ସାରୁ ଖାଁ କହିଲେ ଏହି ମାନଙ୍କୁ ମୁ ଗୋଟେ ଗୋଟେ କରି ବର୍ବାଦ କରିଦେବି….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଶାହାରୁକ୍ ଆଜି କହୁଛନ୍ତି କି ମୋ ପୁଅ ଉପରେ ହୋଇଥିବା ପ୍ରତିଟି ଅ-ନ୍ୟା-ୟ ର ମୁ ଗୋଟେ ଗୋଟେ କରି  ହିସାବ ନେବି । ଏମିତି କହିବା ପଛରେ ରହସ୍ୟ କଣ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ ମାନ ସମୟରେ ଯୁବ ପୀଢ଼ି ମାନେ କିଛି ବୁଝୁ ନାହାନ୍ତି । କିଛି ମାନୁ ନାହାନ୍ତି ଘର ଲୋକ ଙ୍କ କଥା କୁ ବୁଝୁନାହାନ୍ତି । ଘର ଲୋକେ କେତେ କଷ୍ଟ କରି ମଣିଷ କରିଥାନ୍ତି ପିଲା ମାନଙ୍କୁ ପିଲା ମାନେ କିଛି ଭାବି ନଥାନ୍ତି ।  ଆଜି ର ପିଲା ମାନେ ନିଜର ସଉକ ମେଣ୍ଟାଇବା ପାଇଁ ବହୁତ୍ ପ୍ରକାର କୁ-କାର୍ଯ୍ୟ ରେ ଲିପ୍ତ  ରହୁଛନ୍ତି । ପିଲା ମାନେ ପୁଅ ଙ୍କୁ ଅଥବା ଝିଅ ଙ୍କୁ ଧରି ବିଭିନ୍ନ ଖ-ରା-ପ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି । ମ-ଦ ମାଂସ ରେ ନିଜ ଦିନ କୁ ଅତିବାହିତ କରୁଛନ୍ତି । 

 

ଖରାପ କଥା କହିବା ଖରାପ କାର୍ଯ୍ୟ କରିବା ଆଦି ତାଙ୍କର ପେଶା ହୋଇ ଗଲାଣି । ଆଜିର ଶିକ୍ଷିତ ସମାଜ ଅବକ୍ଷୟ ଅବସ୍ଥା ରେ ପହଞ୍ଚିଲାଣି । କେବଳ ଯୁବ ସମାଜ ହିଁ ଏହାର ଉତ୍ତରଦାୟୀ ଅଟେ ।ସମାଜ ଧୀରେ ଧୀରେ ବି-ଶୃ-ଙ୍ଖ-ଳି-ତ ହେବାର ଲାଗିଛି । ଏସବୁ ର ମୁଖ୍ୟ କାରଣ ହେଉଛି ଆଜିକାଲି ର ଯୁବ ସମାଜ । ଆଜି କାଲି ର ପିଲା ମାନେ ବହୁତ୍ କା-ମ-ନା ଓ ବାସନା ପାଇଁ ମସଦୂର୍ ରହୁଛନ୍ତି । ନିଜର କିଛି ସମୟର ଖୁସି ପାଇଁ ବହୁତ୍ ବଡ଼ ବଡ଼ ଭୁଲ କରି ବସିଛନ୍ତି ଯାହା ର ଫଳ ସଦା ସର୍ବଦା ନାରୀ ଜାତି ଉପରେ ହିଁ ପଡୁଛି । 

 

ସହାରୁକ୍ ଆଜି କହୁଛନ୍ତି କି ମୋ ପୁଅ ଉପରେ ହୋଇଥିବା ପ୍ରତିଟି ଅ-ତ୍ୟା-ଚା-ର ର ମୁ ଗୋଟେ ଗୋଟେ କରି ହିସାବ ନେବି । ତାଙ୍କ ପୁଅ ଜୀବନ ସହିତ ଯେଉଁମାନେ ବିଭିନ୍ନ ପ୍ରକାର ରେ ଖେଳିବା ପାଇଁ ଚାହୁଁଛନ୍ତି ସେ ତାଙ୍କୁ ସମ୍ପୂର୍ଣ ରୂପେ ନଷ୍ଟ କରିଦେବେ । ଏବେ ଏନ୍ ସି ବି ର ନଜର ରେ ରହିଛନ୍ତି ଆରୀୟନ ଖାଁ । ସତୀସ ମାନସିଂହ ଆର୍ଯ୍ୟାନ୍ ଖାଁ ଓ କିଙ୍ଗ ଖାଁ ଙ୍କ ଓକିଲ ସବୁ ପ୍ରକାର ଚେଷ୍ଟା ଚଳାଇଛନ୍ତି କିପରି ଭାବରେ ତାଙ୍କ ପୁଅ ଙ୍କୁ ଏନ୍ ସି ବି କବଳ ରୁ ରକ୍ଷା କରି ପାରିବେ । ଆର୍ଯ୍ୟାନ୍ ଙ୍କ ପାଖରୁ ସେହି ରେଭ ପାର୍ଟି ର ନା କୌଣସି ଟିକେଟ ବାହାରିଛି ନା ସେ ଡ୍ର-ଗ ସେବନ କରିବେ ଖବର ଆସିଛି । ଏବେ ସବୁ କିଛି କଥା ର ଗୁମର ଫିଟୁଛି ଆର୍ଯ୍ୟାନ୍ ଙ୍କ ମୋବାଇଲ ଫୋନ । ଆର୍ଯ୍ୟାନ୍ ପୁଣି ଗୋଟିଏ ନୂଆ କଥା  ଏନ୍ ସି ବି  ପାଖରେ କହିଛନ୍ତି କି ସେ ତାଙ୍କ ବାପା ଙ୍କୁ ଦେଖା କରିବା ପାଇଁ ଅପର୍ଟମେଣ୍ଟ ନେଇଥାନ୍ତି । ଏବେ ବହୁତ୍ କିଛି ପ୍ରଶ୍ନ ସାମ୍ନା କୁ ଆସୁଛି । ଆର୍ଯ୍ୟାନ୍ ଙ୍କ ଦୁଇ ବନ୍ଧୁ ମଧ୍ୟ ଡ୍ର-ଗ କାରବାର ରେ ଧରା ପଡ଼ୁଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *