ଛାତ୍ର ଛାତ୍ରୀ କହିଲେ ବେଡ଼ ରୁମ ରେ ପରୀକ୍ଷା ଦେବୁ ଆମେ

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଛାତ୍ର ଛାତ୍ରୀ ଙ୍କ ଆ-ନ୍ଦୋ-ଳ-ନ । କହିଲେ କ୍ଲାସ କରିବୁ ବେଡ଼ରୁମ ର ପରୀକ୍ଷା ଦେବୁ କ୍ଲାସ ରୁମ୍ ରେ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କରୋନା ଭଳି ମ-ହା-ମା-ରୀ ସାରା ବିଶ୍ବ ରେ ଏତେ ମାତ୍ରା ରେ ଖେଳି ଯାଇଛି ଯେ ଏଥିରୁ ବଞ୍ଚିବା କଷ୍ଟକର ହୋଇ ପଡିଛି । ସରକାର ଏଥିରୁ ବଞ୍ଚିବା ପାଇଁ ବିଭିନ୍ନ କଟକଣା ଲଗାଉଛନ୍ତି। ପୁରା ଦେଶ ଏହା ପାଇଁ ଲକ୍ ଡାଉନ୍ ହୋଇ ସଦ୍ ଡାଉନ୍ ହୋଇଥିଲା। ପୁଣି ଥରେ କରୋନା ଆକ୍ରାନ୍ତ ବଢ଼ି ବା ଯୋଗୁଁ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ହୋଇ ଥିଲା ।ଏହି ଲକ୍ ଡାଉନ୍ ସମୟ ରେ ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ ରହି ଥିଲା । ଅତ୍ୟାବଶ୍ୟକ ଦ୍ରବ୍ୟ ବ୍ୟତୀତ ଅନ୍ୟ କୌଣସି ଦୋକାନ ମଧ୍ୟ ଖୋଲା ରହୁ ନାହି । 

 

ତେବେ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିବାରୁ ପିଲା ମାନେ ପାଠ ପଢ଼ା ରେ ଅବହେଳିତ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଛାତ୍ର ଛାତ୍ରୀ ମାନେ । ରାଜ ରାସ୍ତା ରେ ଆ-ନ୍ଦୋ-ଳ-ନ କରୁଥିବାର ନଜର ଆସିଛନ୍ତି । ପିଲା ମାନେ ଦାବି କରିଛନ୍ତି ଯେ ସଠିକ୍ ସମୟ ରେ ଅନଲାଇନ୍ କ୍ଲାସ୍ ହୋଇ ନାହି । ବର୍ତ୍ତମାନ ଅଫ୍ ଲାଇନ୍ ପରୀକ୍ଷା କିପରି ଦେବୁ । ଦଶମ ଶ୍ରେଣୀ ପରୀକ୍ଷା ଫଳ ପାଇବା ପରେ ଅନେକ ଅ-ଭି-ଯୋ-ଗ ଆସିଥିଲା । ଠିକ୍ ସେହିପରି ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପରେ ମଧ୍ୟ ଗମ୍ଭୀର ତୁଫନ୍ କରିଥିଲେ ଛାତ୍ର ଛାତ୍ରୀ । ବର୍ତ୍ତମାନ ଯୁକ୍ତ ୩ ର ଛାତ୍ର ଛାତ୍ରୀ ରାଜ ରାସ୍ତା ରେ କରୁଛନ୍ତି ଆ-ନ୍ଦୋ-ଳ-ନ । 

 

ଖୋଲିକୋଟ ରାମ ଚନ୍ଦ୍ର ମଙ୍ଗରାଜ ବିଜ୍ଞାନ ମହାବିଦ୍ୟାଳୟ ର +୩ ର ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ଅନଲାଇନ୍ ପରୀକ୍ଷା ଦାବି ରେ ଅପରାହ୍ନ ରେ କଲେଜ୍ ର ମୁଖ୍ୟ ଫାଟକ ବନ୍ଦ କରି ଦାବି କରିଥିଲେ । ଅନଲାଇନ ପରୀକ୍ଷା ନ ହେଲେ ଆମେ ପରୀକ୍ଷା ଦେବୁନି ବୋଲି ଏକା ଜିଦ୍ । ଲକ୍ ଡାଉନ୍ ସମୟ ରେ ଦୁଇ ମାସ ଧରି ହୋଇ ନାହି କ୍ଲାସ୍ ବର୍ତ୍ତମାନ ପାଠ ପଢି ନ ଥିବାରୁ ଅଫ୍ ଲାଇନ୍ ରେ ପରୀକ୍ଷା ଦେବା ପାଇଁ ଅମଙ୍ଗ ଛାତ୍ର ଛାତ୍ରି । ଦୀର୍ଘ ସମୟ ଆନ୍ଦୋଳନ ପରେ ଘଟଣା ସ୍ଥଳରେ ଖୋଳିକୋଟ ଅରକ୍ଷ ଅଧିକାରୀ ପହଞ୍ଚି ପିଲା ଙ୍କୁ ବୁଝା ବୁଝି କରି ଆ-ନ୍ଦୋ-ଳ-ନ ହଟାଇ ଥିଲେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *