍ୟ ପରିବେଷଣ ହେଉ ।
କିମ୍ବା ଯାତ୍ରା ରେ ଦର୍ଶକଙ୍କ କାନ କାମୁଡିବା ହେଉ ସବୁଥିରେ ରାନୀ ପଣ୍ଡା ଙ୍କ ର ନାମ ଚର୍ଚ୍ଚା ରେ ରହିଆସିଛି । ଏହି ପାଇଁ ରାନୀ ପଣ୍ଡା ଙ୍କୁ ଖଣ୍ଡଗିରି ଯାତ୍ରା ମହୋତ୍ସବ ରେ ମନା କରା ଯାଇ ଥିଲା। ଏହା ପରେ ରାନୀ ଚଳଚିତ୍ର ର ଗୀତ ରେ ଆ-ଇ-ଟ-ମ ଗାର୍ଲ ଭାବେ ନୃତ୍ୟ କରି ଥିଲେ। କିଛି ଦିନ ତଳେ ରାନୀ ଏକ ଆ-ଇ-ଟ-ମ ଗୀତ ମଧ୍ୟ ଗାଇଥିଲେ ଯାହା କୁ ଦର୍ଶକ ମାନେ ଖୁବ ପସନ୍ଦ କରୁଥିଲେ ।
ଏହା ସହିତ ରାନୀ ତାଙ୍କ ରୋକଠକ ମ-ନ୍ତ-ବ୍ୟ ଯୋଗୁଁ ମଧ୍ୟ ବି-ବା-ଦ ରେ ରହିଆସିଛନ୍ତି । ତେଣୁ କିଛି ଲୋକ ରାନୀ ପଣ୍ଡା ଙ୍କୁ ପସନ୍ଦ କରନ୍ତି ନାହିଁ। ତେବେ ସାମ୍ନା କୁ ଆସିଚି ରାନି କ ର ଆଉ ଏକ ଭିଡିଓ । ଯାହା କି ଏବେ ସୋ-ସି-ଆ-ଲ ମି-ଡ଼ି-ଆ ରେ ଖୁବ୍ ଭା-ଇ-ରା-ଲ ହେବ ରେ ଲାଗିଛି। ତେବେ ରାନି ପଣ୍ଡା କହିଛନ୍ତି ଏକ ଭିଡ଼ିଓ ରେ କି ତାଙ୍କୁ ସଲମାନ୍ ଖାନ୍ ଦରକାର ।
କାନ୍ଦି କାନ୍ଦି କହିଛନ୍ତି ସଲମାନ୍ ତୁମେ ଥରେ ହେଲେ ମତେ ଆସି ଦେଖା କର। ମୁଁ ତୁମକୁ ଥରେ ଦେଖିବାକୁ ଚାହେଁ। ତୁମ କୁ ଆରୀୟନ୍ କୁ ବିରୀୟାନୀ ଦେବା କୁ ସମୟ ଅଛି ହେଲେ ମୋତେ ଥରେ ଦେଖା କରିବ କୁ ସମୟ ନାହିଁ। ଦୟା କରି ତୁମେ ଥରେ ଆସ। ଏମିତି କଥା କହି ସେ ଏବେ ସୋ-ସି-ଆ-ଲ ମି-ଡ଼ି-ଆ ରେ ଭା-ଇ-ରା-ଲ ହୋଇଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।