ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁନିଥ ଙ୍କ ପରେ ପରେ ଅଭିନେତା ବିଶାଳ । ତେବେ କଣ ରହିଛି ସମ୍ପୂର୍ଣ ଖବର ଚାଲନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆଜ୍ଞା ଆପଣ ମାନେ ଖୁବ୍ ଭଲ ଭାବରେ ଜାଣିଥିବେ କି ଆମେ ସମସ୍ତେ ଆମର ବ୍ୟସ୍ତ ବହୁଳ ଜୀବନରେ ନିଜକୁ ଖୁସି କରିବା ର ମାଧ୍ୟମ ବୋଲି ଭାବିଥାଉ ଓଡ଼ିଆ ହେଉ କୁ ହିନ୍ଦୀ ହେଉ କି ତାମିଲ ଭି ହେଉ । ଆମେ ଯେଉଁ ଭାଷା କୁ ବୁଝି ପାରିଥାଉ ସେହି ଫିଲ୍ମ ଅବା ସିରିଏଲ୍ ଦେଖି ନିଜର ଏ-ଣ୍ଟ-ଟେ-ନ-ମେ-ଣ୍ଟ କରିଥାଉ । ଆମେ ସେହି ଫିଲ୍ମ ହେଉ କି ସିରିଏଲ୍ ଦେଖି ଏମିତି ହେଇ ଯାଇଥାଏ କି ସେହି ଅଭିନେତା ଅଭିନେତ୍ରୀ ଙ୍କ ହସ ରେ ହସି ଥାଉ ସେଇ ମାନଙ୍କର ଦୁଃ-ଖ ରେ ଦୁଃ-ଖୀ ହୋଇଥାଏ ।
ଆମେ ସେହି ମାନଙ୍କୁ ଏତେ ଭଲ ପାଇ ଯାଇଥାଏ କି ଆମେ ସେହି ମାନଙ୍କର କୌଣସି ଅ-ସୁ-ବି-ଧା ହେଲେ ସହି ପାରି ନଥାଉ । ଆପଣ ମାନେ ସମସ୍ତେ ଗୋଟିଏ କଥା ନିହାତି ଭାବରେ ଜାଣିଛନ୍ତି ଆମର ଅତି ପ୍ରିୟ ର ତେଲୁଗୁ ଫିଲ୍ମ ର ଅଭିନେତା ପୁନିଥ ରାଜକୁମାର ଙ୍କ ପ-ର-ଲୋ-କ ହୋଇ ଯାଇଛି । କାହାକୁ ତାଙ୍କର ଫ୍ୟାନ ଫୋଲୋର ମାନେ ସ୍ବୀକାର କରି ପାରୁନାହାନ୍ତି ।ସେ ଯେ କେବଳ ଗୋଟିଏ ଅଭିନେତା ଥିଲେ ତାହା ନୁହଁ ସେ ଜଣେ ସଙ୍ଗୀତଜ୍ଞ ସହିତ ଜଣେ ନିର୍ଦ୍ଦେଶକ ମଧ୍ୟ ଥିଲେ ।
କେବଳ ଯେ ଏହି ସବୁ ତାଙ୍କର ପେଶା ଥିଲା ତାହା ନୁହଁ ସେ ଜଣେ ଏତେ ମହାନ୍ ବ୍ୟକ୍ତି ଥିଲେ କି ଯେମିତି ଜଣେ କାଲି ଯୁଗ ର ଦାନୀ କର୍ଣ୍ଣ । ସେ ବହୁତ୍ ଗୁଡ଼ିଏ ମାଗଣା ଶିକ୍ଷା କେନ୍ଦ୍ର ଖୋଲିବା ସହିତ , ବୃଦ୍ଧା ଆଶ୍ରମ ଏବଂ ବହୁତ୍ ଗୁଡ଼ିଏ ଝିଅ ଙ୍କୁ ପାଠ ପଢ଼ାଇ ମଣିଷ କରିଛନ୍ତି ଓ ଶେଷ ରେ ନିଜର ମ-ର-ଣ ପରେ ନିଜ ଆଖି କୁ ଭି ଦେଇ ଦେଇଥିଲେ । ସତରେ ତାଙ୍କ ଭଳି ଲୋକ ଙ୍କୁ ହ-ରା-ଇ ଏହି ଦୁନିଆ ଆଜି ଝୁରୁଛି । ତାଙ୍କ ଭଳି ଏତେ ମହାନ୍ ବ୍ୟକ୍ତି ଙ୍କ ମ-ର-ଣ ଖୁବ୍ ଜଲ୍ଦୀ ହୋଇ ଯାଇଥିଲା ଯାହାକୁ ସମସ୍ତ ଙ୍କ ଦ୍ଵାରା ସ୍ବୀକାର କରିବା ସମ୍ଭବ ପର ନଥିଲା ।
ତାଙ୍କ ହୃଦୟ ଖୁବ୍ କୋମଳ ଥିଲା ପିଲା ଠାରୁ ଆରମ୍ଭ କରି ବୃଦ୍ଧ ଯାଏଁ ସମସ୍ତେ ତାଙ୍କୁ ଖୁବ୍ ଭଲ ପାଉଥିଲେ । ସେ ଯେ ଆମ ସମସ୍ତଙ୍କୁ ଛାଡ଼ି ଏତେ ଜଲ୍ଦୀ ଚାଲିଯିବେ ତାହା ବିଶ୍ୱାସ କରି ହେଉ ନାହିଁ ।ପୁନିଥ ଙ୍କ ପରେ ପୁନିଥ ଙ୍କ ଉପରେ ନିର୍ଭର କରି ୧୮୦୦ ପିଲା ପାଠ ପଢୁଥିଲେ । ହେଲେ ତାଙ୍କ କାର୍ଯ୍ୟ ଗୁଡ଼ିକୁ କର୍ତ୍ତବ୍ୟ ରେ ପରିଣତ ପୁଣି ଥରେ ଆରମ୍ଭ କରିଛନ୍ତି ଅଭିନେତା ବିଶ୍ଵାଳ । ସେ ତାଙ୍କ ଫିଲ୍ମ ପ୍ରେମିଅର୍ ରେ ଏହି ସବୁ ପ୍ରତିଶ୍ରୁତି ଦେଇଛନ୍ତି । ସେ ସେହିଠାରେ ପୁନିଥ ଙ୍କ ବିଷୟରେ କହୁ କହୁ ଖୁବ୍ ଭାବ ବିହ୍ବଳ ହୋଇ ଯାଇ କା-ନ୍ଦି ପକାଇଥିଲେ । ତା ପରେ ପରେ ସେ ସବୁ କିଛି କାର୍ଯ୍ୟ କୁ ସଠିକ୍ ଭାବରେ ସମ୍ପାଦନ କରିବେ ବୋଲି ପ୍ରତିଶୃତି ଦେଇ ଆଗେଇ ଆସିଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।