ମଝି ରାସ୍ତାରେ ପୋ-ଲି-ସ କୁ ଦବଙ୍ଗ ଷ୍ଟାଇଲ ରେ ମାରିଲେ ଯୁବକ । ଦେଖ ଏହି ଭାଇରଲ ଭିଡ଼ିଓ…

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏପରି ଏକ ଭି-ଡ଼ି-ଓ ସା-ମ୍ନା କୁ ଆସିଛି ।ଯେଉଁଥିରେ ଏହା ଦେଖିବାକୁ ମିଳିଛି ଯେ ମଝି ବଜାର ରେ ହାତ ରେ ଏକ ଭଙ୍ଗା ମଦ ବୋତଲ ଧରି ଅ-ସ-ଭ୍ୟ ଭାଷା ରେ ଗାଳି କରି ଏବଂ ନି-ଶାସକ୍ତ ଭାବେ ଉ-ତ୍ପା-ତ ହେଉଥିଲା ଯୁବକ । ଲୋକ ଗହଳି ଭିତରେ ପୋ-ଲି-ସ କୁ ଧ-ମ-କ ଦେଉଥିଲା ଏବଂ କହୁଥିଲା ଫୁଟେଇ ଦେବୀ । ଧରିଥିବା କାଚ କୁ ଫୁଟେଇ ଦେବୀ କହି ସେଠାରେ ବେଙ୍ଗାଳା ବୁଲାଉ ଥିଲେ ପୋ-ଲି-ସ କୁ । ତେବେ ଆସନ୍ତୁ ଜାଣି ନେବା ଏହି ଘଟଣା ଟି କୁ ମୂଳ ରୁ ଶେଷ ପର୍ଯ୍ୟନ୍ତ ।

 

ତେବେ ପ୍ରଥମେ ଏକ ଯୁବକ ଟି ହାତ ରେ ମ ଦ ବୋତଲ ଧରି ପୋ-ଲି-ସ କୁ କହୁଛି ଗାଡ଼ି ରଖ ଏବଂ ଏହା ପରେ ପୋ-ଲି-ସ ର ଭ୍ୟାନ ଭିତରେ ହାତ ପୁରାଇ ଚାବି କାଢ଼ିବାକୁ ମଧ୍ୟ ଚେଷ୍ଟା କରିଥିଲା । ଏହା ପରେ ସେ ଯୁବକ ଟି ର ପାଟି କୁ ଯାହା ଆସୁଛି ସେହି ଭାଷା କହି ଚାଲିଥିଲା ପୋ-ଲି-ସ କୁ । ଜଣେ ପୋ-ଲି-ସ ହାତ ରେ ଲାଠି ଧରି ବାହାରକୁ ବାହାରିଲେ ଏବଂ ଭାବିଲେ ସେହି ନି-ଶା ଶକ୍ତ ଯୁବକ ଟି ହାତ ରେ ଲାଠି ଦେଖି ହୁଏତ ଡରି ଯିବ ଏବଂ ରହିଯିବ । ହେଲେ ସେହି ଯୁବକ ଟି ପୋ-ଲି-ସ ଙ୍କୁ ତୁ-ଚ୍ଛ ଭାବିଲା ଏବଂ ଓଲଟା ପୋ-ଲି-ସ କୁ ଆଖି ଦେଖାଇଲା ।

 

 ଏହା ପରେ ସେହି ଗାଡ଼ି ଉପରେ ଚଢି ଯାଇ ପୋ-ଲି-ସ କୁ କହିଲା ଗାଡ଼ି ରୁ ଓ-ହ୍ଲା ଏବଂ ଏହା ପରେ ସେହି ଗାଡ଼ି ଭିତରୁ ୪ ଜଣ ପୋ-ଲି-ସ ବାହାରକୁ ବାହାରିଲେ । ହେଲେ ସେହି ମଦୁଆ ଯୁବକ ଟି ସେହି ଭଙ୍ଗା କାଚ କୁ ଦେଖାଇ ୪ ଜଣ ପୋ-ଲି-ସ ଙ୍କୁ ଡରାଇ ଚାଲିଲା ।ସେହି ଯୁବକ ଟି ଯେତେ ମାଡି ଯାଉଥିଲା ପୋ-ଲି-ସ ଙ୍କୁ ନିକଟ କୁ ପୋ-ଲି-ସ ମଧ୍ୟ ସେତେ ପଛ ଘୁଂ-ଚା ଦେଉଥିବାର ଦେଖିବାକୁ ମିଳିଥିଲା । 

 

 

ଏତିକି ପରେ ଜଣେ ପୋ-ଲି-ସ କହିଲେ ମାରିଲୁ ଦେଖିବା , ପୋ-ଲି-ସ ଙ୍କ ପାଟି ରୁ ଏତିକି କଥା ସାରିଛି କି ନାହିଁ ସେହି ଯୁବକ ଟି ପୋ-ଲି-ସ ଙ୍କ ମୁହଁ କୁ ଏକ ଚା-ପୁ-ଡ଼ା ମାରିଲା । ସେଠାରେ ସେହି ସମୟ ରେ ଏକ ବଡ ଭିଡ ହୋଇଯାଇଥିଲା ଏବଂ ସେଥି ମଧ୍ୟରେ ସବୁ ଲୋକ ଛିଡ଼ା ହୋଇ ଏହି ଦୃଶ୍ୟ କୁ ଦେଖୁଥିଲେ ଏବଂ କିଛି ଲୋକ ମାନେ ମଧ୍ୟ ସେଠାରେ ଭି-ଡି-ଓ କରିବାରେ ବ୍ୟସ୍ତ ଥିଲେ । 

 

ତେବେ ଏହି ଘାଟ ଟି ଘଟିଛି ବରଗଡ଼ ସହର ଗାନ୍ଧୀ ଛକ ମୁଖ୍ୟ ରାସ୍ତା ରେ । ଏହିଭଳି ଏକ ଘଟଣା ସେହି ସ୍ଥାନ ରେ ପ୍ରଥମ ଥର ପାଇଁ ଘଟିଛି ବୋଲି ସେଠାକାର ସ୍ଥାନୀୟ ଲୋକ ମାନେ କହୁଛନ୍ତି ।ସେହି ଛକ ରେ ହଠାତ୍ ଦୁଇ ସାଙ୍ଗ ଙ୍କ ମଧ୍ୟରେ ଝ-ଗ-ଡା ହେଲା ଏବଂ ଘଟଣା ଟି ଏତେ ବଢିଲା ଯେ ଛକ ଖାଲି ଉଠିଲା ପଡ଼ିଲା । କିଛି ଲୋକ ଫୋନ୍ କରିଦେଲେ ପୋ-ଲି-ସ କୁ ଭାବିଥିଲେ ପୋ-ଲି-ସ ଭ୍ୟାନ ଆସିଗଲେ ସବୁ କିଛି ଠିକ୍ ହୋଇଯିବ କିନ୍ତୁ ଘଟଣା ର ରୂପ ବଦଳି ଗଲା । ଏତେ ପୋ-ଲି-ସ ଙ୍କ ନିକଟରେ ଗୋଟେ ମ-ଦୁ-ଆ ଯୁବକ ଏକ ପୋ-ଲି-ସ ଙ୍କ ଉପରକୁ ହାତ ଉଠାଇ ଦେଲା ଏବଂ ସେଠାରେ ଅନ୍ୟ ପୋ-ଲି-ସ ମାନେ ଛିଡ଼ା ହୋଇ ଦୃଶ୍ୟ ଦେଖୁଥିଲା ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *