ବାରି ପଛ ପଟେ ପ୍ରେମିକ ସହ ସ୍ତ୍ରୀ କରୁଥଲେ କିଛି ଏପରି କାର୍ଯ୍ୟ,ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ଓ ଦେଖିବା Video…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବାରି ପଛ ପଟେ ପ୍ରେମିକ ସହ ସ୍ତ୍ରୀ କରୁଥଲେ କିଛି ଏପରି କାର୍ଯ୍ୟ,ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ଆଜି କାଲି ସମୟରେ ସଚ୍ଚୋଟ ପ୍ରେମ ଆଉ ଦେଖିବାକୁ ମିଳୁନାହିଁ। ପ୍ରେମ ହେଉଛି ଶାଶ୍ଵତ ଓ ନିଃ-ସ୍ଵା-ର୍ଥ-ପ-ର । ହେଲେ ଆଜି କାଲି ପ୍ରେମୀ ଯୁଗଳ ମାନେ ଏହାକୁ ବ-ଦ-ନା-ମ୍ କରିଦେଉଛନ୍ତି । ଏବେ ଏହି  ସମାଜରେ ଯାହା ସବୁ ଘଟୁଛି ସେସବୁରୁ ପ୍ରେମର ସଂଜ୍ଞା କଣ ଆପଣମାନେ ସମସ୍ତେ ଜାଣି ପାରୁଥିବେ। ଆଜିକାଲି ପ୍ରେମ ର ଅର୍ଥ ହେଉଛି କା-ମ-ନା ଏବଂ ବାସନା । ଲୋକେ ନିଜର ମନର ଆକାଂକ୍ଷା କୁ ପୁରା କରିବା ପାଇଁ ପ୍ରେମ କରୁଛନ୍ତି। ଏଥିରେ ତିଳେ ହେଲେ ତ୍ୟା-ଗ ନାହିଁ ।ଅଛି ତ କେବଳ ପାଈବାର ଇଛା । ପ୍ରଥମେ ପ୍ରେମ କରୁଛନ୍ତି ଓ ତାପରେ ପ୍ର-ତା-ର-ଣା ଦେଉଛନ୍ତି। 

        

ଏହି ପରି ଏକ ଘଟଣା ଘଟିଛି ଜଣେ ବିବାହିତା ସ୍ବାମୀ ଏବଂ ସ୍ତ୍ରୀ ମଧ୍ୟ ରେ । ଯାହା ଶୁଣିଲେ ଆପଣ ଙ୍କ ବି ପ୍ରେମ ଉପରୁ ଭ-ର-ସା ଉଥିଯିବା।  ଏହି ପରି ଏକ ଘଟଣା ଘଟିଛି। ସ୍ବାମୀ ଆଉ ସ୍ତ୍ରୀ ଦୁହେଁ ବିବାହ ପରେ ବେଶ୍ ଖୁସି ରେ ରହୁଥିଲେ।  ସବୁ କିଛି ଠିକ୍ ଠାକ୍ ଚାଲିଥିଲା । କିଛି ଦିନ ପରେ ସ୍ତ୍ରୀ ଙ୍କ ର କିଛି ବ୍ୟବହାର ଓ ଚାଲିଚଳନ ରେ ସ୍ବାମୀ ଙ୍କୁ ତାଙ୍କ ଉପରେ ସ-ନ୍ଦେ-ହ ହୋଇଥିଲା।  ତାଙ୍କ ମନ ରେ ଆସିଲା ହୁଏ ତ ତାଙ୍କ ପତ୍ନୀ ଆଉ କେଉ ପର ପୁରୁଷ ସହିତ ସମ୍ପର୍କ ରଖିଛନ୍ତି । 

ନିଜ ମନ ର ଶ-ଙ୍କା କୁ ଦୂର କରିବା ପାଇଁ ସେ ନିଜ ଘରେ  ରହିଲେ । ସବୁ ଦିନ ପରି ସେହି ଦିନ ମଧ୍ୟ ସ୍ବାମୀ ଜଣ ଙ୍କ ସ୍ତ୍ରୀ ଙ୍କୁ ଘରେ ଛାଡ଼ି ନିଜ କାମ ରେ ବାହାର କୁ ଯାଇଥିଲେ। ହେଲେ ସ୍ତ୍ରୀ ଜଣ ଙ୍କ  ପୂର୍ବ ଭଳି ସ୍ବାମୀ ଘରୁ ବାହାରି ଗଲା ପରେ ନିଜ ର ପ୍ରେମିକ  ସହିତ ଫୋନ ରେ କଥା ହେବ ଆରମ୍ଭ କରିଦେଇଥିଲେ । ଦୁହେଁ ଘର ଭିତରେ  କିଛି ସମୟ  କଥା ବାର୍ତ୍ତା ହେବ ଠିକ୍ ଏହି ସମୟ ରେ ସ୍ବାମୀ ଜଣକ ଆସି ଘରେ ପହଞ୍ଚି ଯାଇଥିଲେ। 

ପରେ ସ୍ବାମୀ ଏହା କୁ ଦେଖି ଦେଇଥିଲେ ଆଉ ସେହି ଦୃଶ୍ୟ କୁ ମୋବାଇଲ୍ ରେ ରେକର୍ଡ କରିଦେଇଥିଲେ । ସ୍ବାମୀ ଙ୍କୁ ଆସୁଥିବାର ଦେଖି ସ୍ତ୍ରୀ ଜଣ ଙ୍କ ତାଙ୍କ ପ୍ରେମିକଙ୍କ  ଫୋନ କାଟି ଦେଇଥିଲେ ।ଯାହା କୁ ସ୍ବାମୀ ଦେଖିଲା ପରେ ସବୁ କଥା ସ୍ପଷ୍ଟ ଭାବରେ ଜାଣିପାରିଥିଲେ ଆଉ ସ୍ତ୍ରୀ ଙ୍କ ର ସବୁ କ-ଳା-କା-ର-ନା-ମା ସାମ୍ନା କୁ ଆସି ଯାଇଥିଲା । ଏହା ସୋ-ସି-ଆ-ଲ ମି-ଡ଼ି-ଆ ରେ ବହୁତ ମାତ୍ରା ରେ ଭା-ଇ-ର-ଲ୍ ହେବାରେ ଲାଗିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *