ଖୁସି ଖବର । ଏକାଥରେ ପେଟ୍ରୋଲ ଡିଜେଲ କମିଲା ଏତେ ଟଙ୍କା । ଜଣାନ୍ତୁ କେତେ କମିଲା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଦୀପାବଳୀ ରେ ଆସିଲା ଖୁସି ଖବର କମିଲା ପେଟ୍ରୋଲ, ଡିଜେଲ ଦର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଏବେ ସମସ୍ତ ସ୍ଥାନ ରେ ପେଟ୍ରୋଲ ଦର କୁ ନେଇ ଲୋକେ ଖୁବ୍ ଚିନ୍ତା ରେ ପଡିଛନ୍ତି । ସମସ୍ତ ସ୍ଥାନ ରେ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ବଢ଼ିବାରେ ଲାଗିଛି ଯାହା ପାଇଁ ଲୋକେ ଅସ୍ତ ବ୍ୟସ୍ତ ହୋଇ ଯାଉଛନ୍ତି । ପେଟ୍ରୋଲ ଦର ପାଇଁ ଆସ୍ତେ ଆସ୍ତେ ଖାଦ୍ୟ ପେୟ ର ସବୁ ଦର ବୃଦ୍ଧି ପାଇବାରେ ଲାଗିଛି ଯାହା ପାଇଁ ସମସ୍ତେ ଚିନ୍ତା ମଗ୍ନ ହୋଇ ପଡ଼ୁଛନ୍ତି । ପେଟ୍ରୋଲ ଦର ବଢିବ  ପଛରେ ପ୍ରକୃତ ରହସ୍ୟ କଣ ତାହା ଜଣା ପଡୁନି । ଯାହା ପାଇଁ ଲୋକେ ଘରୁ ଗାଡ଼ି ଖୋଲିବା ପାଇଁ ବି ଚାହୁଁ ନାହାନ୍ତି । 

 

ଯାହା ପାଇଁ ବଡ଼ ବଡ ଗାଡ଼ି ହେଉ କି ଛୋଟ ଦୁଇ ଚକିଆ ଗାଡ଼ି ଚାଳକ ମାନେ ଆଉ ଗାଡ଼ି ବାହାର ନ କରିବା ପାଇଁ ଖୁବ୍ ଚିନ୍ତିତ ହୋଇ ପଡ଼ୁଛନ୍ତି । କିନ୍ତୁ ସତ କହିବା ପାଇଁ ଗଲେ ପେଟ୍ରୋଲ ଦର ଓ ଡିଜେଲ ଦର ବୃଦ୍ଧି ନେଇ ଖୁବ୍ ଅମଙ୍ଗ ହେଉଛନ୍ତି ଲୋକେ ।ପେଟ୍ରୋଲ ଓ ଡିଜେଲ୍‌ର ଆକାଶଛୁଆଁ ଦର ସାଧାରଣ ଜନତାଙ୍କୁ କ-ଲ-ବ-ଲ୍ କରୁଛି।ତେବେ ପେଟ୍ରୋଲ ଓ ଡିଜେଲ ଦର କମିବ ବୋଲି ସାମ୍ନାକୁ ଆସିଛି।କେନ୍ଦ୍ର ସରକାର ପେଟ୍ରୋଲ ତୁଳନାରେ ଡିଜେଲ ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କକୁ ପ୍ରାୟ ଦୁଇ ଗୁଣ ହ୍ରା-ସ କରିଛନ୍ତି। ଏହାର ରବି ଫସଲ ସମୟରେ ଚାଷୀଙ୍କ ପାଇଁ ବୁଷ୍ଟର ଡୋଜ୍‌ ଭାବେ କାମ କରିବ ବୋଲି କେନ୍ଦ୍ର ସରକାର ଆଶା କରିଛନ୍ତି। ସେହିପରି କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାର ମାନଙ୍କ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ କରୁଥିବା ଭ୍ୟାଟକୁ କମ କରିବାକୁ ପରାମର୍ଶ ଦେଇଛନ୍ତି। 

 

ରାଜ୍ୟ ସରକାର ମାନେ ଭ୍ୟାଟ ହ୍ରା-ସ କଲେ ଲୋକମାନେ ମହଙ୍ଗା ମାଡ଼ରୁ ଆଶ୍ୱସ୍ତି ପାଇବେ ବୋଲି କେନ୍ଦ୍ର ସରକାର କହିଛନ୍ତି।ସରକାର ଙ୍କ ଠାରୁ ଆସିଛି ନୂଆ ନିୟମ ଯାହା ପାଇଁ ସମସ୍ତେ ଖୁସି ମଧ୍ୟ ହୋଇ ପାରିବେ ଓ ଖୁବ୍ ଆଶ୍ଵାସନା ଅନୁଭବ କରିବେ । ତେବେ ପ୍ରକୃତ କଥା ହେଉଛି କି ଗାଡ଼ି ଚଳାଉଥିବା ଗ୍ରାହକ ମାନଙ୍କ ପାଇଁ ଯାହା ଶୁଣିଲେ ଆପଣ ଖୁସି ମଧ୍ୟ ହୋଇ ଯାଇ ପାରନ୍ତି । ଯେଉଁ ଦିନ କୁ ଖୁବ୍ ଦିନ ଆଗରୁ ଅପେକ୍ଷା କରି ଚାହିଁ ରହିଥିଲେ ସରକାର ଦୀପାବଳୀ ଉପଲକ୍ଷେ ଗ୍ରାହକ ମାନଙ୍କ ପାଇଁ ନେଇ ଆସିଛନ୍ତି ଏକ ବିଚିତ୍ର ଉପହାର ଯେଉଁଥିରେ କି ଡିଜେଲ ଓ ପେଟ୍ରୋଲ ଦର ହ୍ରାସ ପାଇବ ।

 

ଗତବର୍ଷ ପେଟ୍ରୋଲ ଉପରେ ଲାଗୁଥିବା ଉତ୍ପାଦ ଶୁ-ଳ୍କକୁ କେନ୍ଦ୍ର ସରକାର ୧୯.୯୮ ଟଙ୍କାରୁ ବଢ଼ାଇ ୩୨.୯ ଟଙ୍କାରେ ପହଞ୍ଚାଇଥିଲେ। ଏବେ କିନ୍ତୁ ଉତ୍ପାଦ ଶୁଳ୍କ ମାତ୍ର ୫ ଟଙ୍କା ହ୍ରାସ କରାଯାଇଛି।ଏବେ ଦେଶର  ଉଭୟ ପେଟ୍ରୋଲ ଓ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚିଛି। ଏଥି ଯୋଗୁ ଅନ୍ୟ ସାମଗ୍ରୀଗୁଡ଼ିକର ଦାମ ମଧ୍ୟ ବଢ଼ୁଛି। ଲୋକମାନେ ନାହିଁ ନଥିବା ଅ-ସୁ-ବି-ଧାର ସମ୍ମୁଖୀନ ହେଉଥିବାରୁ କେନ୍ଦ୍ର ସରକାର ଦର ହ୍ରା-ସ କରିବାକୁ ନିଷ୍ପତ୍ତି ନେଇଛନ୍ତି।ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୧୦.୦୪ ଟଙ୍କା, କୋଲକାତାରେ ୧୧୦.୪୯ ଟଙ୍କା, ମୁମ୍ବାଇରେ ୧୧୫.୮୫ ଟଙ୍କା, ଚେନ୍ନାଇରେ ୧୦୬.୭୬ ଟଙ୍କା ଏବଂ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏହା ୧୧୧.୨୫ ଟଙ୍କା ରହିଛି। ତେବେ ଏହି ନିୟମ କାଲି ଠାରୁ ଲାଗୁ ହେବ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *