ଶେଷରେ ସଚିନ ତେନ୍ଦୁଲକର ଏମିତି କହିଲେ ଭାରତୀୟ କ୍ରିକେଟ ଦଳ କୁ – Cricket News 24×7

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ବର୍ତ୍ତମାନ ସମୟ ରେ ଭାରତୀୟ ଦଳ କୁ ନେଇ କେଉଁ ସବୁ କଥା କହିଛନ୍ତି ସଚିନ ତେନ୍ଦୁଲକର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଗତ କିଛି ଦିନ ତଳେ ଟି -୨୦ ବିଶ୍ୱକପ ର ମହା ମଇଦାନ ରେ ସାମ୍ନା ସାମ୍ନୀ ହୋଇଥିଲେ ଟିମ୍ ଇଣ୍ଡିଆ ଏବଂ ନିଉଜଲ୍ୟାଣ୍ଡ ।ଏହା ପରେ ନିଉଜଲ୍ୟାଣ୍ଡ ଟିମ୍ ଇଂଡିଆ କୁ ୮ ଟି ୱି-କେ-ଟ ରେ ଶୋଚନୀୟ ଭାବରେ ପରାଜିତ କରିଥିଲା ।ନିଉଜଲ୍ୟାଣ୍ଡ ବି-ପ-କ୍ଷ ରେ ଶୋଚନୀୟ ଭାବରେ ପରାଜିତ ହେବା ପରେ ବର୍ତ୍ତମାନ ଟିମ୍ ଇଂଡିଆ ର ବ୍ୟା-ଟିଂ ଅର୍ଡର , ଚୂଡାନ୍ତ ଏକାଦଶ ଚୟନ  ଏବଂ ରଣନିତି କୁ ନେଇ ଅନେକ ପ୍ରଶ୍ନ ଉଠୁଛି । କିନ୍ତୁ କ୍ରିକେଟ ର କିମ୍ବଦନ୍ତୀ ବ୍ୟା-ଟ୍ସ-ମ୍ୟା-ନ ସଚିନ ତେନ୍ଦୁଲକର ଭାରତୀୟ ଦଳ କୁ ସମର୍ଥନ କରିଛନ୍ତି । ସଚିନ ଏହା କହିଛନ୍ତି ଯେ , ଏହା ଭାରତ ପାଇଁ ଖରାପ ଦିନ ରହିଥିଲା ।

 

ଏହା ସହିତ ସେ କହିଛନ୍ତି ଯେ , ଏହା ସେହି ମ୍ୟାଚ୍ ମଧରୁ ଗୋଟେ ଥିଲା ଯେଉଁଥିରେ କି ଭାରତ କୌଣସି ଥିରେ ସଫଳ ହୋଇ ନଥିଲା । କହିଛନ୍ତି ଯେ କ୍ରିକେଟ ରେ ଯେ କୌଣସି ଦଳ ପାଇଁ କେବେ ନା କେବେ ଏହିଭଳି ଏକ ସମୟ ଆସିଥାଏ ।ଏହା ପରେ କହିଛନ୍ତି ଯେ ନିଉଜଲ୍ୟାଣ୍ଡ ର ବୋଲର ମାନେ ମଧ୍ୟ ଭଲ ବୋ-ଲିଂ ର ପ୍ରଦର୍ଶନ କରିଥିଲେ ଏବଂ ତାଙ୍କର ବ୍ୟାଟ୍ସମ୍ୟାନ୍ ମାନେ ମଧ୍ୟ ଭ ବ୍ୟା-ଟିଂ  ଦେଖାଇବାରେ ସଫଳ ହୋଇ ପାରିଥିଲେ । ଯାହା ଫଳରେ ନିଉଜଲ୍ୟାଣ୍ଡ ୮ ଟି ୱି-କେ-ଟ ରେ ଭାରତ କୁ ହରାଇ ବାରେ ସଫଳ ହୋଇଥିଲା । 

 

ନିଉଜଲ୍ୟାଣ୍ଡ ଖେଳାଳି ମାନେ ଭାରତୀୟ ବ୍ୟାଟ୍ସମ୍ୟାନ୍ ମାନଙ୍କୁ ସହଜ ରେ ସିଙ୍ଗଲ କରିବା ପାଇଁ ଦେଇ ନଥିଲେ ଏବଂ ଯାହା ଫଳରେ ଭାରତୀୟ ବ୍ୟା-ଟ୍ସ-ମ୍ୟା-ନ୍ ମାନେ ବଡ ସଟ ଖେଳିବା ପାଇଁ ବାଧ୍ୟ ହୋଇଥିଲେ । କିନ୍ତୁ ଭାରତୀୟ ବୋଲର ମାନଙ୍କ ପ୍ରଦଶର୍ନ ସେତେ ଖରାପ ନଥିଲା କାହିଁକି ନା ସେମାନଙ୍କ ନିକଟରେ ଏକ କମ୍ ରନ ର ଲକ୍ଷ୍ୟ ରଖିଥିଲା ଭାରତ । ପରବର୍ତ୍ତୀ ମ୍ୟାଚ୍ ରେ ଭାରତୀୟ ଟିମ୍ ଏକ ଭଲ ପ୍ରଦର୍ଶନ ସହିତ ଫେରିବ ବୋଲି କହିଛନ୍ତି ସଚିନ ତେନ୍ଦୁଲକର ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *