ଯୁବକ ଜଣକ ଝିଅଙ୍କୁ କରୁଥିଲେ ଖରାପ ଇଙ୍ଗିତ । ତାପରେ ଯାହା ହେଲା ଦେଖ ଭିଡ଼ିଓ…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମ-ହ-ଙ୍ଗା ପଡ଼ିଲା ଦୁ-ର୍ବ୍ୟ-ବ-ହା-ର । ଜଣେ ଯୁବତୀଙ୍କୁ ଅ-ଶ୍ଳୀ-ଳ ଇଙ୍ଗିତ କରିବାରୁ ଯୁବକଙ୍କୁ ଚୂନ କାଳି ବୋଳି ଗାଆଁ ସାରା ବୁଲାଇଲେ ଲୋକେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ତେବେ ବନ୍ଧୁଗଣ ପ୍ରତିଦିନ ଆମ ଚତୁପାର୍ଶ୍ୱରେ ବିଭିନ୍ନ ପ୍ରକାର ଲ-ଜ୍ଜା-ଜ-ନ-କ ଘଟଣା ଦେଖିବାକୁ ଓ ଶୁଣିବାକୁ ମିଳିଥାଏ । ତେବେ ତାହା ମଧ୍ୟରୁ ଝିଅ ମାନଙ୍କ ପ୍ରତି ହେଉଥିବା ଦୁ-ର୍ବ୍ୟ-ବ-ହା-ର, ଅ-ସ-ଦା-ଚ-ର-ଣ, ଜୋ-ର୍ ଜ-ବ-ର-ଦ-ସ୍ତି ଆଦି ଅତି ସାଧାରଣ । ପ୍ରାୟ ପ୍ରତ୍ୟେକ ଦିନ ଏହି ଖବର ଶୁଣିବାକୁ ମିଳିଥାଏ । ଦିନକୁ ଦିନ ବ-ର୍ବ-ର-ତା ସୀମା ଟପୁଛି । ଓଡ଼ିଶାରେ ଝିଅମାନଙ୍କ ପ୍ରତି ଅ-ସ-ଦା-ଚ-ର-ଣ ଏକ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି । ଏ ସବୁ ଏବେ ଆଉ ଲୁଚାଛପା ବି ହେଉନି । ଦିନ ଦ୍ୱିପ୍ରହରେ, ରାସ୍ତା ମଝିରେ ହେଉଛି ଏମିତି ସବୁ ଲ-ଜ୍ଜା-ଜ-ନ-କ କାଣ୍ଡ । ଯାହା ଶୁଣିଲେ ଆପଣଙ୍କ ମୁଣ୍ଡ ମଧ୍ୟ ଲାଜରେ ନଇଁ ଯିବ। 

ମହିଳାଙ୍କୁ ସମ୍ମାନ ଓ ବିକାଶ ନାମରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସୁରକ୍ଷା ପାଇଁ ରାଜ୍ୟର ପ୍ରତି ଥା-ନାରେ ମହିଳା ଡେକ୍ସ ମଧ୍ୟ ରହିଛି । ଅ-ପ-ରା-ଧୀ ମାନଙ୍କୁ ଧରିବା ପାଇଁ ସା-ଇ-ବ-ର ସେଲ୍ ସ୍ଥାପନ କରାଯାଇଥିଲେ ମଧ୍ୟ ଏସବୁ ଅନ୍ୟଥା ପାଲଟିଛି । ଯଥା ପୂର୍ବ ତଥା ପରଂ । ଏପର୍ଯ୍ୟନ୍ତ କୌଣସି ସନ୍ତୋଷ ଜନକ ଫଳ ଦେଖିବାକୁ ମିଳିପାରି ନାହିଁ । ଅ-ସ-ମା-ଜି-କ ଲୋକ ମାନେ ଏବେ ମଧ୍ୟ ନ ଡ-ରି ନି-ର୍ଦ୍ଵ-ନ୍ଦରେ ମହିଳାଙ୍କୁ ଦୁ-ର୍ବ୍ୟ-ବ-ହା-ର କରି ଚାଲିଛନ୍ତି । ତେବେ ବର୍ତମାନ ପୁଣି ଆଉ ଜଣେ କଲେଜ୍ ଛାତ୍ରୀଙ୍କୁ ଅ-ସ-ଦା-ଚ-ର-ଣ କରାଯାଇଥିବା ଭିଡ଼ିଓ ଭା-ଇ-ରା-ଲ ହେଉଛି । 

ଝିଅ ମାନେ କୌଣସି ବି କ୍ଷେତ୍ରରେ ନିଜକୁ ସୁରକ୍ଷିତ ମନେ କରୁ ନାହାନ୍ତି । ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କୁ ଅ-ପ-ବ୍ୟ-ବା-ହ-ର ବା ନି-ର୍ଯା-ତ-ନା ସହିବାକୁ ପଡୁଛି । ତେଣୁ ଏସବୁ କ୍ଷେତ୍ରରେ ପ୍ରଶାସନ କଢା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏପରି ଖ-ରା-ପ ବ୍ୟବହାର ପ୍ରଦର୍ଶନ କରୁଥିବା ଯୁବକଙ୍କୁ ଉଚିତ ଶା-ସ୍ତି ମିଳିବା ଉଚିତ । ତେବେ ଯାଇ ଝିଅ ମାନେ ନିଜକୁ ସୁରକ୍ଷିତ ମନେ କରିବେ ଏବଂ ଅ-ନ୍ୟା-ୟ ଅ-ତ୍ୟା-ଚା-ର ମଧ୍ଯ ଧୀରେ ଧୀରେ କମିବାରେ ଲାଗିବ ବୋଲି ଆଶା । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି ଯେ ମ-ହ-ଙ୍ଗା ପଡ଼ିଲା ଯୁବତୀ ଜଣକଙ୍କୁ ଅ-ଶ୍ଳୀ-ଳ ଇଙ୍ଗିତ । ଯୁବକକୁ ଚୂନ କାଳି ବୋଳି ବଜାରରେ ବୁଲାଇଲେ ଲୋକେ । 

ଏଭଳି ଅ-ଭା-ବ-ନୀ-ୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା କାଟଣା ବଜାରରେ। ଯାହାର କିଛି ଭିଡିଓ ଭା-ଇ-ରା-ଲ ହେବାରେ ଲାଗିଛି । ରାଜକନିକା କାଟଣା ବଜାରରେ ଏକ ଦୋକାନରେ ଯୁବତୀ ଜଣଙ୍କ କାମ କରନ୍ତି । ଜୟକୁଣ୍ଡା ଗାଁର ରଞ୍ଜନ ବାରିକ ଦୋକାନ ଭିତରକୁ ଯାଇ ଯୁବତୀ ଜଣଙ୍କୁ ଅ-ଶ୍ଳୀ-ଳ ଇଙ୍ଗିତ କରିଥିଲା । ଏପରିକି ପ୍ୟାଣ୍ଟ ର ଚେନ୍ ଖୋଲିବାକୁ ମଧ୍ୟ ଯାଇଥିଲେ । ଯୁବତୀ ଜଣଙ୍କ ଏହାକୁ ବି-ରୋ-ଧ କରି ଜୋର୍ ରେ ପାଟି କରିବାରୁ ଲୋକମାନେ ସେଠାରେ ରୁଣ୍ଡ ହୋଇ ଯାଇ ରଞ୍ଜନକୁ କା-ବୁ କରିନେଇଥିଲେ । ପରେ ତା ମୁହଁରେ ଚୂନ ଓ କାଳି ଲଗାଇ ବଜାରରେ ବୁଲାଇଥିଲେ । ଯାହାକି ଚର୍ଚ୍ଚାର ବିଷୟ ହୋଇଛି 

<iframe width=”560″ height=”315″ src=”https://www.youtube.com/embed/nSXpY8V4hF0″ title=”YouTube video player” frameborder=”0″ allow=”accelerometer; autoplay; clipboard-write; encrypted-media; gyroscope; picture-in-picture” allowfullscreen></iframe>

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *