ଶୋଚନୀୟ ଲଗାତାର ପରାଜୟ ପରେ ବର୍ଷିଲେ Virat Kohli… ପରାଜୟ କାରଣ ବଖାଣିଲେ…

 

ଗତ ରବିବାର ଦିନ ଖେଳା ଯାଇଥିବା ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚରେ ଭାରତ ର ପରାଜୟ ପରେ ବର୍ତ୍ତମାନ ଭାରତ କୁ ନେଇ ଅନେକ ସମାଲୋଚନା କରାଯାଉଛି ।ଟି-20 ବିଶ୍ୱକପରେ ଭାରତୀୟ ଦଳ ଏକ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି । ବର୍ତ୍ତମାନ ସମୟ ରେ ବିଶ୍ୱକପ୍‌ର ନକ୍ଆଉଟରେ ପହଞ୍ଚିବା ମଧ୍ୟ କଷ୍ଟକର 

ହୋଇ ଯାଇଛି ଟିମ୍ ଇଣ୍ଡିଆ ପାଇଁ । ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ଭାରତ ର ଲଗାତାର ଭାବରେ ଏମିତି ଦୁଇଟି ପରାଜୟ ପାଇଁ ଭାରତ ସେମିଫାଇନାଲ ଖେଳିବା ଆଶା କ୍ଷୀଣ ହୋଇଯାଇଛି ।

 

 ତେବେ ଭାରତ ର ଏପରି ଭାବରେ ପରାଜିତ ହେବା ପରେ କ୍ୟାପଟେନ ବିରାଟ କୋହଲି କହିଛନ୍ତି ଯେ ,” ଆମେ ସାହସିକତାର ସହ ବ୍ୟାଟିଂ କରିପାରିଲୁନି ଏବଂ ଏହା ପରେ ମଧ୍ୟ ବ୍ୟାଟ୍ସମ୍ୟାନ ମାନଙ୍କୁ ଦୋଷ ଦେଇଛନ୍ତି । କହିଥିଲେ ଯେ ବ୍ୟାଟ୍ସମ୍ୟାନ ମାନଙ୍କ ଏଭଳି ଭାବରେ ଖରାପ ପ୍ରଦର୍ଶନ ପାଇଁ ଆମେ ପରାଜିତ ହେଲୁ ।

 

ନ୍ୟୁଜିଲ୍ୟାଣ୍ଡ ଠାରୁ ନୈ-ରା-ଶ୍ୟ ଜନକ ଭାବରେ  ହାରିବା ପରେ ଟିମ୍ ଇଣ୍ଡିଆ ର ଅଧିନାୟକ ବିରାଟ କୋହଲି ଏହା କହିଛନ୍ତି ଯେ , ‘ ନ୍ୟୁଜିଲାଣ୍ଡ ପ୍ରଥମ ଓଭରରୁ ଆମ ଉପରେ ପ୍ରେସର୍ ପକାଇ ଥିଲା । ଏହା ସହିତ ମଧ୍ୟ ଆମେ ମାନେ ବ୍ୟାଟିଂ କିମ୍ବା ବୋଲିଂରେ କୌଣସି ଭଲ ପ୍ରଦର୍ଶନ ଦେଖାଇ ପାରି ନ ଥିଲୁ । ଅ-କ୍ର-ମ-ଣା-ତ-କ ଭାବରେ ଖେଳିବା ସମୟ ପର୍ଯ୍ୟନ୍ତ ତାଙ୍କର କୌଣସି ୱି-କେ-ଟ୍ ରହି ନଥିଲା ।

 

ବିରାଟ କୋହଲି ଭାରତୀୟ ଖେଳାଳି ମାନଙ୍କୁ ଏହା  କହିଛନ୍ତି ଯେ, ‘ ଆମେ ମାନେ ଯେତେବେଳେ ଭାରତ ପାଇଁ ଖେଳିଥା୍ଉ ସେତେବେଳେ ଭାରତୀୟ  ପ୍ରଶଂସଙ୍କ ମାନେ ଆମ ଠାରୁ ବହୁତ ଆଶା ରଖି ଥାଆନ୍ତି ।ପୂର୍ବ ମ୍ୟାଚ୍ ଦୁଇଟି ରେ ଭାରତ ଲ-ଜ୍ଜ୍ୟା ଜନକ ଭାବରେ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ଠାରୁ ପ-ରା-ସ୍ତ ହୋଇଛି । ପାକିସ୍ତାନ ଠୁ ୧୦ ୱି-କେ-ଟ ରେ ଓ ନ୍ୟୁଜିଲ୍ୟାଣ୍ଡ ଠାରୁ ୮ ୱି-କେ-ଟ ରେ ପରାସ୍ତ ହୋଇଛି ଭାରତ । ଆଫଗାନିସ୍ତାନ, ନାମିବିଆ, ସ୍କଟଲାଣ୍ଡକୁ ଆଗକୁ ହେବାକୁ ଥିବା ମ୍ୟାଚ୍ ଗୁଡ଼ିକ ରେ ଭାରତ କୁ ଏକ ଏକ ବଡ଼ ବ୍ୟବଧାନରେ ଜିତିବାକୁ ହେବ । ଯାହା ଦ୍ଵାରା କି ନେଟ ରନ ରେଟ ହାର ରେ ଉ-ନ୍ନ-ତି କରି ହେବ।

 

 

ଭାରତ ଠାରୁ ଜିତିବା ପରେ ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ୱିଲିୟମସନ ଏହା କହିଛନ୍ତି ଯେ ଭାରତ ହେଉଛି ଏକ ଶ-କ୍ତି-ଶା-ଳୀ ଦଳ ତଥାପି ଆମ ଟିମ୍ ସେହି ବଡ ବଡ଼ ଦଳ ବିପକ୍ଷରେ ଏକ ଭଲ ଖେଳ ପ୍ରଦର୍ଶନ କରିପାରିଥିଲା । ଆମ ଟିମ୍ ର ବୋଲର ମାନେ ଉ-ତ୍କୃ-ଷ୍ଟ ବୋଲିଂ ର ପ୍ରଦର୍ଶନ କରିଥିଲେ ଯାହା ଫଳରେ ଟିମ୍ ଇଂଡିଆ ଭଳି ଏକ ଶ-କ୍ତି-ଶା-ଳୀ ଦଳ ବି-ପ-କ୍ଷ ରେ ଆମ ଟିମ୍ ବିଜୟ ର ଲକ୍ଷ କୁ ହାସଲ କରି ପାରିଛି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *