ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , କୁକୁର କୁ କଷ୍ଟ ଦେଉଥିବା ଲୋକ ଟି ସହ କଣ ହୋଇଥିଲା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମି-ଡି-ଆ ରେ ଏକ ଭି-ଡି-ଓ ଟି ଏ ନି-ଆଁ ଭଳି ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ କି ଏହା ଦେଖା ଯାଇଛି ଯେ ଏକ ଲୋକ ଟି ଏ ନୃ-ଶଂ-ସ ଭଳି ଏକ କୁକୁର କୁ ପିଟୁଛି । ଆପଣ ମାନେ ତ ସମସ୍ତେ ଏହା ଜାଣିଛନ୍ତି ଯେ ଯେମିତି କର୍ମ ସେମିତି ଫଳ । ଭା-ଇ-ରା-ଲ୍ ହେଉଥିବା ସେହି ଭି-ଡ଼ି-ଓ ରେ ଠିକ୍ ସେହିପରି କିଛି ଦେଖିବାକୁ ମିଳିଛି । ସେହି ଲୋକ ଟି କୁ ତାର କର୍ମର ଫଳ ସଂଗେ ସଂଗେ ହି ମିଳି ଯାଇଛି । ତେବେ ବନ୍ଧୁଗଣ ଆସନ୍ତୁ ଜାଣି ନେବା ସେହି ଭି-ଡି-ଓ ରେ ପ୍ରକୁତ ରେ କଣ ଦେଖିବାକୁ ମିଳିଛି ।
ଯେମିତି କର୍ମ କରାଯାଏ ସେମିତି ପରିଣାମ ନିଶ୍ଚିନ୍ତ ମିଳିଥାଏ ଏ କଥା ତ ଆପଣ ମାନେ ବେଶ୍ ଭଲ ଭାବରେ ଜାଣି ଛନ୍ତି । ଜଣେ ବ୍ୟକ୍ତି ଗୋଟିଏ କୁକୁରକୁ ଅ-ତ୍ୟା-ଚା-ର କରୁଛି । ସେହି କୁକୁର ଟିର କାନ କୁ ମୋଡି ଦେଇ ତାର ବେକକୁ ଚିପି ଦେଉଛି । ଯାହା ଫଳରେ କୁକୁରଟି ଯନ୍ତ୍ରଣାରେ ଚିତ୍କାର କରୁଛି । କିନ୍ତୁ ସେହି ମଣିଷ ଟି ର ମନରେ ଦୟା ନାହିଁ, ସେ ସେହି କୁକୁର କୁ ପିଟି ବହୁତ୍ ଖୁସି ହେଉଛି । ଏମିତି ଲାଗୁଛି ଯେପରି ମଣିଷ ପଶୁ ହେଇଯାଇଛି ।
କୁକୁରକୁ କ-ଷ୍ଟ ଦେଇ ଚାଲିଛି ଗୋଟିଏ ଲୋକ । ନିରୀହ କୁକୁରଟି କ-ଷ୍ଟ ରେ ଚି-ତ୍କା-ର କରୁଛି । କୁକୁର ପ୍ରାଣ ବିକଳରେ ବହୁତ ଜୋରେ ଚି-ତ୍କା-ର କରୁଛି । କୁକୁର ର ଚି-ତ୍କା-ର ଶୁଣିଲା ଗୋମାତା । ସେ ଦଉଡି ଆସି ମଣିଷ ଟିକୁ ମାରିଲା ଗୋଟିଏ ମୁଣ୍ଡିଆ । ନିରୀହ ପଶୁଟିକୁ ରକ୍ଷା କରିଦେଲା ଗୋମାତା । ଗାଈଟି ବହୁତ ଜୋରରେ ତାକୁ ନି-ର୍ଯା-ତ-ନା ଦେଇଥିବା ଲୋକଟିକୁ ଆ-କ୍ର-ମ-ଣ କରିଥିଲା ଯେ ଲୋକଟି ତଳେ ଜୋରେ କଚାଡି ହୋଇ ପଡ଼ିଥିଲା । ପଶୁଙ୍କର ବି ଯ-ନ୍ତ୍ର-ଣା ଅଛି ଏବଂ ତାଙ୍କର ବି ହୃଦୟ ଅଛି । ଏହା ଜଣାଇ ଦେଲା ଯେ ମାତୃ ପ୍ରେମ ସମସ୍ତଙ୍କ ପାଇଁ ସମାନ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।