ଆସନ୍ତାକାଲି ଠାରୁ ଏହି ସବୁ ମୋବାଇଲ୍ ଗୁଡ଼ିକ ରେ ହ୍ୱାଟସଆପ୍ ବ-ନ୍ଦ ହେବାକୁ ଯାଉଛି – ଜାଣନ୍ତୁ ସଂପୂର୍ଣ୍ଣ ଖବର …

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ ,  ଆସନ୍ତାକାଲି ଠାରୁ କେଉଁ ସବୁ ମୋବାଇଲ୍ ଗୁଡ଼ିକ ରେ ହ୍ୱାଟସଆପ୍ ବ-ନ୍ଦ ହେବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ହ୍ୱାଟସଆପ୍ ବ୍ୟବହାର କରୁଥିବା ଲୋକ ମାନଙ୍କ ପାଇଁ ବର୍ତ୍ତମାନ ସମୟ ରେ ସାମ୍ନା କୁ ଆସିଛି ଏକ ବଡ ଖବର । ଆସନ୍ତା କାଲି ଠୁ କିଛି ଫୋନ୍ ଗୁଡ଼ିକ ରେ ବ-ନ୍ଦ ହୋଇଯିବ ହ୍ୱାଟସଆପ୍ । ଆଉ କେବେ ବି ସେହି ଫୋନ୍ ରେ ହ୍ୱାଟସଆପ୍ କୁ ଡାଉନଲୋଡ କଲେ ମଧ୍ୟ ଆଉ ଖୋଲିବ ନାହିଁ ହ୍ୱାଟସଆପ୍ । ଏହି ଖବର ଟି ବର୍ତ୍ତମାନ ଲୋକ ମାନଙ୍କୁ ପକାଇ ଦେଇଛି ଚିନ୍ତା ରେ । 

 

ତେବେ କିଛି କମ୍ପାନୀ ଗୁଡ଼ିକ ଏବେ ଘୋଷଣା କରିଛନ୍ତି ଯେ ଏହି ସବୁ କ-ମ୍ପା-ନୀ ଗୁଡ଼ିକ ର ମୋବାଇଲ୍ ରେ ଆଉ ଚାଲିବନି ହ୍ୱାଟସଆପ୍ । ସେହି ମୋବାଇଲ୍ ବ୍ୟବହାର କରୁଥିବା ଲୋକ ମାନେ ସୁବିଧା ରେ ପଡ଼ି ପାରନ୍ତି ।କମ୍ପାନୀ ର ଘୋଷଣା ଅନୁସାରେ ବର୍ତ୍ତମାନ ଆ-ଣ୍ଡ୍ର-ଏଡ ଏବଂ ଆଇ-ଓ-ଏସ ର ପୁରୁଣା ଫୋନ୍ ଗୁଡ଼ିକ ରେ ଆଉ କାମ କରିବ ନାହିଁ ହ୍ୱାଟସଆପ୍ । 

 

ତେବେ ସୂଚନା ଯୋଗ୍ୟ କଥା ଏହା ଯେ , ଆଣ୍ଡ୍ରଏଡ ୪.୧ ଏବଂ ଆଇ-ଓ-ଏସ  ୧୦ ରୁ କମ ହୋଇଥିବା ଭ-ର୍ସ-ନ ଗୁଡ଼ିକ ର ଫୋନ ଗୁଡ଼ିକ ରେ ଏବେ ବନ୍ଦ ହେବାକୁ ଯାଉଛି ହ୍ୱାଟସଆପ୍ । ଯାହା ଫଳରେ ବର୍ତ୍ତମାନ ଏହି ଫୋନ ବ୍ୟବହାର କରୁଥିବା କିଁ ମାନେ ଏବେ ଅସୁବିଧା ର ସ-ମ୍ମୁ-ଖୀ-ନ ହୋଇ ପାରନ୍ତି ।ଯଦି ଏହି ତାଲିକା ରେ ଆପଣଙ୍କ ଫୋନ ରହିଛି ତାହେଲେ ତୁ-ର-ନ୍ତ ବଦଳାଇ ଦିଅନ୍ତୁ ନଚେତ୍ ହଇରାଣ ରେ ପଡ଼ି ପାରନ୍ତି ।

 

ପୁରୁଣା ଫୋନ୍ ଗୁଡ଼ିକ ରେ ହ୍ୱାଟସଆପ୍ କୁ ବ-ନ୍ଦ କରିବା ସତରେ ଏହା ସମସ୍ତଙ୍କ ପାଇଁ ଏକ ଖରାପ ଖବର ।ତେବେ ହ୍ୱାଟସଆପ୍ ବ୍ୟବହାର କାରି ମାନେ ହ୍ୱାଟସଆପ୍ ର ଏଫ୍ କିୟୁ ସେ-କ୍ସ-ନ କୁ ଯାଇ ଏହାର ଅପରେଟିଂ ସି-ଷ୍ଟ-ମ୍ ର ଲିଙ୍କ କୁ ଚେକ୍ କରିପାରିବେ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *