ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୋ-ସି-ଆ-ଲ୍ ମି-ଡି-ଆ-ରେ ଖୁବ୍ ଭା-ଇ-ରା-ଲ୍ ହେଉଛି ଏହି ଯୁବକ, ଯୁବତୀ ଙ୍କ କର୍ଲ ରେକର୍ଡ, ଜାଣନ୍ତୁ କଣ ପାଇଁ ଏତେ ଭା-ଇ-ରା-ଲ୍ ହେଉଛି ସେମାନଙ୍କ କର୍ଲ ରେକର୍ଡ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁ-ଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି। ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ଆଉ ଏବେ ଯେଉଁ ମ-ହା-ମା-ରୀ ଆସିଛି ଏହା ପାଇଁ ତ ସରକାର ଅନେକ ପ୍ରକାର ର ନିୟମ ସବୁ ଲାଗୁ କରୁଛନ୍ତି,ଲୋକ ମାନେ ଘରୁ ମଧ୍ୟ ବାହାରି ପାରୁ ନାହାଁନ୍ତି।
ଏହି ସବୁ ମଧ୍ୟରେ ଲୋକ ମାନେ କେତେବି ଖାଲି ବସିବେ। ଆଜିକାଲି ତ ଲୋକ ମାନଙ୍କ ହାତରେ ଫୋନ୍ ପଡିବା ମାତ୍ରେ ହିଁ ସେମାନେ ସମସ୍ତେ ସୋ-ସି-ଆ-ଲ୍ ସା-ଇ-ଟ୍ ରେ ବିଜି। ଏବେବି ସୋ-ସି-ଆ-ଲ୍ ମି-ଡି-ଆରେ ଦେଶ ବିଦେଶ କୁ ନେଇ ବହୁତ ଏପରି କିଛି ଫଟୋ, ଭିଡିଓ, ଖବର ଆଦି ପ୍ରକାଶ ପାଉଛି। ସୋ-ସି-ଆ-ଲ ସା-ଇ-ଟ୍ ରେ ପ୍ରତ୍ୟେକ ଦିନ ହଜାର ହଜାର ଖବର ସବୁ ଦେଖିବାକୁ ମିଳିଥାଏ, ସେହିସବୁ ଖବରରେ ଦୁନିଆର କିଛି କିଛି ଭଲ ଖବର ଥାଏ, ଆଉ କିଛି କିଛି ଖବର ଆଜିର ଦୁନିଆର ଲୋକମାନଙ୍କର ନିଚ୍ଚ ଧରଣର ଚିନ୍ତାଧାରା ସମ୍ପର୍କରେ ଜାଣିବାକୁ ମିଳିଥାଏ। ଆଜିକାଲି ତ ଲୋକମାନଙ୍କର ଚିନ୍ତାଧାରା ଏତେ ମାତ୍ରାରେ ତଳକୁ ଖସି ଗଲାଣି ଯେ, ସେହି ସମ୍ପର୍କରେ କହିଲା ବେଳକୁ ମଧ୍ୟ ଖ-ରା-ପ ଲାଗୁଛି। ଏବେ ସୋ-ସି-ଆ-ଲ୍ ମି-ଡି-ଆରେ ଏକ ଅଡିଓ ରେକର୍ଡ ଭା-ଇ-ରା-ଲ୍ ହେଉଛି।
ଯେଉଁଥିରେ ଜଣେ ମହିଳା ଏବଂ ଯୁବକ କଥା ହେଉଛନ୍ତି, ହେଲେ ଏପରି କଣ କଥା ରହିଛି ସେମାନଙ୍କ ମଧ୍ୟରେ ଯେଉଁଥି ପାଇଁ ଏହି ଅଡିଓ ରେକର୍ଡ ଏତେ ମାତ୍ରାରେ ଭା-ଇ-ରା-ଲ୍ ହେଉଛି, ଆସନ୍ତୁ ସେହି ସମ୍ପର୍କରେ ଜାଣିବା। ଏଥିରେ ଜଣେ ଯୁବକ ଜଣେ ମହିଳାଙ୍କ କଲ କରିଛନ୍ତି ତାଙ୍କ ସହ କଥା ହେଉଛନ୍ତି, ସେମାନଙ୍କ କଥାରୁ ଜଣା ପଡୁଛି କି ସେମାନେ ଦୁହେଁ ଭୁବନେଶ୍ବରରେ ରହୁଛନ୍ତି। ଯୁବକ ଜଣକ ମହିଳା ଜଣଙ୍କୁ ଏକାକି ଦେଖା କରିବା ପାଇଁ କହୁଛନ୍ତି, ମହିଳା ଜଣକ କହୁଛନ୍ତି ଆମ ଘରକୁ ଆସନ୍ତୁ ଆମେ ଦେଖା କରିଦେବା ହେଲେ ଯୁବକ ଜଣକ କହୁଛନ୍ତି ମୁଁ ଏପରି ଜାଗାରେ ଦେଖା କରିବାକୁ ଚାହୁଁଛି ଯେଉଁଠାରେ ମୁଁ କମ୍ଫୋର୍ଟ ହେଇ ପାରିବି।
ଆପଣ ମୋତେ ହୋଟେଲରେ ଦେଖା କରନ୍ତୁ ମୁଁ କମ୍ଫୋର୍ଟ ହେବି ସେଠାରେ। ମହିଳା ଜଣକ ପଚାରିଲେ ଆପଣ ମିଶିବା କଥା କହୁଛନ୍ତି ମାନେ ଏଇ କଥାବାର୍ତ୍ତା, ଦେଖାଚାହାଁ ତ ନା ଆଉ କିଛି ଅଛି, ତାପରେ ଯୁବକ ଜଣକ କହିଲେ ଆପଣ ଯଦି ଜାଣି ପାରୁନାହାଁନ୍ତି ତାହା ହେଲେ ଥାଉ। ମହିଳା ଜଣକ ପୁଣିଥରେ ପଚାରିବାରୁ ଯୁବକ ଜଣକ ଖୋଲିକରି କହିଲେ କି ମୁଁ ସେ-କ୍ସ କଥା କହୁଛି। ଶେଷରେ ଯୁବକ ଜଣକ ମହିଳାଙ୍କୁ କହୁଛନ୍ତି, ମୋର ଜଣେ ପ୍ରେମିକା ଥିଲା ମ୍ୟାଡମ୍, ମୁଁ ତାକୁ ବହୁତ ଭଲ ପାଉଥିଲି ହେଲେ ସେ ମୋତେ ଧୋ-କା ଦେଲା। ସେଥିପାଇଁ ମୁଁ ଆଉ ହାର୍ଟଲି କାହାକୁ ଭଲପାଇବାକୁ ଚାହୁଁ ନାହିଁ, ଏମିତି କାହା ସହ ବି ରିଲେସନ୍ ରଖି ମୋ ମନକୁ ଡା-ଇ-ଭ-ର୍ଟ କରିବାକୁ ଚାହୁଁଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।