Aryan Khan ଙ୍କ ମାସକୁ କେତେ ଟଙ୍କା ପକେଟ Money ମିଳିଥାଏ ଜାଣନ୍ତୁ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଆର୍ଯ୍ୟାନ୍ ଙ୍କ କେ-ଶ୍ ରେ ଆସିଲା ନୂଆ ତଥ୍ୟ,ଜାଣନ୍ତୁ ମାସକୁ କେତେ ଟଙ୍କା ନିଅନ୍ତି ଆର୍ଯ୍ୟାନ୍ ପକେଟ୍ ମୋନି ପାଇଁ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆଜିର ଆଧୁନିକ ସମାଜରେ ଯୁବପିଢି ମାନେ ବହୁ ଖରାପ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି । ଯଦ୍ୱାରା ସମାଜ କ-ଳୁ-ଷି-ତ ହେବାରେ ଲାଗିଛି । ବର୍ତ୍ତମାନ ର ଯୁବପିଢି ଶିକ୍ଷିତ ସଂସ୍କାରୀ ହୋଇ ମଧ୍ୟ ଅ-ସା-ମା-ଜି-କ କାର୍ଯ୍ୟ ଆଡ଼କୁ ମନ ବୋଳାଉଛନ୍ତି । ତେବେ ଧନୀ ଶ୍ରେଣୀର ଉଚ୍ଚ ଆଭିଜାତ୍ୟର ସମ୍ପନ୍ନ ଘରର ପିଲାମାନେ ଏହିଭଳି କାର୍ଯ୍ୟ କରିଥାନ୍ତି । ବିଳାସ ପୂର୍ଣ୍ଣ ଜୀବନ ଯାପନ ଅତିବାହିତ କରିବାକୁ ବେଶ୍ ପସନ୍ଦ କରିଥାନ୍ତି ଧନୀ ଘର ପିଲାମାନେ । ତେବେ ନିକଟରେ ଡ୍ର-ଗ୍ସ ମାମଲାକୁ ନେଇ ଏକ ଘଟଣା ସାମ୍ନା କୁ ଆସିଛି । ଆଜିକାଲି ଯୁବପିଢି ଅଧିକତର ନି-ଶା ଦ୍ରବ୍ୟ ପ୍ରତି ଆସକ୍ତ ରହିଥାନ୍ତି । 

 

ତେବେ ଅକ୍ଟୋବର ୨ ତାରିଖ ଗତ ଶନିବାର ଦିନ ମୁମ୍ବାଇ ରୁ ଗୋଆ ଯାଉଥିବା କ୍ରୁଜ ଜାହାଜ ଉପରେ NCB ରେଡ୍ ପକାଇଥିଲା । ସେହି ଜାହାଜରେ ଡ୍ର-ଗ୍ସ ପାର୍ଟି ଚାଲିଥିବାର ଜଣାପଡିଥିଲା । ଜାହାଜରେ ସେହି ପାର୍ଟି ରେ ଥିବା ୮ ଜଣକୁ NCB ପ୍ରଥମେ କଷ୍ଟଡି ରେ ନେଇଥିଲେ । ପରେ ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ କଡା ତଦନ୍ତ ଚାଲିବା ପରେ ସେମାନଙ୍କୁ ଗି-ର-ଫ କରାଯାଇଥିଲା । ତନ୍ମଧ୍ୟରୁ ଜଣେ ଅଭିଯୁକ୍ତ ହେଉଛନ୍ତି ବଲିଉଡ ଜଗତର ବାଦଶାହା ଶେର ସାହାରୁଖ ଖାନ୍ ଙ୍କ ପୁଅ ଆର୍ଯ୍ୟାନ୍ ଖାନ୍ । ତେବେ ଆର୍ଯ୍ୟାନ୍ ଙ୍କ ଗି-ର-ଫ ପରେ ସାରା ଦେଶରେ ଚହଳ ସୃଷ୍ଟି ହୋଇଛି । ସବୁ ଖବରକାଗଜ , ଗଣ ମାଧ୍ୟମରେ ଆର୍ଯ୍ୟାନ୍ ଙ୍କ ଚର୍ଚ୍ଚା । ତେବେ କୋଟିପତି ର ପୁଅ ମାସକୁ ନିଜ ବାପ ଙ୍କ ପାଖରୁ କେତେ ପକେଟ ମନି ନିଅନ୍ତି ଏନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି । ଦୁନିଆ ଯେତେ ଯାହା କହିଲେ କୌଣସି ବାପ ତା ପୁଅ ପ୍ରତି ଥିବା ସ୍ନେହ ଭାବ କୁ ଦୂରେଇ ନଥାଏ । 

