Diwali ଧମାକା Offer – 101 ଟଙ୍କାରେ SmartPhone… ଜାଣନ୍ତୁ କେମିତି ପାଇବେ….

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ୧୦୧ ଟଙ୍କା ରେ କିପରି ପାଇ ପାରିବେ ଏକ ସ୍ମାର୍ଟ ଫୋନ୍ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ଏବେ ମାତ୍ର ୧୦୧ ଟଙ୍କା ରେ ମିଳୁଛି ସ୍ମା-ର୍ଟ ଫୋନ୍ । ହୁଏତ ଏହି କଥା ଟି ଆପଣଙ୍କ ର ବିଶ୍ୱାସ ହୋଇ ନପାରେ କିନ୍ତୁ ଏହା ପୁରା ସତ କଥା । ଏହି ଦୀପାବଳୀ ସମୟ ଚାଲିଛି ଏହି ଅବସର ରେ ବର୍ତ୍ତମାନ ସବୁଠି ଦୀପାବଳୀ ସେଲ ବି ଚାଲିଛି । ଆଉ ଏହି ଅବସର ରେ ମଧ୍ୟ ଅନେକ ମହଙ୍ଗା ଜିନିଷ ଗୁଡ଼ିକ ବହୁତ୍ ଶସ୍ତା ମିଳୁଛି । ଅନେକ ସ୍ମା-ର୍ଟ ଫୋନ୍ କ-ମ୍ପା-ନୀ ଗୁଡ଼ିକ ମଧ୍ୟ ନିଜ ଫୋନ୍ ଉପରେ ଭାରି ରିହାତୀ ଦେଉଛନ୍ତି ।

ଏବେ Vivo ଫେଷ୍ଟିଭ ସିଯିନ୍ ରେ ଦମଦାର ଅଫର ନେଇ ଆସିଛି । ଏଥିରେ ଆପଣ ଭିଭୋ ର ସ୍ମାର୍ଟ ଫୋନ୍ କୁ ମାତ୍ର ୧୦୧ ଟଙ୍କା ରେ କିଣି ପାରିବେ ବୋଲି ଜଣା ପଡିଛି । Vivo x70 ଶିରିଜ ,Vivo v21 ,Vivo y73 ଶ୍ରିରିଜ୍ ର ଅନେକ ଅଫର ସହିତ ଲାଟେଷ୍ଟ ରହିଛି । ଏହି ଅଫର ବର୍ତ୍ତମାନ ଅନଲାଇନ୍ ରେ ଉ-ପ-ଲ-ବ୍ଧ ରହିଛି ଏବଂ ଏହାର ବୈଧତା ୭ ନଭେମ୍ବର ପର୍ଯ୍ୟନ୍ତ ହିଁ ରହିବ ।ଭିଭୋ ବାଯାଜ ଫାଇନାନସ ସହିତ ପାର୍ଟନର କରିଛି ଯାହା ଫଳରେ ଗ୍ରାହକ ମାନେ ମାତ୍ର ୧୦୧୦ ଟଙ୍କା ରେ ଫୋନ୍ କିଣି ପାରିବେ । ଏଥି ସହିତ କିଛି ବଛା ବଛା କାର୍ଡ ରେ ୧୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାସବ୍ୟକ୍ ମିଳି ପାରିବ ।

ବାଯାଜ ଫାଇନାନସ ରେ ୧୫ ହଜାର ରୁ ଉପରକୁ ହୋଇଥିବା ସ୍ମାର୍ଟ ଫୋନ୍ କୁ ଆପଣ ମାତ୍ର ୧୦୧ ଟଙ୍କା ରେ କିଣି ପାରିବେ । ଭିଭୋ ବାଯାଜ ଫାଇନାନସ ପାର୍ଟନର ସହିତ ଅତିରିକ୍ତ ୯ କଷ୍ଟ ଇ ଏମ୍ ଆଇ ବି-କ-ଳ୍ପ ମଧ୍ୟ ଉପ-ଲ-ବ୍ଧ ହେବ । Vivo y73 ଶିରିଯ, Vivo v21 ସୀରିଜ୍ ଏବଂ  Vivo x70 ସିରିକଜ ର ଫୋନ୍ କୁ କିଣିବା ପାଇଁ ଯଦି ଆପଣ ଆଇ ସି ଆଇ ସି ବ୍ୟାଙ୍କ୍ , ଏଚ ଡି ଏଫ୍ ସି  ଫଇନାନସ୍ , ଆଇ ଡି ଏଫ୍ ସି ବ୍ୟାଙ୍କ୍ ର କାର୍ଡ ରୁ ପେମେଣ୍ଟ କରୁଛନ୍ତି ତାହେଲେ ୨୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବାକ ପାଇବେ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *