ଧନତେରସ ଓ Diwali ରେ ଭୁଲ ରେ ଖାଆନ୍ତୁ ନାହିଁ ଏହି ସବୁ ଜିନିଷ… ପଡିବ ମା ଲଷ୍ମୀ ଙ୍କ କୋପଦ୍ରୁଷ୍ଟି…

 

 ସମସ୍ତେ ଚାହାଁନ୍ତି ନିଜ ଘରକୁ ଲକ୍ଷ୍ମୀଙ୍କୁ ଆମନ୍ତ୍ରଣ କରିବା ପାଇଁ । ଧନତେରସ କୁ ଭାରତରେ ଧୁମଧାମରେ ପାଳନ କରନ୍ତି । ଏହି ଦିନ ସୁନା ଜିନିଷ କିଣିବା ଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ । ଏହି ପର୍ବ ଏହି ବର୍ଷ ନଭେମ୍ବର ଦୁଇ ତାରିଖରେ ପଡୁଛି । ଏହି ଦିନ ଅତ୍ୟନ୍ତ ଶୁଭ ହୋଇଥାଏ । କିଛି କାର୍ଯ୍ୟକୁ ପୁରା ପୁରି ଭାବେ ଏହି ଦିନ ବର୍ଜିତ କରା ଯାଇଛି । ଏହି କାର୍ଯ୍ୟ ଆପଣଙ୍କୁ ଧନତେରସ ଦିନ କରିବା ଉଚିତ ନୁହେଁ ।

 

ଧନତେରସ ଦିନ ନୂଆ ଘରେ ରହିବା ଅଶୁଭ ହୋଇଥାଏ । ଧନତେରସ ଏକ ଶୁଭ ଦିନ ହେଲେ ମଧ୍ୟ ଏହି ଦିନ ଗୃହ ପ୍ରବେଶ କରିବା ଅଶୁଭ ହୋଇଥାଏ । ଏପରି କଲେ ଘରର ମୁଖିଆଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ । ଭଗବାନ ଧନନ୍ତରୀ ଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ପୂଜା କରନ୍ତୁ । ଆପଣ ନିଜ ମୁଖ୍ୟ ଦ୍ୱାରା ରେ ଜୋତା ଚପଲ ରଖନ୍ତୁ ନାହିଁ । କାରଣ ଏହା ତାଙ୍କର ଅପମାନ ହୋଇଥାଏ ।

 

 

 ଧନତେରସ ପୂର୍ବରୁ ଘର ସଫା ସୁତୁରା କରନ୍ତୁ । ମହା ଲଷ୍ମୀ ଦୀପାବଳି ଦିନ ଘରେ ପ୍ରବେଶ କରିବେ । ତେଣୁ ଆପଣ ପ୍ରଥମେ ଅପରିଷ୍କାର କୁ ସଫା କରନ୍ତୁ । କିନ୍ତୁ ଘର କୋଣରେ ଆ-ବ-ର୍ଜ-ନା ପକାନ୍ତୁ ନାହିଁ । ଏହା ଘରେ ନ-କ-ରା-ତ୍ମ-ତା ସଂଚାର କରିଥାଏ । ସମସ୍ତେ କୁବେର ଏବଂ ଲଷ୍ମୀ ଙ୍କର ପୂଜା କରିଥାନ୍ତି କିନ୍ତୁ ଧନନ୍ତରୀ ଙ୍କ ପୂଜା କରିନଥାନ୍ତି । ସେଥିପାଇଁ ଧନନ୍ତରୀ ଙ୍କ କୋପ ଦୃ-ଷ୍ଟି ପଡିଥାଏ ।

 

 ଏଥିପାଇଁ ଆପଣଙ୍କୁ ଧନତେରସ ଦିନ ଏହି ଭୁଲ କରିବା ଉଚିତ ନୁହେଁ । ଏମିତି କଲେ ଘରେ କଳି ଝ-ଗ-ଡା ଅଶାନ୍ତି ଆସିଯାଏ । ଏହି ଦିନ ଧନନ୍ତରୀ ପୃଥିବୀ ପୃଷ୍ଠକୁ ବୁଲିବାକୁ ଆସନ୍ତି । ଏହି ସମୟରେ ସେ ଭକ୍ତ ମାନଙ୍କ ଘରକୁ ପ୍ରବେଶ କରି ସ୍ୱା-ସ୍ଥ୍ୟ ଏବଂ ଧନର ବରଦାନ ପ୍ରଦାନ କରିଥାନ୍ତି । ଯେଉଁ ଘରେ କଳି ଝଗଡା ହୋଇଥାଏ ସେହି ଘରକୁ ଧନନ୍ତରୀ ପ୍ରବେଶ କରି ନଥାନ୍ତି । ଧନନ୍ତରୀ ନାରାଜ ହେଲେ ଘରେ ବିମାରର ବାସ ହୁଏ ।

 

 

 ଏହିଦିନ ଲଷ୍ମୀଙ୍କ ସହିତ ଧନନ୍ତରୀ ଙ୍କ ପୂଜା ମଧ୍ୟ କରନ୍ତୁ । ଏହିଦିନ କାଚର ଜିନିଷ କିଣନ୍ତୁ ନାହିଁ । ଏହି ଦିନ ସୁନା ଚାନ୍ଦି ଏବଂ ବାସନ କିଣନ୍ତୁ । ଏହିଦିନ ଘରର ପରିବେଶ ଦ୍ୱାରରେ ଦୀପ ଲଗାନ୍ତୁ । ଦୀପାବଳି ଦିନ ଗୋମତି ଚକ୍ରକୁ ଘର ଆଗରେ ଗୋଲ ବୁଲେଇ ରଖିଲେ ଦୁର୍ଭାଗ୍ୟ ଦୂର ହୁଏ । ଏହି ଦିନ ଘରକୁ ପଦ୍ମଫୁଲ ମଞ୍ଜି ଘରକୁ ଆଣନ୍ତୁ । ଏହି ଦିନ ମାଆ ଲଷ୍ମୀଙ୍କୁ ପଦ୍ମ ଫୁଲ ହାର ଅର୍ପଣ କରନ୍ତୁ । 

 

ଏହିଦିନ କଦଳୀ ଖାଇବା ବହୁତ ଶୁଭ ବୋଲି କୁହାଯାଏ । ଏହି ଦିନ ଆପଣ ମଦ ମାଂସର ସେବନ କରନ୍ତୁ ନାହିଁ । ଏହିଦିନ ଗାଈକୁ କଦଳୀ ଖାଇବାକୁ ଦିଅନ୍ତୁ । ଏହିଦିନ ଆପଣ ଝାଡୁକୁ ଲୁଚେଇ ରଖନ୍ତୁ । ଏହିଦିନ ନିଜ ଗାଧୁଆ ଘରେ ଲୁଣ ରଖିବା ଉଚିତ । କାରଣ ଘରର ସବୁଠୁ ଅଧିକ ନ-କ-ରା-ତ୍ମ-କ ଶକ୍ତି ଗାଧୁଆ ଘରେ ଥାଏ । ସେଠାରେ ଲୁଣ ରଖିଲେ ଏହା ଘରର ନକରାତ୍ମକତା କୁ ସମାପ୍ତ କରିଥାଏ । ଆପଣ ହଳଦୀ ମଧ୍ୟ ରଖନ୍ତୁ ଏହା ମଧ୍ୟ ଘରୁ ନକରାତ୍ମକତା କୁ ଟାଣିଥାଏ । ଘରର କୋଣରେ ଏହିଦିନ କର୍ପୂର ରଖନ୍ତୁ । ଏହା ଦ୍ୱାରା ଆପଣଙ୍କ ଘର କୁ ଖୁସି ଆସିଥାଏ । ଏହିଦିନ ନିଜ ଘରର ଦ୍ୱାରରେ କୁମକୁମ ଏବଂ ସିନ୍ଦୁରରେ ସ୍ୱସ୍ତିକ ବନାନ୍ତୁ । ଏହା ଦ୍ୱାରା ମହା ଲଷ୍ମୀ ଘରେ ପ୍ରବେଶ କରନ୍ତି । ଏହି ଦିନ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *