Harabhajan Singh ଦେଲେ କଡା ଚେତାବନୀ ପାକିସ୍ତାନ ବୋଲର Amir Khan…

 

 

ଭାରତ ଏବଂ ପାକିସ୍ତାନ ମ୍ୟା-ଚ ଶେଷ ହୋଇଯିବା ପରେ ବର୍ତ୍ତମାନ ଟ୍ୱି-ଟ ରେ ଯୁ-ଦ୍ଧ ଆ-ର-ମ୍ଭ ହୋଇଛି । ବନ୍ଧୁଗଣ ଇଣ୍ଡିଆ ପାକିସ୍ତାନ ର ଯେଉଁ ମ୍ୟାଚ୍ ହୋଇଥିଲା ଏହା ପରେ ସୋସିଆଲ ମିଡ଼ିଆ ଉପରେ ଆରମ୍ଭ ହୋଇଯାଇଛି ଯୁ-ଦ୍ଧ । ହରଭଜନ ସିଂହ ଏହା କହିଛନ୍ତି ଯେ ,” ହୋଇଥିବା ଭାରତ  ପାକିସ୍ତାନ ମ୍ୟାଚ୍ ରେ ପାକିସ୍ତାନ ତାର ଭଲ ପ୍ରଦର୍ଶନ କରିଥିଲା । ପାକିସ୍ତାନ ଉଭୟ ବ୍ୟା-ଟିଂ ଏବଂ ବୋ-ଲିଂ ରେ ଭାରତ କୁ ହରାଇ ଥିଲା । ଭାରତୀୟ ମାନେ ତାହାକୁ ଗ୍ରହଣ କଲେ ଯେ ସେମାନେ ଆମ ଠାରୁ ଭଲ ଖେଳି ଥିଲେ ବୋଲି ।ଏହା ପରେ ସେ କହିଛନ୍ତି ଯେ ମୁଁ ଏବଂ ଶୋଏବ ଅକତର ଆମେ ଦୁଇ ଜଣ ଉଭୟ  ନିଜ ନିଜର ଟିମ୍ କୁ ସପୋର୍ଟ କରିଥାଉ ଏବଂ ସୋସିଆଲ ମିଡ଼ିଆ ଜରିଆରେ ନିଜ ନିଜର ଟିମ୍ ର ପ୍ରଶଂସା କରିଥାଉ । 

 

ଏମିତିକି କି ଆମେ ଦୁଇ ଜଣ ପରସ୍ପରକୁ ଅପମାନିତ କରିବା  କିମ୍ବା କୌଣସି ମ-ନ୍ତ-ବ୍ୟ ଦେବା ର ସୁଯୋଗ କୁ ହାତଛଡ଼ା କରି ନଥାଉ । ହର ଭଜନ ଏହା କହିଛନ୍ତି ଯେ, ଆମ ଦୁଇ ଜଣ ଙ୍କ କଥା ମଝିରେ ଅନ୍ୟ ଏକ ଲୋକ ମଝିରେ ଆସିଲା ମହମ୍ମଦ ଆମୀର୍ ଏବଂ ଏହା କହି କହିଲେ ଯେ ସିଏ କିଏ ? ଯେତେବେଳେ ମ୍ୟାଚ୍ ରେ ଭାରତ ହାରିଗଲା ସେତେବେଳେ ଶୋଏବ ତାଙ୍କୁ କହିଥିଲେ କି ହର ଭଜନ କେଉଁଠି ଅଛ ଏବଂ ହର ଭଜନ ତାଙ୍କୁ କହିଥିଲେ ଯେ ମୁଁ ଏଇଠି ଅଛି  ଏବଂ କହିଲେ ଯେ ତୁମ ଟିମ୍ ବହୁତ୍ ଭଲ ଖେଳିଛି ଏବଂ ଆମେ ନିଜର ପରାଜୟ କୁ ସ୍ବୀ-କା-ର ମଧ୍ୟ କରୁଛୁ ।

 

 ଏହାପରେ ଶୋଏବ ମଧ୍ୟ କହିଥିଲେ ଯେ ଟିମ୍ ଇଣ୍ଡିଆ ବି ଗୋଟେ ଭଲ ଟିମ୍ ସେ ଫାଇନାଲ କୁ ଯାଉ ମୁ ଆଶା କରୁଛି । ଏହି ପରି ଭାବରେ ସେ ଦୁଇ ଜଣ ଙ୍କ ମଧ୍ୟରେ ଏତିକି ରେ କଥା ବାର୍ତ୍ତା ଶେଷ ହୋଇଥିଲା ।ଏହା ପରେ ଅମିର୍ ଏହା ଟ୍ୱି-ଟ କରି କହିଥିଲେ ଯେ , ” ହର ଭଜନ ଙ୍କୁ ମୁ ପଚାରିବାକୁ ଚାହୁଁଛି ସେହି ମ୍ୟା-ଚ୍ କୁ ଦେଖିବା ପରେ ହରଭଜନ ନିଜର ଟିଭି କୁ ଭାଙ୍ଗିଛନ୍ତି ନା ନାହିଁ । ଶେଷ ଓଭର ରେ ଅମୀର ଙ୍କୁ ଛକା ମାରୀ ଥିଲେ ହରଭଜନ ସିଂହ ଭରତ କୁ ଜିତାଇ ଥିଲେ ।କହିଲେ କି ସେ ଛକା ଟି ଯାଇ ଅମୀର ତୁମ ଟିଭି ଉପରେ ଯାଇ ପଡ଼ି ନାହିଁ ତ ।

 

 ଏହାପରେ ପୁଣି ହରଭଜନ କହିଥିଲେ ଯେ ତୁମ ଭଳି କିଛି ଲୋକ ଙ୍କ ପାଇଁ ପଇସା ବଡ , ନା ଇ-ଜ୍ଜ-ତ ନା ଆଉ କିଛି, କେତେ ଟଙ୍କା ମିଳିଥିଲା ସେ କଥା ନିଜର ଦେଶବାସୀ ଏବଂ ନିଜର ପ୍ରଶଂସକ ମାନଙ୍କୁ କହିବନି କି ।ହର ଭଜନ ଏହା କହିଥିଲେ ଯେ ଅମୀର ର ସେତିକି ଔ-କା-ତ ନାହିଁ ମୁଁ ତା ସହ କଥା ହେବି । ମୁଁ ଯେତେ ଅଧିକ କଥା ହେବି ମୁଁ ସେତେ ନିଜକୁ ତଳକୁ ଖସାଇ ଦେବୀ ।ଯିଏ କିଛି ପଇସା ପାଇଁ ନିଜ ଇ-ଜ୍ଜ-ତ ନିଜ ଦେଶ କୁ ବିକ୍ରି କରି ଦେଲା ଯଦି ମୁ ସେହିଭଳି ଏକ ଲୋକ ସହ ଅଧିକ କଥା ହେବି ତାହେଲେ ଭୁଲ ମୋର ହିଁ ହେବ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

 

 

Leave a Reply

Your email address will not be published. Required fields are marked *