ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କୋରୋନା ପାଇଁ କଣ କଣ ସବୁ ରହିଛି ନଭେମ୍ବର ମାସ ର ଗାଇଡ ଲାଇନ ଚାଲନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଏବେ ଏବେ ସରକାର ଦେଶ ଦୁନିଆରେ ବହୁତ୍ କିଛି ଉନ୍ନତି କରିବା ପାଇଁ ପ୍ରଚେଷ୍ଟା କରିବା ପାଇଁ ଗଲେ ଭି । ସରକାର ଙ୍କ କାମକୁ ସୁରୁଖୁରୁ ଭାବରେ ତୁଲାଇବା ପାଇଁ ସରକାର ଗ୍ରାମ ପଞ୍ଚୟ ଓ ସହରାଞ୍ଚଳ ରେ ବହୁତ୍ କିଛି ବ୍ୟକ୍ତି ବିଶେଷ ଗଠନ କରିଛନ୍ତି । କେବଳ ଏତିକି ନୁହଁ ସରକାର ମଧ୍ୟ ନୀୟଯିତ କରିଥିବା ସମସ୍ତ ଲୋକ ଙ୍କୁ ଠିକ୍ ଭାବେ କାର୍ଯ୍ୟ କରିବା ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି । କିଛି କିଛି ସ୍ଥାନ ରେ ସରକାର ଙ୍କ ସଳଖ ନଜର ପଡ଼ି ପାରୁଥିବା ବେଳେ ଏମିତି ଆଉ କିଛି କିଛି ସ୍ଥାନ ରହିଛି ଯେଉଁ ମାନେ ସରକାର ଙ୍କ ଠାରୁ କୌଣସି ଆ-ର୍ଥି-କ ହେଉ ଅବା ଅନ୍ୟ ପ୍ରକାର ସାହାଯ୍ୟ ପାଇ ପାରୁନାହାନ୍ତି ।
କରୋନା ମ-ହା-ମା-ରୀ ର କୋ-ପ ରେ କେହି ଭି ବର୍ତ୍ତି ପାରୁ ନାହାଁନ୍ତି । ଏହା ସାରା ବିଶ୍ଵ କୁ ତା ମାୟା ଜାଲ ରେ ପକାଇବାରେ ଲାଗିଛି । ଏହି ରୋ-ଗ ଯେତିକି ପରିମାଣ ରେ କମୁଛି ପୁଣି କେତେକ ଜାଗା ରେ ବଢ଼ି ଯାଉଛି । ଏହି କରୋନା ମ-ହା-ମା-ରୀ ପାଇଁ ଦୀର୍ଘ ଦୁଇ ବର୍ଷ ଧରି ଲୋକ ମାନେ ଏହି ମ-ହା-ମା-ରୀ ପାଇଁ ପ୍ର-ପୀ-ଡ଼ି-ତ ହୋଇ ଅଛନ୍ତି । ଏହି ମ-ହା-ମା-ରୀ ନା ଧନୀ ନ ଗରିବ କିଛି ମାନୁ ନାହିଁ ଏହା କେବଳ ଗୋଟିଏ ପରେ ଗୋଟିଏ ଙ୍କୁ ଆ-କ୍ରା-ନ୍ତ କରିବାରେ ଲାଗିଛି । ସମସ୍ତଙ୍କ ମନରେ କେବଳ ଗୋଟିଏ ଚିନ୍ତା ଏହି ମ-ହା-ମା-ରୀ କୋବଳ ରୁ କେମିତି ବଞ୍ଚିବୁ ଏହି ମ-ହା-ମା-ରୀ ର ଚେନ ଟି କେବେ ଭାଙ୍ଗିବ ।
ଏହି ଆଶା ର ସ୍ବପ୍ନ ନେଇ ସରକାର କରିଥିବା ସମସ୍ତ ନିୟମ କୁ ଜନତା ଅନୁସରଣ କରି ଚାଲିଛନ୍ତି। କରୋନା ର ଆ-କ୍ରା-ନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବଢିବ ସହିତ ମ-ର-ଣ ସଂଖ୍ୟା ମଧ୍ୟ ବଢୁଛି । ତେଣୁ ସମସ୍ତଙ୍କ ମନ ରେ ଏହି ଚିନ୍ତା ରହିଛି ।ଏବେ ଏବେ ଦୀର୍ଘ ଦୁଇ ବର୍ଷ ଧରି ଆମେ ସମସ୍ତେ ନିଜ ଘରେ ରହୁଥିଲୁ ସରକାର ଙ୍କ ନିୟମ ଅନୁସାରେ ଏବେ ଏବେ କିଛି ଦିନ ହେବ ନାଇଟ୍ କ-ର୍ଫ୍ୟୁ ବ୍ୟବସ୍ଥା ବ-ଳ-ବ-ତ୍ତ-ର ରହୁଥିଲା ତାହା ଏବେ ମଧ୍ୟ ଚାଲୁଛି ।
କିନ୍ତୁ ସରକାର ଙ୍କ ମତ ଅନୁସାରେ ଏହି ନଭେମ୍ବର ମାସ ୧ ତାରିଖ ରୁ ମଧ୍ୟ କୌଣସି ପରିବର୍ତ୍ତନ ଦେଖା ଜୀବନୀ ପୂର୍ବ ଭଳି ନାଇଟ କ-ର୍ଫ୍ୟୁ ଲାଗି ରହିବ । ଅଧିକ ଖୋଲା ହେବା କମ୍ ବନ୍ଦ ରହିବ ଇତି ସହିତ ଏହି କ-ଟ-କ-ଣା କୁ ଆଂଶିକ ଭାବରେ କିଛିଟା ଓ କିଛି ସ୍ଥାନ ରେ ସ୍ତଗୀତ ରଖିବା ପାଇଁ ନିଷ୍ପତି ନେଇଛନ୍ତି ସରକାର । ଏହି ମାସ ରେ ଦୀପାବଳୀ ଓ କାର୍ତ୍ତିକ ପୂର୍ଣ୍ଣିମା ଭଳି ବଡ଼ ବଡ ପର୍ବ ରହିଥିବା କାରଣ ରୁ ଆହୁରି ଅନେକ ଗାଇଡ ଲାଇନ ପରେ ଆସିବ ନେଇ ସୂଚନା ମଧ୍ୟ ମିଳିଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।