ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସଲମାନ୍ ଙ୍କ ନାମ ରେ ଅ-ଭି-ଯୋ-ଗ ଆଣିଲେ କ୍ୟାଟ୍ରିନା । ତେବେ କଣ ରହିଛି ସେହି ଅ-ଭି-ଯୋ-ଗ ଚାଲନ୍ତୁ ଜାଣିବା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ଆମେ ସମସ୍ତେ ସିରିଏଲ୍ ଓ ଫିଲ୍ମ ଦେଖିବା ପାଇଁ ବହୁତ୍ ଭଲ ପାଉ । ହେଲେ କିଛି କିଛି ଜଣ ଓଡ଼ିଆ ଫିଲ୍ମ ହେଉ ତ ଆଉ କିଛି କିଛି ଜଣ ହିନ୍ଦୀ ଫିଲ୍ମ ଦେଖିବା ପାଇଁ ଭଲ ପାଆନ୍ତି । ଆହୁରି ମଧ୍ୟ ଅନ୍ୟ କିଛି କିଛି ଲୋକ ଆଉ ଅଲଗା କିଛି ଦେଖିବାକୁ ପସନ୍ଦ କରନ୍ତି । ସେହି ଭଳି ଭାବରେ ହିନ୍ଦୀ ଫିଲ୍ମ ଓ ସିରିଆଲ୍ ର ଚାହିଦା ଏବେ ମଧ୍ୟ ବହୁତ୍ ରହିଛି । ଶହେ ରୁ ଶତକଡା ଲୋକ ହିନ୍ଦୀ ଫିଲ୍ମ ଦେଖିବା କୁ ପସନ୍ଦ କରୁଛନ୍ତି ।ଖାଲି ଏତିକି ନୁହେଁ ଲୋକେ ମଧ୍ୟ ଫିଲ୍ମ ଗୁଡ଼ିକୁ ଯେତିକି ଭଲ ପାଇବା ଦେଉଛନ୍ତି ତାଠୁ ଭି ଅଧିକ ସେହି ଫିଲ୍ମ ରେ କାମ କରୁଥିବା ହିରୋ ଆଉ ହିରୋଇନ୍ ମାନଙ୍କୁ ଭଲ ପାଉଛନ୍ତି ।
ସମସ୍ତେ ମଧ୍ୟ ନଜର ରେ ରଖୁଛନ୍ତି କେତେବେଳେ କେଉଁ ହିରୋ ଅବା ହିରୋଇନ୍ କେମିତି ସଜ ହଉଛନ୍ତି କେମିତି ପୋଷାକ ପିନ୍ଧୁଛନ୍ତି । କେମିତି ଚାଲିଛନ୍ତି କେମିତି ଅଭିନୟ କରୁଛନ୍ତି କେମିତି ଖାଉଛନ୍ତି କେମିତି ବସୁଛନ୍ତି ଏମିତି ବହୁତ୍ କିଛି ।ବେଳେ ମଧ୍ୟ ଏମିତି କିଛି ସୁଟିଂ ସେଟ୍ ର କିଛି ଭିଡିଓ ଆସିଥାଏ ଯାହା ଦର୍ଶକ ମାନଙ୍କୁ ଟିକେ ଆ-ଶ୍ଚ-ର୍ଯ୍ୟ କରିଦେଇଥାଏ । ଆଉ କିଛି ସମୟରେ ମଧ୍ୟ ଆମେ ହିରୋଇନ୍ ଆଉ ହିରୋ ଙ୍କୁ ନେଇ ଏମିତି କିଛି ଫଟୋ ଅବା ଭିଡିଓ ଆସିଥାଏ ଯାହା ପାଇଁ ଦର୍ଶକ ମାନେ କିଛି ସମୟ ଯାଏଁ ଭାବିବାକୁ ରହି ଯାଇଥାନ୍ତି ।ତେବେ ସୋ-ସି-ଆ-ଲ ମି-ଡି-ଆ-ରେ ବେଳେ ବେଳେ ଅନେକ ହିରୋ ହିରୋଇନ୍ ଙ୍କ ର ଭିଡିଓ ଘୁରି ବୁଲେ ।
ସେଥିପାଇଁ ସେମାନଙ୍କ ବିଷୟ ରେ ଜାଣିବା ଆହୁରି ସହଜ ହୋଇଥାଏ । ଆମେ ମଧ୍ୟ ସେମାନଙ୍କ ନିଜସ୍ଵ ଜୀବନୀ ବିଷୟ ରେ ଯେପରି କି କେଉଁ ହିରୋ ବା ହିରୋଇନ୍ କାହାକୁ ବିବାହ କଲେ , ବିବାହ ପରେ କିପରି ଅଛନ୍ତି , କେଉଁ ସମୟ ରେ କିଏ କେଉଁଠି ବୁଲିବା ପାଇଁ ଯାଉଛି ଏସବୁ ବିଷୟ ରେ ଜାଣିପାରିଥାଉ । ଆଜି ର ଏହି ଖବର ଶୁଣିଲେ ଆପଣ ମାନେ ନିଶ୍ଚିତ ଭାବରେ ଭାବିବେ ଏହି ଖବର ଟି ସମ୍ପୂର୍ଣ କୁ ଅଲଗା । ଆଜି ର ଖବର ସଲମାନ୍ ଖାଁ ଓ କ୍ୟାଟ୍ରିନା କ୍ୟାପ୍ ଙ୍କୁ । ଏବେ ସଲମାନ୍ ଖାଁ ଓ କ୍ୟାଟ୍ରିନା କ୍ୟାପ୍ ଙ୍କ ଅପକୋମିଂ ଫିଲ୍ମ ହେଉଛି ସୂର୍ଯ୍ୟବଂଶୀ ଯାହାକୁ ସେ ପ୍ରମୋଟ କରିବା ପାଇଁ ବିଗବସ କୁ ଆସିଥିଲେ ।
ସେହିଠାରେ ମଧ୍ୟ ରୋହିତ ସେଠି ଆସି ପହଂଚିଥିଲେ ସେହିଠାରେ କ୍ୟାଟ୍ରିନା ଓ ସଲମାନ୍ ଙ୍କ ଠାରେ ଏକ ପ୍ରତିଯୋଗିତା ହୋଇଥିଲା । ସଲମାନ୍ ସବୁ ବେଳେ ସୁଟିଂ ସେଟ୍ କୁ ଲେଟ୍ କରି ପହଞ୍ଚନ୍ତି ବୋଲି କ୍ୟାଟ୍ରିନା ତାଙ୍କୁ ଆ-ରୋ-ପ ଲଗାଇଥିଲେ ଓ ସେହି କଥା ରେ ସଲମାନ୍ କୁବୁଲ ହେ ବୋଲି ମଧ୍ୟ କହିଛନ୍ତି । ସେଇଥିରେ ସଲମାନ୍ ଙ୍କୁ କ୍ୟାଟ୍ରିନା ଗୀତ ଗାଇବା ପାଇଁ କହିଥିଲେ ଯାହା ପାଇଁ ସେ ଗୀତ ଗାଈ ନାଚିଥିଲେ । ଏହି ଭିଡ଼ିଓ ମଧ୍ୟ ସୋ-ସି-ଆ-ଲ ମି-ଡ଼ି-ଆ ରେ ଖୁବ୍ ଭା-ଇ-ରା-ଲ୍ ହେବାରେ ଲାଗିଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।