 

2014 ମସିହାରେ ବିଶ୍ଵର ଦ୍ଵିତୀୟ ଧନୀ ଭାବେ ପରିଗଣିତ ହୋଇଥିଲେ ଅଭିନୟ ଦୁନିଆର ଏହି ସୁପର ଷ୍ଟାର ସାହାରୁକ୍ ଖାନ୍ । ତେବେ ତାଙ୍କ ପୁଅ ଆର୍ଯ୍ୟାନ୍ ଙ୍କୁ ବା କଣ ଅଭାବ । ପାଞ୍ଚ ହଜାର କୋଟି ରୁ ଉର୍ଦ୍ଧ ସମ୍ପତ୍ତିର ମାଲିକ ହେଉଛନ୍ତି ସାହାରୁଖ୍ ଖାନ୍ ।ଇଣ୍ଡିଆ ଟିଭି ନାମକ ଗଣ ମାଧ୍ୟମ ରୁ ସୂଚନା ମିଳିଛି ଯେ ଆର୍ଯ୍ୟାନ୍ ମାସକୁ ୧୦ ରୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି । ଅନ୍ୟପଟେ ଆର୍ଯ୍ୟାନ୍ ଯେଉଁ ଡ୍ର-ଗ୍ସ ନେଉଛନ୍ତି ମାସକୁ ତାହାର ମୂଲ୍ୟ ୧୦ ଲକ୍ଷ ରୁ ଉର୍ଦ୍ଧ ଅଟେ ବୋଲି NCB ସୂଚିତ କରିଛି । ସେପରେ ସାହରୁଖ ୫ ଲକ୍ଷ ରୁ ୧୦ ଲକ୍ଷ ଟଙ୍କା ଆର୍ଯ୍ୟାନ୍ ଦିଅନ୍ତି ବୋଲି ସୂଚନା ମିଳିଛି । ତେବେ ଏତିକି ଟଙ୍କା ରେ ଆର୍ଯ୍ୟାନ୍ ଙ୍କ ବିଳାସ ଜୀବନ ସମ୍ଭବ ନୁହେଁ । ତେବେ ଆର୍ଯ୍ୟାନ୍ କଣ ଡ୍ର-ଗ୍ସ କାରବାର ସହ ସଂପୃକ୍ତ ଏନେଇ ଅନେକ ପ୍ରଶ୍ନ ଉଠୁଛି । ତେବେ ଏହି ହାଇ ପ୍ରୋଫାଇଲ୍ ଡ୍ର-ଗ୍ସ ମାମଲାରେ ଆରକ୍ଷୀ ବିଭାଗରୁ କୌଣସି ଅନୁମତି ନେଇ ନଥିବାର ସୂଚନା ମିଳିଛି । ତେବେ କ୍ରୂଜ ଡ୍ର-ଗ୍ସ ମାମଲାରେ ତ-ଦ-ନ୍ତ ଜାରି ରହିଛି ।  ତେବେ କରୋନା ସମୟରେ ବିନା ଅନୁମତି ରେ ଏହିଭଳି ପାର୍ଟି ପାଇଁ ନିଶ୍ଚିତ କିଛି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *