ବିଶ୍ୱକପ ରେ ଲଗାତାର ଲଜ୍ୟାଜନକ ପରାଜୟ ପରେ Captain ବିରାଟ କୋହଲି ଙ୍କୁ ଧମକ…

ଟି -୨୦ ବିଶ୍ବକପରେ ଭାରତ ପ୍ରଥମେ ପାକିସ୍ତାନ ଠୁ ଲଜ୍ୟା ଜନ୍ନକ ଭାବରେ ପ-ରା-ସ୍ତ ହୋଇଥିଲା ଏବଂ ପୁଣି ଏହି ରବିବାର ଦିନ ନ୍ୟୁଜିଲାଣ୍ଡ ବି-ପ-କ୍ଷ ରେ ପୁଣି ପରାଜିତ ହୋଇଛି । ବର୍ତ୍ତମାନ ଟିମ୍ ଇଣ୍ଡିଆ ର ଏହି ଭଳି ଖରାପ ପ୍ରଦର୍ଶନ ପାଇଁ ଅନେକ ପ୍ରକାରର ସମାଲୋଚନାର ଶିକାର ହେବାକୁ ପଡୁଛି । ବର୍ତ୍ତମାନ ଟିମ୍ ଇଣ୍ଡିଆ ର ଏହିଭଳି ନୈ-ରା-ଶ୍ୟଜନକ ପ୍ରଦର୍ଶନ ପାଇଁ ଦେଶ ବ୍ୟାପି କ୍ରିକେଟ ପ୍ରେମୀ ମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ।

 ସବୁଠୁ ବଡ ଖବର ଏହା ଯେ ବର୍ତ୍ତମାନ ବିଶ୍ୱକପ୍ ରେ ଦୁଇଟି ମ୍ୟାଚ୍ ରେ ହାରିବା ପରେ ସୋସିଆଲ ମି-ଡି-ଆ ରେ ଟିମ୍ ଇଣ୍ଡିଆ ର ଅଧିନାୟକ ବିରାଟ କୋହଲି ଙ୍କୁ ଟା-ର୍ଗେ-ଟ କରାଯାଉଛି । ପ୍ରଥମେ ପାକିସ୍ତାନ ବି-ପ-କ୍ଷ ରେ ଲ-ଜ୍ଜା-ଜନକ ଭାବରେ ପରାଜୟ ଏବଂ ପରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଶୋଚନୀୟ ପରାଜୟ ପରେ ବର୍ତ୍ତମାନ କ୍ରିକେଟ ପ୍ରଶଂସକ ମାନେ ସୋସିଆଲ ମିଡିଆରେ ଅନେକ ଖରାପ କରି କଥା ସବୁ କହୁଛନ୍ତି ।ଖେଳାଳି ମାନଙ୍କ ପ୍ରତି ଅ-ଶ୍ଳୀ-ଳ ଭାଷା ର ପ୍ରୟୋଗ କରିବା ସହିତ ସେମାନଙ୍କୁ ଅନେକ ପ୍ରକାରର ଗା-ଳି ଗୁଲଜ ମଧ୍ୟ କରୁଛନ୍ତି । 

 ଏହା ସହିତ ବଡ କଥା ଟି ଏହା ଯେ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ କୋହଲିଙ୍କ ପରିବାର ଲୋକଙ୍କୁ ଟା-ର୍ଗେ-ଟ କରାଯିବା ସହିତ ଅନେକ ପ୍ରକାରର ଧମକ ମଧ୍ୟ ମିଳୁଛି ।ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ୍‌ ଉଲ ହକ୍‌  ଏହି କଥା କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଏହା କହିଛନ୍ତି ଯେ ,” କ୍ରିକେଟ ହେଉଛି ଏକ ଖେଳ ଯେଉଁ ଠିରେ କୌଣସି ନିଶ୍ଚିନ୍ତତା ରହି ନାହିଁ । ସେଥିପାଇଁ ଖେଳ କୁ ନେଇ ଖେଳାଳି ମାନଙ୍କୁ ଏରି ଧ-ମ-କ ଦେବା ସଂପୂର୍ଣ୍ଣ ଭାବେ ଭୁଲ । 

ସେ ଏହା ପରେ କହିଲେ ଯେ ଯଦି କୋହଲି ଙ୍କ ବ୍ୟା-ଟିଂ କିମ୍ବା ଅଧିନାୟକତ୍ବ ଆପଣଙ୍କୁ ଠିକ୍ ଲାଗୁ ନାହିଁ ତାହେଲେ ତାଙ୍କୁ କିଛି ବି କୁହନ୍ତୁ କିନ୍ତୁ ତାଙ୍କ ପରିବାର ଲୋକଙ୍କୁ ଏଭଳି ଧମକ ଦେବା ଆଦୌ ଠିକ ନୁହେଁ ।’କ୍ରିକେଟ ଖେଳକୁ ଏକ ଖେଳ ହିସାବ ରେ ନିଆଯିବା ଉଚିତ କିନ୍ତୁ ଏଭଳି ଟିମ୍ ର ପରାଜୟ କୁ ନେଇ ଖେଳାଳି ଙ୍କୁ ଗାଳିଗୁଲଜ କରିବା ସହ ସେମାନଙ୍କ ପରିବାର କୁ ନେଇ ଧମକ ଦେବା ଆଦୌ ଠିକ୍ ନୁହେଁ ।

ଭାରତୀୟ ଟିମକୁ ପୂର୍ବରୁ କେବେ ଏଭଳି ଭାବେ ଦେଖିବାକୁ ମିଳିନଥିଲା ବୋଲି ସେ କହିଛନ୍ତି ଏବଂ ଏହା ମଧ୍ୟ କହିଛନ୍ତି ଯେ ପାକିସ୍ତାନ ଠାରୁ ପରାସ୍ତ  ହେବା ପରେ ଭାରତୀୟ ଖେଳାଳିମାନଙ୍କ ଉପରେ ଚାପ ରହିଥିଲା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ସେମାନେ ସେହି ପ୍ରେସର୍ ରେ ଠିକ୍ ଭାବରେ ଖେଳି ପାରିଲେ ନାହିଁ। କହିଛନ୍ତି ଯେ ,” ଖେଳ ରେ ତ ହାର୍ ଜିତ୍ ଲାଗି ଅଛି ସେଥିପାଇଁ ପରାଜୟ କୁ ସ୍ବୀକାର କରି ପରବର୍ତ୍ତୀ ମ୍ୟାଚ ପାଇଁ ପ୍ରସ୍ତୁତି ହେବା ଆବଶ୍ୟକ । ଶେଷ ରେ ଏହା କହିଥିଲେ ଯେ ,” କ୍ରିକେଟ ଖେଳ ପାଇଁ କୌଣସି ଖେଳାଳି ଙ୍କୁ ସୋସିଆଲ ମିଡିଆରେ ଏଭଳି ଗା-ଳି ଗୁଲଜ କରିବା କିମ୍ବା ଧ;ମ-କ ଦିଅନ୍ତୁ ନାହିଁ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *