ସବ୍ୟସାଚୀ LIVE ଆସି ରାତି 4 ଟାରେ ଓଡିଶା ବାସୀ ଙ୍କୁ କହିଲେ ଏମିତି । Watch Video…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , କେଉଁ କାରଣରୁ ପାଇଁ ସବ୍ୟସାଚୀ ରାତି ୪ ଟି ଲାଇଭ ଏବଂ ନିଜର ପ୍ରଶସଙ୍କ ମାନଙ୍କୁ କେଉଁ ସବୁ କଥା କହିଥିଲେ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ରାତି ୪ ଟା ରେ ସବ୍ୟସାଚୀ ଲାଇଭ ଆସି ନିଜର ପ୍ରଶସଙ୍କ ମାନଙ୍କୁ କହିଥିଲେ ଅନେକ ଗୁଡ଼ିଏ କଥା । ତେବେ ଆସନ୍ତୁ ଜାଣି ନେବା ଯେ ହଠାତ୍ ରାତି ୪ ଟା ରେ ଲାଇଭ ଆସି ସବ୍ୟସାଚୀ ନିଜର ପ୍ରସସଙ୍କ ମାନଙ୍କୁ କଣ କହିଥିଲେ ।ତେବେ ସେ ଲାଇଭ ରେ ଆସି ନିଜର ପ୍ରଶସଙ୍କ ମାନଙ୍କୁ ପ୍ରଥେମେ ହାଲୋ କହିଥିଲେ ଏବଂ ଏହା ପରେ କହିଥିଲେ ଯେ ଯେଉଁ ମାନେ ଲାଇଭ ଦେଖୁଛନ୍ତି ସେମାନଙ୍କ ମନ ରେ ଏପରି ପ୍ରଶ୍ନ ଆସୁଥିବ ଯେ ହଠାତ୍ ଏମିତି ଏତେ ରାତି ରେ ସବ୍ୟସାଚୀ କାହିଁକି ଲାଇଭ ଆସିଛନ୍ତି ।

 

ସବ୍ୟସାଚୀ କହିଲେ ଯେ ସେ ଦେଖିବାକୁ ଚାହୁଁ ଥିଲେ ଯେ ଏତେ ରାତି ପର୍ଯ୍ୟନ୍ତ କେତେ ଲୋକ ନ ସୋଇ ଫେସବୁକ୍ ରେ ଅନଲାଇନ୍ ରହିଛନ୍ତି ଏବଂ ଏତେ ରାତି ରେ ମଧ୍ୟ ତାଙ୍କ ଲାଇଭ କୁ ଅନେକ ଗୁଡ଼ିଏ ଲୋକ ମାନେ ଦେଖୁଥିଲେ । ସେ କହିଥିଲେ ଯେ ଏତେ ରାତି ରେ କେବେ ବି ସେ ଲାଇଭ ଆସି ନଥିଲେ ପ୍ରଥମ ଥର ପାଇଁ ସେ ଏତେ ରାତି ରେ ଲାଇଭ ଆସିଛନ୍ତି । ଅନେକ ଲୋକ ମାନେ ମଧ୍ୟ ତାଙ୍କୁ ଲାଇଭ ରେ ଭଲ ଭଲ କ-ମେ-ଣ୍ଟ  ସବୁ କରିଥିଲେ । 

 

ସେ ଏହା କହିଥିଲେ ଯେ ମୁଁ ଜାଣିନି ଆପଣ ମାନେ ନିଦ ରୁ ସୋଇକି ଉଠିଲେଣି କି ମୋ ଭଳି ଏ ପର୍ଯ୍ୟନ୍ତ ସୋଇ ନାହାନ୍ତି ହେଲେ ଏତେ ରାତି ରେ ଏତେ ଲୋକ ମାନେ ମୋ ଲାଇଭ କୁ ଦେଖୁଛନ୍ତି ଏଥିପାଇଁ ବହୁତ୍ ଖୁସି ଲାଗୁଛି । ସେ କହିଛନ୍ତି ଯେ ବର୍ତ୍ତମାନ ତରଙ୍ଗ ଚ୍ୟା-ନେ-ଲ ରେ “ଜିତିବ ଓଡ଼ିଶା” ନାମ ରେ ଗୋଟେ ଶୋ ଆ-ର-ମ୍ଭ ହେଉଛି । ସେ କହିଥିଲେ ଯେ ଏହି ଶୋ କୁ ସେ ବହୁତ୍ ଦିନ ରୁ ଅପେକ୍ଷା କରିଥିଲେ ସେଥିପାଇଁ ସେ ସେହି ଶୋ ଆରମ୍ଭ ହେବ ବୋଲି ତାଙ୍କୁ ରାତି ରେ ନିଦ ଆସିନି ଏବଂ ସେ ରାତି ୪ ଟା ରୁ ସେଠାକୁ ଆସିଥିଲେ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *