“ତୁମେ ଜଣେ ବା* ହିରୋ ” ଏହାର ଜବାବ ରେ ପପୁ ପମପମ୍ LIVE ଆସି କଣ କହିଲେ ଦେଖ Video….

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ପପୁ ପମପମ୍ ଙ୍କୁ ଜଣେ 

କହିଥିଲେ ଯେ ତୁମେ ଜଣେ ବା- ଳ ହିରୋ ଏହାର ଜବାବ ରେ ପପୁ ତାଙ୍କୁ କଣ କହିଥିଲେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ପପୁ ପମପମ ଥରେ ଲାଇଭ ଆସି ତାଙ୍କର ପ୍ରଶସଙ୍କ ମାନଙ୍କୁ ଏହା କହିଥିଲେ କି , ତାଙ୍କର ଟିକେ ଶରୀର ଟିକେ ଅ-ସୁ-ସ୍ଥ ଥିଲା ଏବଂ ଡ-କ୍ଟ-ର କହିଛନ୍ତି ଯେ ଟିକେ ଡାଇବେଟିସ ବାହାରିଛି ଏବଂ ସେ ଏବେ ସୁ-ସ୍ଥ ଅଛନ୍ତି ।ଏହା ପରେ ସେ କହିଥିଲେ ଯେ , ତାଙ୍କର ଏକ ସିନେମା ଆସିବାକୁ ଯାଉଛି  “ପାଣ୍ଡେଜି ନ-ମ-ସ୍କା-ର” , ସେ ସେହି ଫି-ଲ୍ମ ରେ ସେ ପୋ-ଲି-ସ ହେଉଛନ୍ତି ଏବଂ ଏକ ଗୁ- ଣ୍ଡା ଆଗରେ ଫୁଟାଣି ମା-ରି-କି କହି ଛନ୍ତି ଯେ , ଶୁଣ ଅ-ଣ୍ଟା ରେ ଦଉଡ଼ି ବା-ନ୍ଧି ଘୋ-ଷା-ଡି ଘୋ-ଷା-ଡି ଆଣି ଥାନା ଭିତରେ ପୁରାଇ ଅ-ଣ୍ଟା ରେ ଝା-ଞ୍ଜ ବା-ନ୍ଧି ବା-ଡେ-ଇ-ବି ଲୋକ ଭାବିବେ ଭିତରେ ଅ-ଷ୍ଟ ପ୍ରହରୀ ଚାଲିଛି ଆସି ନମ-ସ୍କା-ର କରୀକି ଯିବେ । ବୁଝିଲୁ ବାଗେଇକି ରହ , ରେ-ଞ୍ଜ ଭିତରକୁ ଆସେନି କହୁଛି ଯଦି ଆସିବୁ ବିଦ୍ୟାରାଣ ଗୁ-ଳି ଖାଇଯିବୁ ।

 

ଏହା କହିବା ପରେ ପପୁ ପମପମ୍ ଙ୍କ ର ଜଣେ ପ୍ରଶସଙ୍କ ତାଙ୍କୁ ଏହା କ-ମେ-ଣ୍ଟ କରିଥିଲେ ଯେ ପପୁ ଭାଇ ଗୋଟେ ଫି-ଲ୍ମ ପାଇଁ କେତେ ଟଙ୍କା ଦରକାର ? ଯଦି ଫି-ଲ୍ମ ଟି ଗୋଟେ ଘର ଭିତରେ ହୋଇଥିବ ତାହେଲେ ସମୁଦାୟ ୨୦ ଲକ୍ଷ ଟଙ୍କା ଭିତରେ ସରି ଯାଇ ପାରେ । କିନ୍ତୁ ଯଦି ସିନେମା ରେ ସିଙ୍ଗାପୁର କିମ୍ବା କୌଣସି ଅନ୍ୟ ଦେଶ ବାହାର ସ୍ଥାନ କୁ ଯିବାକୁ ପଡି ତାହେଲେ ସେହି ଫି-ଲ୍ମ ରେ ୨.୫ କୋଟି କିମ୍ବା ୩ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ । ତେବେ ଫିଲ୍ମ ର କାହାଣୀ ଏବଂ ମ୍ୟାନେଜମେଣ୍ଟ ଉପରେ ନି-ର୍ଭ-ର କରୁଛି ଯେ ଫି-ଲ୍ମ ର ବ-ଜେ-ଟ କେତେ ହେବ ।

 

ସେହି ଲାଇଭ ସମୟ ରେ ପପୁ ଜଣେ କ-ମେ-ଣ୍ଟ କରି କହିଥିଲେ ଯେ ,” ବା- ଳ ହିରୋ । ଏହାକୁ ପଢ଼ି ପପୁ ପମପମ୍ କହିଥିଲେ ଯେ ଏ କଥା ଯେଉଁ ଲେଖୁଛ କଣ ପାଇଁ । ତମର ଯଦି ହିରୋ ହେବାର ଅଛି ଆସ ହିରୋ ହୁଅ । ମୁଁ ଏତେବେଳେ ଯାଏ ନିଜକୁ ହିରୋ ବୋଲି କହିଲାଣି କି ମୁଁ ଯେଉଁ ସ୍ଥାନ ରେ ଅଛି ସେହି ସ୍ଥାନ ରେ । ଭାଇ ତୁମ ବା- ଳ କୁ ତୁମେ ତୁମ ପାଖରେ ରଖ । ଏହା ପରେ କହିଲେ ଯେ ଯାହା ବି ହେଉ ତୁମେ ମତେ ଗୋଟେ ବିଚାର କୁ ନେଇଛ ଏବଂ ତୁମେ ମତେ ବା- ଳ ତୁ- ଲ୍ୟ ପରି ମାନିଥାଅ ଗୋଟେ ହିରୋ ବୋଲି ଭାବିଛ ସେଥିପାଇଁ ଧନ୍ୟବାଦ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *