ସଲମାନ୍ ନୁହନ୍ତି କି ସାହରୁକ୍ – କେବଳ ବଲିଉଡ୍ ର ଏହି ଅଭିନେତା ଙ୍କୁ ଭେଟିବାକୁ ଚାହୁଁ ଥିଲେ କନଡ଼ ସୁପରଷ୍ଟାର ପୁନିତ …

 

କନ୍ନଡ ସୁପରଷ୍ଟାର ପୁନିତ ରାଜକୁମାର ଭେଟିବା ପାଇଁ ଚାହୁଁଥିଲେ ନିଜ ପସନ୍ଦ ର ଏହି ଅଭିନେତା ଙ୍କୁ କିନ୍ତୁ ତାଙ୍କର ସ୍ବପ୍ନ ରହିଗଲା ଅଧାରେ । ସ୍ଵପ୍ନ ଟି ପୂରଣ ହେବା ପୂର୍ବରୁ ହିଁ ସେ ସବୁ ଦିନ ପାଇଁ ଆଖି ବୁଝି ଦେଲେ । ୪୬ ବର୍ଷୀୟ ପୁନିତ ଶୁକ୍ରବାର ଦିନ  ସକାଳେ ଜିମ୍‌ରେ ବ୍ୟା-ୟା-ମ କରୁଥିବା ସମୟରେ ଛାତି ରେ ଯ-ନ୍ତ୍ର-ଣା ଅନୁଭବ ହୋଇଥିଲା ଏବଂ ସେ ହଠାତ୍ ଅଚେତ୍ ହୋଇ ଯାଇଥିଲେ । 

 

ଏହା ପରେ ତାଙ୍କୁ ତୁରନ୍ତ ବାଙ୍ଗାଲୋର ର ବିକ୍ରମ ହ-ସ୍ପି-ଟା-ଲ ରେ ଭ-ର୍ତ୍ତି କରା ଯାଇଥିଲା  ଏବଂ ସେଠାରେ ସେ ଆଇ-ସି-ୟୁ ରେ ରହିଥିଲେ ଏବଂ ତାଙ୍କର ଚି-କି-ତ୍ସା କରା ଯାଉଥିଲା କିନ୍ତୁ ଦୁଃଖ ର ଖବର ଯେ ସବୁ ସତ୍ତ୍ବେ ମଧ୍ୟ ତାଙ୍କୁ ବଞ୍ଚାଇ ପାରିଲେନି ଏ-କ୍ସ୍ପ-ର୍ଟ ଡକ୍ଟର ମାନେ ।

 

ପୁନିତ ରାଜକୁମାର କନ୍ନଡ ସିନେମାରେ  ‘ପାୱାର ଷ୍ଟାର୍‌’ ନାମରେ ଜଣାଶୁଣା। ପୁନିତ ଙ୍କ ଶ୍ରଦ୍ଧା ନାମ ହେଉଛି ଅପ୍ପୁ । ପିଲାଟି ଦିନରୁ ସେ ସିନେମା ଜଗତ  ସହ ଜଡ଼ିତ। ସେ ୬ ମାସର ହୋଇଥିବା ବେଳେ ‘ପ୍ରେମଦା କାନିକେ’ ନାମକ ସିନେମା ରେ ଅଭିନୟ କରିଥିଲେ। ୧୪ ଟି ସିନେମା ରେ ସେ ଶିଶୁ କଳାକାର ଭାବରେ ଅଭିନୟ କରିଛନ୍ତି।

 

 

୧୯୮୫ ମସିହା ରେ ଶିଶୁ କଳାକାର ପାଇଁ ତାଙ୍କୁ ଜାତୀୟ ପୁରସ୍କାର ମିଳିଥିଲା । ସେ ୨୦୦୨ ମସିହା ରେ କନ୍ନଡ ସିନେମା ‘ଅପ୍ପୁ’ ମାଧ୍ୟମରେ ସେ ପ୍ରଥମ କରି ମୁଖ୍ୟ ଭୂମିକା ଡେ-ବ୍ୟୁ କରିଥିଲେ । ସେ ସେହି ସିନେମା ରେ ଏକ କଲେଜ ଛାତ୍ର ଭାବରେ ଦେଖିବାକୁ ମିଳିଥିଲେ ଏବଂ ତାଙ୍କର ସେ ସିନେମା ଟି ସୁପର୍ ହିଟ ହୋଇଥିଲା । 

 

ମୃ-ତ୍ୟୁ ପରେ ତାଙ୍କର ଥିବା ଇଚ୍ଛା ବିିଷୟରେ ଜଣାଇଛନ୍ତିି ଅଭିନେତା ଦାନିଶ। ଦାନିଶଙ୍କ କହିବା ଅନୁଯାୟୀ ,” ଆମାଜନ ପ୍ରାଇମ ଭି-ଡି-ଓ ଟିମ ଯେତେବେଳେ ପୁନିତ୍ ଙ୍କୁ ପଚାରିଥିଲେ ଯେ ତୁମେ କାହିଁକି ଚୁପଚାପ୍ ଏକ କୋଣରେ ଠିଆ ହୋଇଛ ଏବଂ ତୁମେ କାହା ସହିତ ଫି-ଲ୍ମ କରିବାକୁୁ ଚାହୁଁଛ । ଏହା ପରେ ତାଙ୍କୁ କହିଥିଲେ ଯେ ତୁମେ ଯାହା ସହିତ ସିନେମା କରିବାକୁ ଚାହୁଁଛ ତାଙ୍କର ନାମ କୁହ ,ତାଙ୍କୁ ତୁମ ସହ କାମ କରିବା ପାଇଁ ଆମେ ପ୍ରସ୍ତାବ ଦେବୁ । ଏହା ପରେ ପୁନିତ ଖୁସି ହୋଇ କହିଥିଲେ ଯେ , ସତରେ ,ମୁଁ ପଙ୍କଜ ତ୍ରିପାଠି ଙ୍କ ସହ ଭେଟିବାକୁ ଚାହେଁ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *