ଦିପାବଳି ଦିନ ଚୁପଚାପ୍ ଲୁଣ ଡବା ରେ ରଖି ଦିଅନ୍ତୁ ଏହି ଜିନିଷ – ମାତା ଲକ୍ଷ୍ମୀ ଆପଣଙ୍କ ଘର କୁ ଦୌଡ଼ି ଆସିବେ…

 

ବନ୍ଧୁଗଣ ଧନ ତେରସ ତଥା ଦୀପାବଳୀ ଦିନ ମହା ଲକ୍ଷ୍ମୀ ଙ୍କ ମନ ପସନ୍ଦ ର ଜିନିକ କ୍ରୟ କରାଯାଏ । କିନ୍ତୁ ଏହିଁ ଦୁଇ ଦିନ ରେ ଆପଣ କିଛି କିଣନ୍ତୁ କି ନ କିଣନ୍ତୁ ହେଲେ ଲୁଣ କୁ ନିଶ୍ଚିନ୍ତ ରୂପ ରେ କିଣନ୍ତୁ । ତେବେ ବନ୍ଧୁଗଣ କି ଆମେ ଆପଣ ମାନଙ୍କୁ ଜଣାଇବୁ ଯେ ଏମିତି କେଉଁ ଜିନିଷ ଅଛି ଯାହାକୁ କି ଲୁଣ ଡବା ଭିତରେ ରଖିଲେ ଜୀବନ ର ସମସ୍ତ ଅସୁବିଧା ଦୂର ହୋଇଯିବ। ।

 

ଦୀପାବଳି ଦିନ ଲୁଣ ର ଉପାୟ ଧନ ପ୍ରାପ୍ତି କରିବା ପାଇଁ ବହୁତ୍ ଖାସ୍ ହୋଇଥାଏ ।  ଲୁଣ ଆମ ଜୀବନରେ ଅଧିକ ମହତ୍ଵ ରଖିଥାଏ । ଲୁଣ ବିନା ଖାଦ୍ୟର କିଛି ବୁ ସ୍ୱାଦ ନଥାଏ । କେତେକ ଲୋକ ଲୁଣର ଫାଇଦା ମଧ୍ୟ ଉଠେଇ ଥାନ୍ତି । ଲୁଣ ଶାସ୍ତ୍ର ଅନୁସାରେ ଚନ୍ଦ୍ର ଏବଂ ଶୁକ୍ରଙ୍କର ପ୍ରତିକ ଅଟେ । ଲୁଣ ଡବା ରେ ଗୋଟିଏ ଜିନିଷ ରଖିଲେ ଜୀବନରେ ସୁଖ ଶାନ୍ତି ଆସିଯିବ । ଲୁଣର ଏହି ଉପାୟ କରିଲେ ଆପଣଙ୍କର ଆର୍ଥିକ ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଯିବ । ବେଳେ ବେଳେ ଘରେ ନକରାତ୍ମକ ଶକ୍ତି ବହୁତ ଖରାପ କରିଥାଏ । ଏମିତି ଘରେ ମହା ଲଷ୍ମୀ କେବେ ବାସ କରନ୍ତି ନାହିଁ । ଯେଉଁ ଘରକୁ ଲଷ୍ମୀ ଆସନ୍ତି ନାହିଁ ସେହି ଘରେ ଧନର ଅଭାବ ସ୍ୱାସ୍ଥ୍ୟ ଅବସ୍ଥା ଆଦି ଦେଖାଦିଏ । ଜୀବନରେ ପରିଶ୍ରମ ଅଧିକା ବଢିଯାଏ । ଆପଣ କଳା ଲୁଣ ଡବା ଆଣିବେ । 

 

ଏହାକୁ ଆଣି ଲାଲ କପଡ଼ାରେ ବାନ୍ଧି ଘରର କୌଣସି ଏକ କୋଣରେ ରଖି ଦିଅନ୍ତୁ । ଏମିତି କରିବା ଦ୍ୱାରା ଘରର ସବୁ ନକରାତ୍ମକ ଶକ୍ତି ସମାପ୍ତ ହୋଇଯିବ । ଏହାର ରଙ୍ଗ ବଦଳି ଗଲେ ଏହାକୁ ଆପଣ ନାଳରେ ପକେଇ ଦିଅନ୍ତୁ । ଲୁଣ ରଙ୍ଗ ଖରାପ ହେଲେ ଘରେ ନକରାତ୍ମକ ଶକ୍ତି ଘରେ କମିଥାଏ । କେବଳ ଘରେ ଗୁରୁବାର ଦିନ ପୋଛା ଲଗାନ୍ତୁ ନାହିଁ । କିନ୍ତୁ ବାକି ଦିନରେ ଆପଣ ଲୁଣ ମିଶିଥିବା ପାଣିରେ ପୋଛା ଲଗାନ୍ତୁ । ଏହା ଦ୍ୱାରା ଆପଣଙ୍କ ଘର ସଫା ରହିବ । ଏହା ଦ୍ୱାରା ବ୍ୟବସାୟୀ ମାନଙ୍କ ଅଧିକ ଲାଭ ମିଳିଥାଏ । ଆପଣ ଏହି ଉପାୟକୁ ନିଶ୍ଚିନ୍ତ କରନ୍ତୁ । 

 

ରୋଷେଇ ଘରେ ଯେଉଁ ଲୁଣ ଥାଏ ତାହା ସବୁଠାରୁ ପବିତ୍ର ହୋଇଥାଏ । ଏହି ଲୁଣ ଆପଣଙ୍କୁ ସୁସ୍ଥ ରଖିଥାଏ । ଏବଂ ଅଶାନ୍ତି ଦୂର କରିଥାଏ । ଲୁଣକୁ କାଚ ଡବା ରେ ହି ରଖନ୍ତୁ । ଲୁଣକୁ ସବୁବେଳେ ଘୋଡେଇ ରଖନ୍ତୁ । ଲୁଣକୁ ଖୋଲା ରଖିଲେ ତାହା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ କରିଥାଏ । ଯଦି ଆପଣ ଲୁଣ ଡବା ରେ ଦୁଇ ଟି ଲବଙ୍ଗ ପକାଇବେ ତାହେଲେ ଏଗ ପବିତ୍ର ରହିବ । ଯଦି ଆପଣ ଏହା ଦୀପାବଳି ଦିନ କରିଥାନ୍ତି ତାହେଲେ ଏହା ବହୁତ ଲାଭ ଦାୟକ ହୋଇଥାଏ । 

 

ଘରର ସମସ୍ତ ନକରାତ୍ମକ ଶକ୍ତିକୁ ନଷ୍ଟ କରିଦିଏ । ବେଳେବେଳେ ଘରେ କଳି ଝଗଡା ଦେଖାଦିଏ , ଟଙ୍କା ସମସ୍ୟା ଲାଗି ରୁହେ । ଏହା ପାଇଁ ଆପଣ ଗୋଟିଏ ଛୋଟ କାମ କରନ୍ତୁ । ଗୋଟିଏ ଗ୍ଲାସ ନିଅନ୍ତୁ ଏବଂ ସେହି ଗ୍ଲାସ ଚାରିପାଖରେ ଲାଲ ରଙ୍ଗ ଲଗାଇ ଦିଅନ୍ତୁ । ଏହାକୁ ଦୀପାବଳି ଦିନ କରନ୍ତୁ । ଏହା ପରେ ସେହି ଗ୍ଲାସ ରେ ତିନି ଭାଗ ପାଣି ଭରି ଦିଅନ୍ତୁ । ତାପରେ ସେଥିରେ ଗୋଟିଏ ଚାମଚ ଲୁଣ ପକେଇ ଦିଅନ୍ତୁ । ଏହାକୁ ଖୋଲା ଛାଡି ଦିଅନ୍ତୁ । ଦକ୍ଷିଣ ପଶ୍ଚିମ କୋଣରେ ରଖି ଦିଅନ୍ତୁ।  ଆପଣ ଗୋଟିଏ ମାସ ପରେ ଏହାକୁ ସଫା କରି ପୁଣି ନୂଆ ପାଣି ରଖି ଦିଅନ୍ତୁ । ଦେଖିବେ ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ।  

 

ଆପଣଙ୍କ ଗାଧୁଆ ଘରେ ଗିଟିଏ ପାତ୍ରରେ ଲୁଣ ଭରି ରଖିଦେବେ ଖାସ କରି ଦୀପାବଳି ଏବଂ ଧନତେରସ ଦିନ । ଏହା ଦ୍ୱାରା ପୁରା ଘରର ବାସ୍ତୁ ଦୋଷ ଚାଲିଯିବ । ଏହା ଫଳରେ ଘରର ଅଶାନ୍ତି ଅସୁବିଧା ଦୂର ହେବ । ଆଉ ଗୋଟିଏ ଉପାୟ କେବଳ ଏଗାର ଟଙ୍କାରେ କରିବେ । ଦୀପାବଳି ଦିନ ଏହି ଖାସ ଜିନିଷ ଏଗାର ଟଙ୍କାରେ କିଣି ଆଣନ୍ତୁ । ଯାହା ମାଆ ଲଷ୍ମୀଙ୍କର ବହୁତ ପ୍ରିୟ । ଏହି ଉପାୟକୁ ଲୋକେ ପୂର୍ବରୁ କରି ଆସୁଛନ୍ତି ।

 

 ଦୀପାବଳି ଦିନ ଏଗାର ଟଙ୍କାରେ ଧନିଆ କିଣି ଆଣନ୍ତୁ । ଏହି ଧନିଆକୁ ମାଆ ଲଷ୍ମୀ ଏବଂ ଧନନ୍ତରୀ ଙ୍କ ଚରଣରେ ରଖନ୍ତୁ । ପାର୍ଥନା କରନ୍ତୁ ତାପରେ ଏହି ଧନିଆକୁ ପ୍ରସାଦ ରୂପରେ ବାଣ୍ଟି ଦିଅନ୍ତୁ । ବତସା ମିଠା ମାଆଙ୍କ ପାଖରେ ଭୋଗ ଲଗାନ୍ତୁ ଏହା ମାଆଙ୍କୁ ବହୁତ ପ୍ରିୟ । ଏହା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିବା ସହିତ ଧନପ୍ରାପ୍ତି ମଧ୍ୟ ହୋଇଥାଏ । ଏଗାର ଟଙ୍କାର ସିନ୍ଦୁର କିଣି ମାଆଙ୍କୁ ଅର୍ପଣ କରନ୍ତୁ ତାପରେ ନିଜେ ଲଗାନ୍ତୁ । ଏହା ଆପଣଙ୍କୁ ଧନ ଦେବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *