Rani Panda ଫୁଣି ଆସିଲେ Live… କାନ୍ଦିଲେ ଭୋ ଭୋ Video ଦେଖିଲେ ଆପଣ ବି ହସିବେ । Watch Video…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , କେଉଁ କାରଣ ପାଇଁ ରାନୀ ପଣ୍ଡା ସଲମାନ୍ ଙ୍କ ପାଇଁ ବିକଳ ହୋଇ କାନ୍ଦିଛନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ଆପଣ ମାନେ ତ ଯାତ୍ରା କୁଇନ ରାନୀ ପଣ୍ଡା ଙ୍କ ବେଶ୍ ଭଲ ଭାବରେ ଜାଣି ଥିବେ । ରାନୀ ପଣ୍ଡା ଙ୍କୁ ଆପଣ ମାନେ ମଧ୍ୟ ଅନେକ ସମୟ ରେ ସୋସିଆଲ ମିଡ଼ିଆ ରେ ମଧ୍ୟ ଦେଖିବାକୁ ପାଇଥିବେ । ସେ ଏପରି କିଛି କାର୍ଯ୍ୟ କରିଥାନ୍ତି ଯେ ଅନେକ ସମୟ ରେ ସୋସିଆଲ ମି-ଡ଼ି-ଆ ରେ ଚ-ର୍ଚ୍ଚା ର ବିଷୟ ପାଲଟି ଯାଆନ୍ତି ।ବର୍ତ୍ତମାନ ପୁଣି ଚ-ର୍ଚ୍ଚା କୁ ଆସିଛନ୍ତି ରାନୀ ପଣ୍ଡା । ଭୋ ଭୋ ହୋଇ କାନ୍ଦିଲେ ଯାତ୍ରା କୁଇନ୍ । ଯାହା କୁ ଦେଖିଲେ ଆପଣଙ୍କ ହୃଦୟ କୁ କ-ଷ୍ଟ ଲାଗିବ । ତେବେ ରାନୀ ପଣ୍ଡା କାହିଁକି କାନ୍ଦିଛନ୍ତି ଏବଂ କାନ୍ଦି କାନ୍ଦି କଣ ସବୁ କହିଛନ୍ତି ଆସନ୍ତୁ ଜାଣି ନେବା ।

 

ବର୍ତ୍ତମାନ ସମୟ ରେ ସୋସିଆଲ ମି-ଡ଼ି-ଆ ରେ ଏକ ଭି-ଡି-ଓ ନି-ଆଁ ଭଳି ଭା-ଇ-ରା-ଲ ହେବାରେ ଲାଗିଛି । ଯେଉଁଥିରେ କି ଏହା ଦେଖିବାକୁ ମିଳୁଛି ଯେ ରାନୀ ପଣ୍ଡା ସେହି ଭିଡିଓ ରେ ଘୋ ଘୋ ହୋଇ କାନ୍ଦୁ ଛନ୍ତି ଏବଂ ସଲମାନ୍ ଖାନ ଙ୍କୁ କିଛି କହୁଛନ୍ତି । ତେବେ ଆସନ୍ତୁ ଜାଣିବା କାନ୍ଦୁଥିବା ସମୟ ରେ ରାନୀ ପଣ୍ଡା ସଲମାନ୍ ଖାନ୍ ଙ୍କୁ କଣ ସବୁ କହିଛନ୍ତି ।

 

ରାନୀ ପଣ୍ଡା କାନ୍ଦି କାନ୍ଦି ଏହା କହୁଛନ୍ତି ଯେ ,’ ସଲମାନ ମୁ ତୁମକୁ ବହୁତ୍ ଭଲ ପାଏ । ମୋ ସହ ଟିକେ ଦେଖା କର । ମୋର କିଛି ବି ଦରକାର ନାହିଁ କେବଳ ତମେ ହିଁ ଦରକାର ମୋର । ଏହା ପରେ ପୁଣି କାନ୍ଦି କାନ୍ଦି କହିଛନ୍ତି ଯେ ହେ ଭଗବାନ ମତେ ସଲମାନ୍ ଙ୍କ ସହ ଫିଟ୍ କରିଦିଅ । କାନ୍ଦି କାନ୍ଦି ଏହା କହୁଛନ୍ତି ଯେ ସଲମାନ୍ ଥରେ ଦେଖା ହୁଅ ମୋ ସାଙ୍ଗରେ । ସଲମାନ୍ ତମେ ହେଉଛି ମୋର ସ୍ଵପ୍ନ ର ରାଜା ଥରୁଟିଏ ମୋ ସହ ଦେଖା ହୋଇ ଯାଅ ।

 

ସୋସିଆଲ ମଡ଼ିଆ ରେ ଭା-ଇ-ରା-ଲ୍ ହେଉଥିବା ରାନୀ ପଣ୍ଡା ଙ୍କ ର ଏହି ଭିଡିଓ ଟି କେଉଁ ସମୟ ର ଏହା ଜଣା ନଥିବା ସମୟ ରେ ବର୍ତ୍ତମାନ ଏହି ଭି-ଡି-ଓ ଟି ସୋସିଆଲ ମି-ଡି-ଆ ରେ ବେଶ୍ ଭା-ଇ-ରା-ଲ ହେବାରେ ଲାଗିଛି । ଭି-ଡି-ଓ ରେ ରାନୀ ପଣ୍ଡା ଭୋ ଭୋ କାନ୍ଦି ଏ ସବୁ କିଛି କଥା କହିଛନ୍ତି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *