India ସାରା ଭାଇରଲ ହେଲା ସ୍କୁଲ ଛାତ୍ରୀ ଙ୍କ Video । 20 ଲକ୍ଷ୍ୟ ରୁ ଅଧିକ ଲୋକ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଭା-ଇ-ରା-ଲ ହେଉଛି ଜଣେ ସ୍କୁଲ୍ ଛାତ୍ରୀଙ୍କ ଜବରଦସ୍ତ ନାଚ ଭିଡ଼ିଓ । ଆପଣ ମାନେ ଦେଖିଲେ ମଧ୍ୟ କହିବେ ଓଃ କି ଡାନ୍ସ !ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବନ୍ଧୁଗଣ ଅନେକ ସମୟରେ ବହୁତ ରୋଚକ କର ଘଟଣା ର ଭିଡ଼ିଓ ସୋ-ସି-ଆ-ଲ ମି-ଡ଼ି-ଆ ମାଧ୍ୟମରେ ଭା-ଇ-ରା-ଲ ହୋଇ ଥାଏ । ଆଉ ଏମିତି କିଛି ମଜାଳିଆ ଭିଡ଼ିଓ ସବୁ ଥାଏ ଯାହା ଆଖି ଦୃଶୀୟା ହୋଇଥାଏ ଦର୍ଶକ ମାନେ ପସନ୍ଦ କରିଥାନ୍ତି । ନିଜର ଦୈନନ୍ଦିନ କାର୍ଯ୍ୟ ବ୍ୟସ୍ତତା ରୁ ଟିକିଏ ଫୁରସତ ମିଳିଲେ ମନକୁ ଟିକେ ହାଲୁକା କରିବା ପାଇଁ ସୋ-ସି-ଆ-ଲ ମି-ଡ଼ି-ଆ-ରେ ଏପରି ଭିଡ଼ିଓ ଆପଣ ମାନେ ସମସ୍ତେ ଦେଖି ଥାଆନ୍ତି ଏବଂ ହଁସି ହଁସି ଗଡି ଯାଇଥାନ୍ତି ଯାହା ଫଳରେ ମନର ବୋଝ ହାଲୁକା ହୋଇଥାଏ । 

 

ତେବେ ଆଜି କାଲିର ବ୍ୟସ୍ତତା ଭିତରେ ଟିକେ ମୁହଁ ରେ ହଁସ ଫୁଟେଇବା ର ସୁଯୋଗ ମିଳିବାର ସୋ-ସି-ଆ-ଲ ମି-ଡ଼ି-ଆ-ର ଭା-ଇ-ରା-ଲ ହେଉଥିବା ଏପରି ଭିଡ଼ିଓ ପାଲଟିଛି ମୁଖ୍ୟ ଭୂମିକା । ତେବେ ବନ୍ଧୁଗଣ ଆପଣମାନେ ସମସ୍ତେ ତୋ ଏହି କଥା ରେ ସହମତ ଥିବେ ନିଶ୍ଚୟ ଯେ ସୋ-ସି-ଆ-ଲ ମି-ଡ଼ି-ଆ ଆଜିର ଯୁବ ପୀଢ଼ି ମାନଙ୍କ ପାଇଁ ପାଲଟି ଯାଇଛି ବହୁ ମୂଲ୍ୟ ବସ୍ତୁ । କେବଳ ଯୁବ ପିଢୀ ନୁହଁ ପିଲା ଠୁ ବୁଢା ଏବେ ସମସ୍ତେ ସ୍ମାର୍ଟ୍ ଫୋନ୍ ର ବଶବର୍ତ୍ତୀ । ତେବେ ଏହାର କିଛି ସକାରାତ୍ମକ ପକ୍ଷ ଥିବା ବେଳେ କିଛି ନ-କା-ରା-ତ୍ମ-କ ପକ୍ଷ ମଧ୍ୟ ରହିଛି । 

 

ତେବେ ସୋ-ସି-ଆ-ଲ ମି-ଡି-ଆର ଗୋଟେ ସକାରାତ୍ମକ ପକ୍ଷ ହେଉଛି ଆଜିର ପିଲା ମାନେ ନିଜର ପ୍ରତିଭା କୁ କୋଣ ରାଜ୍ୟର ଦେଶର ଅନୁକୋଣରେ ଥିବା ଲୋକ ମାନଙ୍କ ପାଖରେ ପହଞ୍ଚାଇ ପାରୁଛି । ଆଜି କାଲିର ପ୍ରାୟ ସମସ୍ତ ଲୋକ ସୋ-ସି-ଆ-ଲ ମି-ଡି-ଆ ବ୍ୟବହାର କରୁଛନ୍ତି । ଯେଉଁ ପିଲା ମାନଙ୍କର ନିଜସ୍ଵ ପ୍ରତିଭା ଅଛି ଯେପରିକି ଡାନ୍ସ, ସଙ୍ଗୀତ, ଚିତ୍ରାଙ୍କନ ଆଦି ସେସବୁ ସୋ-ସି-ଆ-ଲ ମି-ଡ଼ି-ଆରେ ସେୟାର କରୁଛନ୍ତି । ଏବଂ ତାହାକୁ ବହୁତ ଲୋକ ଦେଖୁଛନ୍ତି ଏବଂ ପସନ୍ଦ ମଧ୍ୟ କରୁଛନ୍ତି । ସେହିପରି ନିକଟରେ ଏକ ସ୍କୁଲ୍ ଛାତ୍ର ଛାତ୍ରୀଙ୍କ ଭିଡ଼ିଓ ଡାନ୍ସ ଭିଡ଼ିଓ ସାମ୍ନାକୁ ଆସିଛି ଯାହାକି ବର୍ତ୍ତମାନ ସମୟରେ ସୋ-ସି-ଆ-ଲ ମି-ଡ଼ି-ଆ ବେଶ୍ ଚର୍ଚ୍ଚାର ବିଷୟ ପାଲଟି ଯାଉଛି । 

 

ତେବେ ସେହି ଭିଦିଓଟିରେ ଦେଖିବାକୁ ମିଳିଛି ଯେ ସ୍କୁଲର ଛାତ୍ର ଏବଂ ଛାତ୍ରୀ ଦୁଇ ଜଣ ୟୁନିଫର୍ମ ରେ ଅଛନ୍ତି । ଗୋଟେ ଖୋଲା ରାସ୍ତାରେ ଏହି ବାଳକ ବାଳିକା ଦୁହେଁ ବିଭିନ୍ନ ପ୍ରକାର ଗୀତ ବଜାଇ ତାର ତାଳେ ତାଳେ ଝୁମି ଝୁମି ନାଚୁଛନ୍ତି । କିଛି ଓଡ଼ିଆ ଆଲବମ୍ ଗୀତ ଏବଂ ସମ୍ବଲପୁରୀ ଗୀତରେ ମଧ୍ୟ ନାଚିବା ସହିତ ବିଭିନ୍ନ ପୋଜ ଦେଇ ଫୋଟ ଏବଂ ଭିଡ଼ିଓ ଉଠାଉଛନ୍ତି । ସେମାନେ ଯେଉଁ ଭଳି ଭାବେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ତାହା ଲୋକ ମାନଙ୍କ ଦ୍ଵାରା ଆଦୃତ ହେଉଛି ଏବଂ ସମସ୍ତେ ଏପରି ମଜାଳିଆ ଭିଡ଼ିଓ ଦେଖିବାକୁ ପସନ୍ଦ କରୁଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *