ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆପଣ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଭାତ କୁ ଖାଇଲେ ଭି କ୍ୟାନ୍ସର ହେଉଛି । ଏହି ଖବର ଟି ପଢ଼ିବା ପରେ ଭାତ କୁ ଏମିତି ଭାବେ ଖାଇବା ଛାଡ଼ିଦେବେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆମେ ପ୍ରତିଦିନ ବିଭିନ୍ନ ପ୍ରକାର ଖାଦ୍ୟ ଗ୍ରହଣ କରିଥାଉ ନିଜର ଜୀବନ ଧାରଣ କରିବା ପାଇଁ । ସତରେ ଖାଦ୍ୟ ବିନା ଆମର ଜୀବନ ଧାରଣ କରିବା ସମ୍ଭବ ପର । ମଣିଷ ଖାଦ୍ୟ ବିନା ଚଳିବା ଟା ଖୁବ୍ କ-ଷ୍ଟ-କ-ର । ଆମେ ପ୍ରତି ଦିନ ବିଭିନ୍ନ ପ୍ରକାର ର ଖାଦ୍ୟ ଖାଇ ଥାଉ । ଯାହା ଦ୍ଵାରା ଆମର ଶକ୍ତି ହୋଇ ଥାଏ । ଖାଦ୍ୟ ବହୁତ୍ ପ୍ରକାର ର ଥାଏ । କିଛି ଖାଦ୍ୟ ଶରୀର ଉପରେ ହା-ନି ପହଞ୍ଚାଇଥାଏ ତ ପୁଣି କେତେବେଳେ କେତେବେଳେ ଖାଦ୍ୟ ଶରୀର ପାଇଁ ଖୁବ୍ ଆବଶ୍ୟକୀୟ ହୋଇଥାଏ ।
ଖାଦ୍ୟରେ ଖାଦ୍ୟସାର ବହୁତ୍ ପ୍ରକାର ର ଥାଏ ଯାହା କି ଶରୀର ର ରୋଗ ପ୍ର-ତି-ରୋ-ଧ-କ ଶକ୍ତି ବୃଦ୍ଧି କରିଥାଏ । ଶରୀର ର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଲେ ବିଭିନ୍ନ ପ୍ରକାର ରୋଗ ଦୂର ହୋଇ ଯାଇଥାଏ । ଶରୀର କୁ ସୁସ୍ଥ ରଖିବା ପାଇଁ ଆମେ ବହୁତ୍ ପ୍ରକାର ର ଖାଦ୍ୟ ଖାଇଥାଉ ।
ବର୍ତମାନ ଆମେ ଜାଣିଚୁ ଯେ ସମସ୍ତ ପ୍ରକାର କୃଷି ରେ ରାସାୟନିକ ସାର ଓ କୀଟନାଶକ ଔଷଧ ପ୍ରୟୋଗ କରାଯାଉଛି । କୃଷି ରେ ନୂତନ ଭାବେ ଅନେକ କିଛି ଔଷଧ ପ୍ରୟୋଗ କରାଯାଉଛି ଯାହା ଦ୍ଵାରା ଅନେକ ପ୍ରକାର ଶସ୍ୟ କୁ ହାଇବ୍ରିଡାଇଯେସନ୍ କରାଯାଇପାରୁଛି ।
ତେବେ ଏହା ଖାଇବା ଦ୍ଵାରା ଆମ ଶରୀର ରେ କେତେ ପ୍ରକାର କ୍ଷ-ତି ହୋଇଥାଏ କହିଲେ ସରିବ ନାହିଁ । ଏପରି ଔଷଧ ପ୍ରୟୋଗ ଦ୍ଵାରା ବହୁତ୍ କମ୍ ସମୟ ଭିତରେ ଖାଦ୍ୟ ଶସ୍ୟ ଆମଦାନୀ ହୋଇଥାଏ । କିନ୍ତୁ ଏଥିରେ କିଛି ଭିଟାମିନ ନଥାଏ । ତେଣୁ ଏସବୁ ଖାଇବା ଦ୍ବାରା ଆମ ଶରୀର ରେ ବର୍ତ୍ତମାନ ଅନେକ ପ୍ରକାର ରୋଗ ଦେଖା ହଉଚି । ଡାକ୍ତର ମାନେ ମଧ୍ୟ କହୁଛନ୍ତି ବାହାର ଖାଇବା , କୌଣସି ଜିନିଷ କୁ ନ ଧୋଇ ଖାଇବା ଦ୍ବାରା ପେଟ ଭିତରେ ଅନେକ ସ-ମ-ସ୍ୟା ଦେଖା ଦେଇଥାଏ । ଯେପରି କି ବର୍ତ୍ତମାନ ର ଚାଉଳ କୁ ଠିକ୍ ଭାବେ ନ ସିଝାଇ ଖାଇଲେ କ୍ୟାନ୍ସର ଭଳି ମା-ରା-ତ୍ମ-କ ରୋଗ ହୋଇଥାଏ।
ବର୍ତମାନ ସମୟ ରେ କମ୍ ସମୟ ରେ ଅଧିକ ଶସ୍ୟ ଆମଦାନୀ ପାଇଁ ଅନେକ ରାସାୟନିକ ସାର ବ୍ୟବହାର ହୋଇଥାଏ । ଯାହା ଫଳରେ ଧାନ କୁ ଏମିତି ଭାବେ ଚାଷ କରାଯାଇଥାଏ , ଚାଉଳ ଟି ଶରୀର ପାଇଁ କ୍ଷ-ତି-କା-ର-କ ହୋଇଥାଏ । ତେଣୁ ଡାକ୍ତର ଓ ବୈଜ୍ଞାନିକ ମାନେ କହୁଛନ୍ତି ଯେ ବର୍ତ୍ତମାନ ସମୟ ରେ ଚାଉଳ କୁ ଭଲ ଭାବେ ସିଝାଇ ଖାଇବା ଉଚିତ୍ । ନହେଲେ କ୍ୟାନ୍ସର ଭଳି ମା-ରା-ତ୍ମ-କ ରୋଗ ହୋଇପାରେ । ରାସାୟନିକ ସାର ତଥା କୀ-ଟ-ନା-ଶ-କ ଔଷଧ ପାଇଁ ମଧ୍ୟ ଅନେକ ରୋଗ ହୋଇଥାଏ । ଅନେକ ଲୋକ ଏସବୁ ସାର ର କୁ ପ୍ରଭାବ ରେ ନିତିଦିନ ଜୀବନ ମଧ୍ୟ ହା-ରୁ-ଛ-ନ୍ତି । ତେଣୁ ସଦାବେଳେ ପରିବା ବା ଫଳ ବଜାର ରୁ ଆଣି ଭଲ ଭାବେ ଧୋଇ ଖାଇବା ଉଚିତ୍ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।