ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ବିବାହ ବେଦୀ ଉପରେ କନ୍ୟା କେଉଁ ଭଳି କା-ଣ୍ଡ କରିଥିଲେ ଯେ ସେଠାରେ ଥିବା ସମସ୍ତ ଲୋକ ମାନେ ଆ-ଶ୍ଚ-ର୍ଯ୍ୟ ହୋଇ ଯାଇଥିଲେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ବର୍ତ୍ତମାନ ର ସୋସିଆଲ ମି-ଡ଼ି-ଆ ଯୁଗ ରେ ସବୁ ସ୍ଥାନ ରେ ଘଟୁଥିବା ପ୍ରତି ଟି ଘଟଣା ଦୁ-ର୍ଘ-ଟ-ଣା ସବୁ ପ୍ରକାରର ତଥ୍ୟ ଭି-ଡି-ଓ ତଥା ପୋଷ୍ଟ ଗୁଡ଼ିକ ସୋସିଆଲ ମି-ଡି-ଆ ରେ ଦେଖିବାକୁ ମିଳୁଛି । ବନ୍ଧୁଗଣ ବର୍ତ୍ତମାନ ଠିକ୍ ସେହିପରି ଏକ ଭି-ଡି-ଓ ସୋସିଆଲ ମି-ଡ଼ି-ଆ ରେ ନିଆଁ ପରି ଭା-ଇ-ରା-ଲ ହେବା ରେ ଲାଗିଛି ଏବଂ ସେହି ଭି-ଡି-ଓ କୁ ଦେଖି କରି ଲୋକ ମାନେ ଅନେକ ପ୍ରତିକ୍ରିୟା ରଖିଛନ୍ତି ।
ବିବାହ ମଣ୍ଡପ ରେ କନ୍ୟା କରି ବସିଲେ ଏମିତି କା-ଣ୍ଡ ଯେ ସେଠାରେ ଥିବା ସମସ୍ତ ଲୋକ ମାନେ ଆ-ଶ୍ଚ-ର୍ଯ୍ୟ ହୋଇଗଲେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣି ନେବା ସେହି କନ୍ୟା ଜଣକ ସେହି ବିବାହ ମଣ୍ଡପ ଉପରେ କି ଘଟଣା ଘଟାଇ ଥିଲେ ।ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣି ନେବା ସେହି ଭା-ଇ-ରା-ଲ ହେଉଥିବା ଭି-ଡି-ଓ ରେ ଦେଖା ଯାଉଥିବା ,ଘଟଣା ଟି ବିଷୟରେ । ବିବାହ ବେଦୀ ରେ ଫସିଗଲେ ଯୁବକ ।
ବେଦୀ ଉପରେ ଯୁବକ ,ଙ୍କୁ ଚାପୁଡ଼ା ମାରିଥିଲେ କନ୍ୟା । ତେବେ ବନ୍ଧୁଗଣ ଆପଣ ମାନେ ଆଗରୁ ମଧ୍ୟ ବିବାହ ବେଦୀ ଉପରେ ଘଟିଥିବା କିଛି ଘଟଣା ଆପଣ ସୋସିଆଲ ମି-ଡି-ଆ ରେ ଭା-ଇ-ରା-ଲ ହୋଇଥିବାର ଦେଖିବାକୁ ପାଇଥିବେ । ସେହି ଭି-ଡି-ଓ ରେ ଏହା ଦେଖିବାକୁ ମିଳିଛି ଯେ ବିବାହ ସରିବା ପରେ ବାର ଏବଂ କନ୍ୟା ଦୁହେଁ ପାଖାପାଖି ଛିଡ଼ା ହୋଇଛନ୍ତି ଏବଂ ସେମାନଙ୍କ ନିକଟରେ ସେମାନଙ୍କ ସାଙ୍ଗ ଏବଂ ଅନ୍ୟ ଲୋକ ମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ବିବାହ ସରିଯିବା ପରେ ବର ଙ୍କ କିଛି ସାଙ୍ଗ ମାନେ ତାଙ୍କୁ ଆଉ ଥରେ ବରଣ ମାଳା ପିନ୍ଧାଇବା ପାଇଁ କହିଥିଲେ ।
ସେହି ସମୟ ରେ ବରଣ ମାଳା କୁ ପିନ୍ଧେଇବା ପାଇଁ ଜଣେ ବର ଙ୍କୁ ଟେକିଦେଲା ଏବଂ କନ୍ୟା ଙ୍କୁ ଟେକିବା ପାଇଁ ମଧ୍ୟ ଜଣେ ଯୁବକ ଆସିଲେ । ଟେକିବା ପରେ କନ୍ୟା ଏବଂ ବର ଦୁହେଁ ପ-ର-ଷ୍ପ-ର କୁ ବରଣ ମାଳା ପିନ୍ଧା ଇଲେ । ଏହା ପରେ ହ-ଠା-ତ୍ ସେହି କନ୍ୟା ଜଣକ ତାଙ୍କୁ ଟେକି ଥିବା ଯୁବକ ଜଣକୁ ଏକ ଚା-ପୁ-ଡ଼ା ମାରିଥିଲେ ଏବଂ ଏହା ପରେ ମଧ୍ୟ ଚାପୁଡ଼ା ଖାଇଥିବା ଯୁବକ ଜଣକ ତାଙ୍କ ପଛ ରେ ଛିଡ଼ା ହୋଇଥିବା ତାଙ୍କର ସ୍ତ୍ରୀ କୁ ଏକ ଚା-ପୁ-ଡ଼ା ମା-ରି-ଲେ । ତେବେ ସେହି ବିବାହ ମଣ୍ଡପ ଉପରେ ଘଟିଥିଲା ଏହି ପରି ଘଟଣା ।
<iframe width=”560″ height=”315″ src=”https://www.youtube.com/embed/6NIIORfMoA8″ title=”YouTube video player” frameborder=”0″ allow=”accelerometer; autoplay; clipboard-write; encrypted-media; gyroscope; picture-in-picture” allowfullscreen></iframe>
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।