ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ପରିବାର କୁ ନେଇ ସାହରୁଖ ଙ୍କ ଚିନ୍ତାଧାରା କିଭଳି ରହିଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଡ୍ର -ଗ୍ସ ମା-ମ-ଲା କୁ ନେଇ ଆର୍ଯ୍ୟନ୍ ଖାନ ବର୍ତ୍ତମାନ ଚ-ର୍ଚ୍ଚା ରେ ରହିଛନ୍ତି ଏବଂ ତାଙ୍କ ସହିତ ମଧ୍ୟ ତାଙ୍କର ବାପା ସାହରୁଖ ମଧ୍ୟ ଚ-ର୍ଚ୍ଚା ରେ ରହିଛନ୍ତି । ନିଜର ପରିବାର କୁ ନେଇ ସାହରୁଖ ଙ୍କ ଚିନ୍ତାଧାରା କିପରି ଆସନ୍ତୁ ଜାଣିବା । ସାହରୁଖ କହିଛନ୍ତି ଯେ ତାଙ୍କ ପିଲା ମାନେ ଛୋଟ ଥିବା ସମୟ ରେ ବାପା ମାଆ ଙ୍କ ସହିତ ସବୁବେଳେ ରହୁଥିଲେ । ଏହା ମଧ୍ୟ କହିଛନ୍ତି ଯେ ସେ ତାଙ୍କର ପରିବାର କୁ ବହୁତ୍ ସମୟ ଦେଉଥିଲେ ଏବଂ ନିଜର ପିଲା ମାନଙ୍କ ସହିତ ଅଧିକ ରୁ ଅଧିକ ସମୟ ବ୍ୟତୀତ କରୁଥିଲେ ।
କିନ୍ତୁ ପିଲା ମାନେ ଯେତେବେଳେ ଟିକେ ବଡ ହୋଇଗଲେ ସ୍କୁ-ଲ କଲେଜ୍ ରେ ପାଠ ପଢିଲେ ସେତେବେଳେ ସେମାନେ ନିଜ ନିଜ ରୁମ୍ ଭିତରେ ନିଜର ସାଙ୍ଗ ମାନଂକ ସହିତ ରହିବାକୁ ପସନ୍ଦ କଲେ ଏବଂ ସେମାନେ ଘରେ ରୁହନ୍ତି ବୋଲି ମଧ୍ୟ ଏହା ଜଣା ପଡେ ନାହି ବୋଲି କହିଛନ୍ତି ସାହରୁଖ । ସାହରୁଖ କହିଛନ୍ତି ଯେ ଅଭିନୟ କୁ ମୁଁ ନିଜର ଉତ୍ତର ଅଧିକାର ପରି ଭାବିନି ଯେ ନିଜର ପିଲା ମାନଙ୍କୁ ଅଭିନୟ ଜଗତ ରେ ପାଦ ଦେବା ପାଇଁ ବାଧ୍ୟ କରିବି ।
ସାହରୁଖ କହିଛନ୍ତି ଯେ ପିଲା ମାନେ ତାଙ୍କର କ୍ୟାରିଅର କୁ ନିଜେ ଚୟନ କରିବେ, ମୁଁ ସେମାନଙ୍କୁ ଅଭିନୟ ଆଡ଼କୁ ଅଗ୍ରସର ହେବାକୁ କହିବି ନାହିଁ । ଯଦି ଅଭିନୟ ଜଗତ ପ୍ରତି ସେମାନଙ୍କ ଆଗ୍ରହ ଆସେ ହୁଏତ ସେମାନେ ଆଗକୁ ଅଭିନୟ ଜଗତ ରେ ପାଦ ଥାପି ପାରନ୍ତି ଆଉ ଯଦି ସେମାନେ କିଛି ଅଲଗା ଭାଭିଥିବେ ମନ ରେ ତାହେଲେ ହୁଏତ ସେ ଆରମ୍ଭ କରିଥିବା ଅଭିନୟ ତାଙ୍କ ପାଖରେ ହିଁ ସରିଯିବ ।
ଏହା କହି ମଧ୍ୟ କହିଲେ ଯେ ଆର୍ଯ୍ୟନ୍ ନିଜ ବଳରେ କାମ କରନ୍ତୁ ବୋଲି କୁ ଚାହେଁ । ସାହରୁଖ ଙ୍କ ପୁଅ ଆର୍ଯ୍ୟନ୍ ଖାନ ସବୁବେଳେ କ୍ୟାମେରା ଠାରୁ ଦୂରରେ ରହିଥାନ୍ତି । ସେ କେବଳ ” କଭି ଖୁସି କଭି ଗମ୍ ସିନେମା ” ରେ ସାହରୁଖ ଙ୍କ ପିଲା ବେଳ ର ଭୂମିକା ରେ ଥିଲେ । ସାହରୁଖ ଏହା କହିଛନ୍ତି ଯେ ଘର ମଧ୍ୟରେ ଆର୍ଯ୍ୟନ୍ ତାଙ୍କର ପିତା ଙ୍କୁ ନୂଆ ଫି-ଲ୍ମ କରିବା ପାଇଁ ପ୍ରେରଣା ଦେଇଥାନ୍ତି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।