ପ୍ରେମ ବିବାହ କୁ ନେଇ ଚାଲିଲା ସର୍ଭେ । ଆସନ୍ତୁ ଦେଖିବା କଣ କହିଲେ ଯୁବପିଢି…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପ୍ରେମ ବିବାହ କେତେ ପରିମାଣ ରେ ଠିକ୍ ତାକୁ ନେଇ ଭୁବନେଶ୍ବର ରେ ସର୍ଭେ ଚାଲିଥିଲା । କଣ ରହିଛି ସମ୍ପୂର୍ଣ ତଥ୍ୟ ଚାଲନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ବିବାହ ଏପରି ଏକ ସମ୍ପର୍କ ଯାହା କି ଦୁଇଟି ମନ ଓ ଆତ୍ମା ର ମିଳନ । ଲୋକ ବହୁତ୍ ପ୍ରକାର ବିବାହ କରିଥାନ୍ତି କେତକ ପ୍ରେମ ବିବାହ ଓ ଘର ଲୋକ ଙ୍କ ମତ ଅନୁସାରେ ବିବାହ କରିଥାଆନ୍ତି । ପ୍ରେମ ଏକ ପବିତ୍ର ବନ୍ଧନ । ପ୍ରେମ ଆଗରେ ବୟସ,ଧର୍ମ,ବର୍ଣ୍ଣ କିଛି ଦେଖା ହୋଇ ନଥାଏ ଆହୁରି ମଧ୍ୟ ପ୍ରେମ ଆଗରେ ଧନୀ କି ଗରିବ କିଛି ଦେଖା ଯାଇ ନଥାଏ।ପ୍ରେମ ହେଉଚି ଶାଶ୍ଵତ ।ପ୍ରେମ ଭଳି ବ-ନ୍ଧ-ନ କେଉଁଠି ଭି ମିଳି ନଥାଏ । ପ୍ରେମ ରେ ପଡ଼ୁଥିବା ଲୋକ ନା କେବେ ଘର ଦ୍ଵାରା ବନ୍ଧୁ ବ-ନ୍ଧ-ନ ଦେଖିଥାଏ ନା କୌଣସି ସମ୍ପର୍କ ଦେଖୁଥାଇ । ପ୍ରେମ ଆଗରେ ମାଆ ,ବାପା ,ଭାଇ ,ଭଉଣୀ କୁ ଭି ଲୋକେ ଭୁଲି ଯାଇଥାଏ ।

ଏମିତି କିଛି ସମ୍ପର୍କ ଥାଏ ଯେଉଁଠାରେ ପ୍ରେମ ପାଇଁ ଲୋକେ ସବୁ କିଛି ଛାଡ଼ି ଦିଅନ୍ତି । ପ୍ରେମ ଠୁ ଦୁନିଆରେ ଆଉ କୌଣସି ବଡ଼  ଶ-କ୍ତି ନାହିଁ । ପ୍ରେମ ପାଇଁ ପ୍ରେମିକ ଓ ପ୍ରେମିକ ଙ୍କ ମଧ୍ୟ ରେ ବହୁତ୍ ଭଲ ସମ୍ପର୍କ ରହିଥାଏ ଉଭୟ ଉଭୟ ଙ୍କୁ ଦେଖା କରିବା ପାଇଁ ବହୁତ୍ ବ୍ୟାକୁଳ ହେଉ ଥାଆନ୍ତି । ଉଭୟ ପ୍ରେମ ନି-ଶା ରେ ପୁରା ମଜଦୂର ହୋଇ ଥାଆନ୍ତି । ବେଳେବେଳେ ଏମିତି କିଛି ଘଟଣା ସବୁ ଆମେ ସମସ୍ତେ ଦେଖିବା ପାଇଁ ପାଇଥାଉ ଯେଉଁଥିରେ ପ୍ରେମ ପାଇଁ ପ୍ରେମିକ ଟେ କିଛି ଭି କରି ପାରୁଥିବା ବେଳେ ପ୍ରେମିକା ଭି ନିଜ ଜୀବନ ଦେବା ପାଇଁ ଭି ପଛାନ୍ତି ନାହିଁ । ପ୍ରେମ ଆଗରେ ସମ୍ପୂର୍ଣ ଦୁନିଆ ଟା ହିଁ ଫିକା ଦେଖା ହୋଇଥାଏ ।

ବେଳେ ବେଳେ ପ୍ରେମ ସଂପର୍କ କୁ ଘର ଲୋକ ସ୍ବୀକାର କରି ନଥାନ୍ତି କାରଣ ଘର ଲୋକ ନିଜ ପିଲା ଙ୍କ ପାଇଁ ଉପଯୁକ୍ତ ପାତ୍ର ଦେଖି ବିବାହ କରେଇଥାନ୍ତି । ସେମାନଙ୍କ କଥା ଅନୁସାରେ ଘର ଲୋକ ନିଜ ପିଲା ଙ୍କ ପାଇଁ ଯେଉଁ ପାତ୍ର ଦେଖିଥାନ୍ତି ସେ ହିଁ କେବଳ ଖୁସି ରେ ରଖିପାରନ୍ତି । ଭଲ ପାଇ ବିବାହ କରିଲେ ସେମାନେ କେବେ ହେଲେ ଖୁସି ରେ ରହି ପାରନ୍ତି ନାହିଁ । ତେବେ କିଛି ଲୋକ ଏ ଘଟଣା ଉପରେ ମଧ୍ୟ ବିଶ୍ଵାସ କରନ୍ତି ଯେ ପ୍ରେମ ବିବାହ କଲେ ଦମ୍ପତି ଦୁହେଁ ଖୁସି ରେ ରହି ଥାଆନ୍ତି । 

ସ୍ବାମୀ ସ୍ତ୍ରୀ କୁ ଖୁସି ରେ ରଖିଥାଏ ଓ ସ୍ତ୍ରୀ ମଧ୍ୟ ସ୍ବାମୀ କୁ ଖୁସି ରେ ରଖିଥାଏ । ତେବେ ଭୁବନେଶ୍ଵର ଏକ ସର୍ଭେ କରାଯାଇଥିଲା । ସେଠାରେ ମଧ୍ୟ ଅନେକ ଜଣ କହିଛନ୍ତି କି ବର୍ତ୍ତମାନ ସମସ୍ତେ ପ୍ରେମ ବିବାହ କରିଥାନ୍ତି । କାରଣ ବର୍ତ୍ତମାନ ନିଜ ନିଜ ଇଚ୍ଛା ଅନୁସାରେ ନିଜ ମନ ର ମଣିଷ କୁ ନିଜେ ଚୟନ କରୁଛନ୍ତି । ତେବେ ଆହୁରି କେତେ ଲୋକ କହିଛନ୍ତି ଯେ ସେମାନେ ନିଜ ପାଠ ପଢା ଓ ଭବିଷ୍ୟତ ଉପରେ ଧ୍ୟାନ ରଖିଛନ୍ତି । ଜୀବନ ସାଥି ସେମାନଙ୍କ ଘର ଲୋକ ଖୋଜି ଦେବା ଉଚିତ୍ ବୋଲି ସେମାନେ ମନେ କରନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *