ଗତ ରବିବାର ଦିନ ଖେଳା ଯାଇଥିବା ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚରେ ଭାରତ ର ପରାଜୟ ପରେ ବର୍ତ୍ତମାନ ଭାରତ କୁ ନେଇ ଅନେକ ସମାଲୋଚନା କରାଯାଉଛି ।ଭାରତୀୟ କ୍ରିକେଟ ପ୍ରେମୀ ମାନେ ଭାରତ ର ଏହି ପରାଜୟ କୁ ସହଜ ରେ ଗ୍ରହଣ କରି ପାରୁ ନାହାଁନ୍ତି। ଟ୍ବେ-ଣ୍ଟି ଟ୍ବେ-ଣ୍ଟି ବିଶ୍ବକପରେ ଭାରତ ର ଲଗାତାର ଭାବରେ ଏମିତି ଦୁଇଟି ପରାଜୟ ପାଇଁ ଭାରତ ସେମିଫାଇନାଲ ଖେଳିବା ଆଶା କ୍ଷୀଣ ହୋଇଯାଇଛି ।
ନ୍ୟୁଜିଲାଣ୍ଡ ଟିମ୍ ଇଣ୍ଡିଆ କୁ ୮ ଓ୍ବିକେଟରେ ପ-ରା-ସ୍ତ କରିଥିଲା ଗତ ରବିବାର ଦିନ। ବର୍ତ୍ତମାନ ଟିମ୍ ଇଣ୍ଡିଆ ର ଏହିଭଳି ନୈ-ରା-ଶ୍ୟଜନକ ପ୍ରଦର୍ଶନ ପାଇଁ ଦେଶ ବ୍ୟାପି କ୍ରିକେଟ ପ୍ରେମୀ ମାନେ ତୀ-ବ୍ର ଅସ-ନ୍ତୋ-ଷ ବ୍ୟକ୍ତ କରୁଛନ୍ତି । ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବିଭିନ୍ନ ପ୍ରକାର ର ମତ ଦେଖିବାକୁ ମିଳୁଛି ।
ଆଇ ପି ଏଲ ବ୍ୟା-ନ୍ ହେବା ଦାବି ଏବେ ଟ୍ବି-ଟ-ର ରେ ଟ୍ରେଣ୍ଡ ହେବାରେ ଲାଗିଛି । ପ୍ରଶଂସକ ମାନେ ଏହା କହିଛନ୍ତି ଯେ, ଅନ୍ତରାଷ୍ଟ୍ରୀୟ ସ୍ତରର ବିଶ୍ୱକପ୍ ରେ ତ ଭାରତୀୟ ଦଳ ନୈ-ରା-ଶ୍ୟଜନକ ପ୍ରଦର୍ଶନ କରୁଛି ଆଉ ଭାରତରେ ଏତେ ଦାମୀ ଲିଗ୍ କରି କି ଲାଭ ?ଅନେକ ଟ୍ବିଟର ବ୍ୟବହାରକାରୀ ମାନେ #BanIPL ଲେଖି ପୋ-ଷ୍ଟ କରୁଛନ୍ତି ।
ବର୍ତ୍ତମାନ ସମୟ ରେ କ୍ରିକେଟ ପ୍ରଶଂସକ ମାନେଭାରତୀୟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କୁ ପ୍ରବଳ ବି-ରୋ-ଧ ଭାବ ପ୍ରଦର୍ଶନ କରୁଛନ୍ତି । ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ବି-ପ-କ୍ଷ ରେ ଟିମ୍ ଇଣ୍ଡିଆ ର ଲ-ଜ୍ୟା ଜନକ ପରାଜୟ ପାଇଁ ବର୍ତ୍ତମାନ ଟ୍ବିଟରରେ ଟ୍ରୋ-ଲ ହେଉଛି ଆଇପିଏଲ ଏବଂ ଏହା ସହିତ ମଧ୍ୟ ପ୍ରଶ୍ନବାଚୀ ଲାଗିଛି ମେଣ୍ଟର ଧୋନି ଙ୍କ ଭୂମିକା କୁ ନେଇ।
ଭାରତ ଏହି ଟି -୨୦ ବିଶ୍ବକପ ରେ ଦୁଇ ଥର ପରାସ୍ତ ହେବା ପରେ ବର୍ତ୍ତମାନ ଟିମ ଇଣ୍ଡିଆ ଗ୍ରୁପ୍-୨ ରେ ୫ମ ସ୍ଥାନରେ ରହିଛି ଏବଂ ୨ୟ ମ୍ୟାଚ ଜିତି ନ୍ୟୁଜିଲାଣ୍ଡ ତୃତୀୟ ସ୍ଥାନକୁ ଉଠିଛି ।ପାକିସ୍ତାନ ତିନୋଟି ଯାକ ମ୍ୟାଚ ଜିତି ଗ୍ରୁପ୍ର ପ୍ରଥମ ସ୍ଥାନରେ ଏବଂ ତାର ପ-ଏ-ଣ୍ଟ ରହିଛି ୬ । ଦ୍ଵିତୀୟ ସ୍ଥାନ ରେ ରହିଛି ଆଫଗାନିସ୍ତାନ ଏବଂ ୪ର୍ଥ ସ୍ଥାନ ରେ ରହିଛି ନାମିବିୟା , ପଞ୍ଚମ ସ୍ଥାନ ରେ ରହିଛି ଭାରତ ଏବଂ ଅନ୍ତିମ ସ୍ଥାନରେ ରହିଛି ସ୍କଟଲାଣ୍ଡ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।