ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା ନିଶା ଶକ୍ତ ଯୁବକ ମାରିଲେ ପୋଲିସ କୁ ଦବଙ୍ଗ ଷ୍ଟାଇଲ ରେ । ତେବେ ଆସନ୍ତୁ ଖବର ବିଷୟରେ ଜାଣିବା ତାପରେ ଶେଷରେ Video ଦେଖିବା । ଯଦି ଏହି ଖବର ଆପଣଙ୍କ ହୃଦୟ ଙ୍କୁ ପାଇବ ଗୋଟିଏ Share ନିଶ୍ଚିତ କରବେ ।
ଦିନକୁ ଦିନ ଯୁବପିଢି ନିଶା କୁ ଆପଣେଇ ବସୁଛନ୍ତି ଓ ନିଶାରେ ଥିବା ସମୟରେ କଣ କରି ବସୁଛନ୍ତି ନିଜେ ବି ଜାଣି ପାରୁନାହାନ୍ତି । ଆଜି ଏକ ସେହି ଭଳି ଘଟଣା ଦେଖିବାକୁ ମିଳିଛି । ଯୁବକ ଜଣଙ୍କ ମଦ ପିଇ ଉତ୍ପାତ କରୁଥିଲେ ସ୍ଥାନୀୟ ଲୋକ ଯୁବକ ଙ୍କୁ ଆୟତ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଯୁବକ ଜଣଙ୍କ ଆୟତ ବାହାରେ ରହିଥିଲେ । ସ୍ଥାନୀୟ ଲୋକ ପୋଲିସ କୁ ଖବର ଦେଇଥିଲେ । ଯେତେବେଳେ ପୋଲିସ ପହଞ୍ଚି ଥିଲା ସେତେବେଳେ ଯୁବକ…
ଆରକ୍ଷ ଅଧିକାରୀ ଙ୍କୁ ଖାତିର ନକରି ଗାଡି ରୁ ଚାବି ଛଡ଼େଇବାକୁ ଉଦ୍ୟମ କରିଥିଲା ଏଥିରେ ବାଧା ଦେବାରୁ ଭଙ୍ଗା ବୋତଲ ଧରି ପେଟରେ ଭୂଷିବାକୁ ଚେଷ୍ଟା କରିଥିଲା ଓ ମାରିଥିଲା ବି ଏହାପରେ ଯୁବକ ଙ୍କୁ ବହୁତ କଷ୍ଟରେ ଆୟତ କରି ଆରକ୍ଷ ଅଧିକାରୀ ଥାନାକୁ ନେଇଯାଇଥିଲେ । ଆସନ୍ତୁ ଦେଖିବା ସେହି ସମୟ ର କଏଦ ଭିଡ଼ିଓ ।
ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଥାଏ ନିଶ୍ଚୟ ତଳେ ଗୋଟିଏ Like କରନ୍ତୁ । jay jagannath ।