ଆସିଲା ନଭେମ୍ବର ନୂଆ କଟକଣା । ଘରୁ ବାହାରିବା ପୂର୍ବରୁ ଏବେ ଜାଣିରଖନ୍ତୁ ଏହି ନିୟମ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆସିଲା ନୂଆ ନିୟମ ନଭେମ୍ବର ମାସ ପାଇଁ । ଏଥିରେ କଣ କଣ କଟକଣା ରହିଛି ଚାଲନ୍ତୁ ଜାଣିବା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଏବେ ଏବେ ସରକାର ଦେଶ ଦୁନିଆରେ ବହୁତ୍ କିଛି ଉନ୍ନତି କରିବା ପାଇଁ ପ୍ରଚେଷ୍ଟା କରିବା ପାଇଁ ଗଲେ ଭି । ସରକାର ଙ୍କ କାମକୁ ସୁରୁଖୁରୁ ଭାବରେ ତୁଲାଇବା ପାଇଁ ସରକାର ଗ୍ରାମ ପଞ୍ଚୟ ଓ ସହରାଞ୍ଚଳ ରେ ବହୁତ୍ କିଛି ବ୍ୟକ୍ତି ବିଶେଷ ଗଠନ କରିଛନ୍ତି । କେବଳ ଏତିକି ନୁହଁ ସରକାର ମଧ୍ୟ ନୀୟଯିତ କରିଥିବା ସମସ୍ତ ଲୋକ ଙ୍କୁ ଠିକ୍ ଭାବେ କାର୍ଯ୍ୟ କରିବା ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି । କିଛି କିଛି ସ୍ଥାନ ରେ ସରକାର ଙ୍କ ସଳଖ ନଜର ପଡ଼ି ପାରୁଥିବା ବେଳେ ଏମିତି ଆଉ କିଛି କିଛି ସ୍ଥାନ ରହିଛି ଯେଉଁ ମାନେ ସରକାର ଙ୍କ ଠାରୁ କୌଣସି ଆର୍ଥିକ ହେଉ ଅବା ଅନ୍ୟ ପ୍ରକାର ସାହାଯ୍ୟ ପାଇ ପାରୁନାହାନ୍ତି ।

 

କରୋନା ମ-ହା-ମା-ରୀ ର କୋ-ପ ରେ କେହି ଭି ବର୍ତ୍ତି ପାରୁ ନାହାଁନ୍ତି । ଏହା ସାରା ବିଶ୍ଵ କୁ ତା ମାୟା ଜାଲ ରେ ପକାଇବାରେ ଲାଗିଛି । ଏହି ରୋଗ ଯେତିକି ପରିମାଣ ରେ କମୁଛି ପୁଣି କେତେକ ଜାଗା ରେ ବଢ଼ି ଯାଉଛି । ଏହି କରୋନା ମହାମାରୀ ପାଇଁ ଦୀର୍ଘ ଦୁଇ ବର୍ଷ ଧରି ଲୋକ ମାନେ ଏହି ମ-ହା-ମା-ରୀ ପାଇଁ ପ୍ର-ପୀ-ଡ଼ି-ତ ହୋଇ ଅଛନ୍ତି । ଏହି ମ-ହା-ମା-ରୀ ନା ଧନୀ ନ ଗରିବ କିଛି ମାନୁ ନାହିଁ ଏହା କେବଳ ଗୋଟିଏ ପରେ ଗୋଟିଏ ଙ୍କୁ ଆ-କ୍ରା-ନ୍ତ କରିବାରେ ଲାଗିଛି । 

 

ସମସ୍ତଙ୍କ ମନରେ କେବଳ ଗୋଟିଏ ଚିନ୍ତା ଏହି ମ-ହା-ମା-ରୀ କୋବଳ ରୁ କେମିତି ବଞ୍ଚିବୁ ଏହି ମ-ହା-ମା-ରୀ ର ଚେନ ଟି କେବେ ଭାଙ୍ଗିବ । ଏବେ ଏବେ ଦୀର୍ଘ ଦୁଇ ବର୍ଷ ଧରି ଆମେ ସମସ୍ତେ ନିଜ ଘରେ ରହୁଥିଲୁ ସରକାର ଙ୍କ ନିୟମ ଅନୁସାରେ ଏବେ ଏବେ କିଛି ଦିନ ହେବ ନାଇଟ୍ କ-ର୍ଫ୍ୟୁ ବ୍ୟବସ୍ଥା ବ-ଳ-ବ-ତ୍ତ-ର ରହୁଥିଲା ତାହା ଏବେ ମଧ୍ୟ ଚାଲୁଛି । କିନ୍ତୁ ସରକାର ଙ୍କ ମତ ଅନୁସାରେ ଏହି ନଭେମ୍ବର ମାସ ୧ ତାରିଖ ରୁ ଡିସେମ୍ବର ମାସ ପ୍ରଥମ ପର୍ଯ୍ୟନ୍ତ ମଧ୍ୟ କୌଣସି ପରିବର୍ତ୍ତନ ଦେଖା ଜୀବନୀ ପୂର୍ବ ଭଳି ନାଇଟ କ-ର୍ଫ୍ୟୁ ଲାଗି ରହିବ । 

 

ଅଧିକ ଖୋଲା ହେବା କମ୍ ବନ୍ଦ ରହିବ  ଇତି ସହିତ ଏହି କ-ଟ-କ-ଣା କୁ ଆଂଶିକ ଭାବରେ କିଛିଟା ଓ କିଛି ସ୍ଥାନ ରେ ସ୍ତଗୀତ ରଖିବା ପାଇଁ ନିଷ୍ପତି ନେଇଛନ୍ତି ସରକାର । ଏହି ମାସ ରେ ଦୀପାବଳୀ ଓ କାର୍ତ୍ତିକ ପୂର୍ଣ୍ଣିମା ଭଳି ବଡ଼ ବଡ ପର୍ବ ରହିଥିବା କାରଣ ରୁ ଆହୁରି ଅନେକ ଗାଇଡ ଲାଇନ ପରେ ଆସିବ ନେଇ ସୂଚନା ମଧ୍ୟ ମିଳିଛି । ଲୋକେ ଏହି କ-ଟ-କ-ଣା ମଧ୍ୟରେ ଦୋକାନ ବଜାର ଖୋଲି ପାରିବେ ଓ ତା ସହିତ ସକାଳ ୫ ରୁ ୧୦ ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲା ରହିବ । ପୂଜା ପାର୍ବଣ ର ସମସ୍ତ ନୋଟିସ ଆପଣ ପାର୍ବଣ ର କିଛି ଦିନ ଆଗରୁ ପାଇଯିବେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *